ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଅନଲାଇନ୍ ଗେମ୍ ନେଲା ଦଶମ ଛାତ୍ରଙ୍କ ଜୀବନ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଯାହା ନିନ୍ଦନୀୟ ଅଟେ । ଏବେ ଏହି ଭିଡିଓ ମାଧ୍ୟମରେ ଅନେକ ଖବର ଜାଣିବା ସହ ଆପଣମାନେ ଏଭଳି କିଛି ଖବର ପାଇବେ ଯାହା ଆପଣଙ୍କ ମନରେ ଅନେକ କିଛି କଥା ସୃଷ୍ଟି କରିବ । ଆପଣମାନେ ସମସ୍ତେ ତ ଜାଣିଥିବେ କି ଗୋଟିଏ ପୁଅ ବା ଝିଅର ଭବିଷ୍ୟତ ଗଢ଼ିବାକୁ ଅନେକ ସମୟ ଲାଗିଥାଏ । 
Gg
ଆଉ ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିବେ ଜଣେ ନାବାଳିକା ନିଜ ଜୀବନ ହାରି ଦେଇଛି । ଏହି ନାବାଳିକା ଜଣକ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଆଉ ସେ ଦଶମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଅନଲାଇନ୍ ଗେମ୍ ଖେଳୁଥିଲେ । ଆଜିକାଲି ଯୁଗରେ ତ ସମସ୍ତେ ପ୍ରାୟ ମୋବାଇଲ ବ୍ୟବହାର କରୁଛନ୍ତି । ଆଉ ମୋବାଇଲ ଫୋନରେ ଅନେକ ନାବାଳକ ଆଉ ନାବାଳିକା ଗେମ୍ ଖେଳୁଛନ୍ତି । ଅନେକ ନାବାଳିକା ଏହି ଅନଲାଇନ୍ ଗେମ୍ ଖେଳି ଶେଷରେ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । 
ନିଜ ଜୀବନ ହରାଇବାକୁ ବି ପଛାଉ ନାହାନ୍ତି ଏହି ଖେଳାଳୀ ନାବାଳିକା ଛାତ୍ରୀମାନେ । ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ଏହି ଭିଡିଓରେ ଦେଖିପାରିବେ ଜଣେ ମହିଳା ଘଟିଥିବା ଘଟଣା ବିଷୟରେ କହୁଛନ୍ତି । ଏହି ମହିଳା ଜଣକ ନାବାଳିକା ଜଣକ ନିଜ ଜୀବନ ହାରିବା ପଛର କାରଣ କହିଛନ୍ତି । ଏହି ନାବାଳିକା ଜଣକ ଅନଲାଇନ୍ ଖେଳ ଖେଳି ୪ ଲକ୍ଷ ଟଙ୍କା ଜିତିଥିଲେ । ଆଉ ଦଶମ ଶ୍ରେଣୀର ପରୀକ୍ଷା ଥିଲା ଆଉ ପରୀକ୍ଷା ପାଇଁ ପାଠ ପଢ଼ିବା ସହ ସେ ଗେମ୍ ବି ଖେଳୁଥିଲେ । ଏହି ଖେଳରେ ସେ ଅନେକ ଟଙ୍କା ହାରିବା ସହ ଜିତିଥିଲେ । 
ଏହି ନାବାଳିକା ଜଣକ ୪ ଲକ୍ଷ ଟଙ୍କା ଜିତିଥିଲେ କିନ୍ତୁ ତାକୁ ଟଙ୍କା ମିଳି ନଥିଲା ଆଉ ସେଥିପାଇଁ ସେ ଏଭଳି କରିଛି ବୋଲି ମହିଳା ଜଣଙ୍କ କହିଛନ୍ତି । ଏହି ନାବାଳିକା ଜଣଙ୍କ ତାର ଜେଜେମା ପାଖରେ ରହୁଥିଲା । ତାର ବାପାଙ୍କର ଦେହାନ୍ତ ହୋଇ ସାରିଛି ଆଉ ତାର ମାଆ ଅନ୍ୟ କାହା ସହ ଫେରାର ହୋଇ ଯାଇଛି । ଅନଲାଇନ୍ ଗେମ୍ ଖେଳି ଜୀବନ ହାରି ଦେଇଛି ଏହି ମାଟ୍ରିକ୍ ଛାତ୍ରୀ । ନିଜ ଘର ଶୈାଚାଳୟରେ ବେକରେ ଓଢଣୀ ଦେଇ ଆ-ତ୍ମ-ହ-ତ୍ୟା କରି ଦେଇଛି ଦଶମ ଶ୍ରେଣୀ ଛାତ୍ରୀ । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଛି ଆଉ ତାହାର ସହାୟତାରେ ପୋଲିସ ତଦନ୍ତ ଜାରି ରଖିଛି ।