ତଳି ପେଟକୁ ଲାତ ମାରି ୩ ମାସର ଛୁଆକୁ ମା-ରିଦେଲା ମୋ ସ୍ବାମୀ

 
ଗ-ର୍ଭ-ବତୀ ସ୍ତ୍ରୀ ର ପେଟ କୁ ଲାତ ମାରି ମାରି ତିନି ମାସ ର ଛୁଆକୁ ମାରିଦେଲା ସ୍ଵାମୀ। ସ୍ତ୍ରୀ ର ପେଟ ରେ ତିନି ମାସର ଛୁଆ ବଢୁଥିଲା ଏପଟେ ନୃଶଂସ ସ୍ବାମୀ ତଥା ସେହି ଛୁଆର ବାପା ପେଟକୁ ଲାତ ମାରି ମାରି ଛୁଆକୁ ମାରିଦେଲା। ଯାହାର ଘଟଣା ପଛର କାହାଣୀ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ଏହି ସ୍ତ୍ରୀ ଜଣକ ନାମ ହେଉଛି ମିତା। ଯିଏକି ତିନି ମାସର ଗ-ର୍ଭ-ବତୀ ମଧ୍ୟ ରହିଥିଲା।
ହେଲେ ତାର ସ୍ବାମୀ ମଧ୍ୟ ନିଜ ଛୁଆ କୁ ହିଁ ମାରି ଦେଇଛି। ମିତା ସୁନିଲ ନାମକ ଏକ ଯୁବକକୁ ଭଲ ପାଇ ବସିଥିଲା। ହେଲେ ମିତା ର ଏତିକି ମାତ୍ର ଭୁଲ୍ ଥିଲା କି ତାର ଜାତି ସୁନିଲ ଠାରୁ ଛୋଟ ଥିଲା। ମିତା ଆଉ ସୁନିଲ ଦୁହେଁ ଅଲଗା ଜାତିର ହୋଇଥିଲେ ମଧ୍ୟ ସେ ଦୁହେଁ ଦୁହିଁଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲେ। ଭଲ ପାଇବା ତାଙ୍କର ଦୁଇ ବର୍ଷ ବିତି ଯାଇଥିବା ବେଳେ ତାଙ୍କର ପରିବାର ଏହା ସମ୍ପର୍କରେ ଜାଣିବାକୁ ପାଇଥିଲେ।
ଏହାକୁ ଦୁଇ ପରିବାର ମଧ୍ୟ ବିରୋଧ କରିଥିଲେ। ପରେ ମିତା ଓ ସୁନିଲ ଶେଷ ନିଷ୍ପତ୍ତି ନେଇଥିଲେ କି ଘର ଛାଡ଼ି ପଳାଇବେ ଆଉ ଦୁଇଜଣ ମିଶି ଏକ ସୁନାର ସଂସାର ଗଢିବେ ବୋଲି। ଏହାପରେ ଦୁଇଜଣ ମିଶି ଚେନ୍ନାଇ ପଳାଇ ଯାଇଥିଲେ। ଏହାପରେ ପାଞ୍ଚ ବର୍ଷ ବିତି ଯାଇଥିଲା ଆଉ ବାପା ମାଆ ଦୁହିଁଙ୍କୁ ଘରକୁ ଡାକିଥିଲେ। ଏହାପରେ ଘରେ ରଖିବେ ବୋଲି କହିଥିଲେ। ଏହାପରେ ଦୁହିଁଙ୍କ ବାହାଘର ମଧ୍ୟ କରାଇ ଥିଲେ।
ବାହାଘର ର କିଛିଦିନ ପରେ ହିଁ ମିତା ଶଶୁର ଘର ଲୋକେ ତାଙ୍କୁ ଯୌତୁକ ମାଗିବା ଆରମ୍ଭ କରି ଦେଇଥିଲେ। ସେହିଦିନ ଠାରୁ ମିତା ଜୀବନର ଦୁଃଖ ଆରମ୍ଭ ହୋଇ ଯାଇଥିଲା। ଏଥି ସହ ସ୍ବାମୀ ମଧ୍ୟ ଅତ୍ୟାଚାର କରିବା ଆରମ୍ଭ କରି ଦେଇଥିଲା। ଯାହା ଫଳରେ କି ଏବେ ମିତା ତିନି ମାସର ଗ-ର୍ଭ-ବ-ତୀ ଥିବା ବେଳେ ତାର ପିଲା କୁ ସ୍ବାମୀ ମାରି ଦେଇଥିଲା। ଯାହାକୁ ନେଇ ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।