ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଯୁବକ କହିଦେଲେ ହେବନି ନରି ପଣ୍ତା ମାଡ଼ ଖାଇବା ଭିଡ଼ିଓ ଦେଖାଅ ଆଉ ତାପରେ
Apr 5, 2025, 09:24 IST
ଯାତ୍ରା ସଙ୍ଘ ତରଫ ରୁ ଏବେ ନରି ପଣ୍ଡା ଓ ପ୍ରତାପ ମହାନ୍ତି ଙ୍କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ୟାନ୍ କରା ଯାଇଛି। ଆଉ ବ୍ୟକ୍ତି ଜଣକ କହିଥିଲେ କି ଯେଉଁ ମାନେ ମାଲିକ ଙ୍କ ସହ ଖରାପ ବ୍ଯବହାର କରିବେ ତାଙ୍କୁ ଏଭଳି ଭାବରେ ହିଁ ବ୍ୟାନ କରାଯିବ। ଯଦି ନରି ପଣ୍ଡା ଙ୍କ ପାଖରେ କିଛି ପ୍ରମାଣ ଅଛି ତାହା ନିଶ୍ଚିତ ଭାବରେ ଦେଖେଇବା କଥା ଏଭଳି ଭାବରେ କହିଦେଲେ କିଛି ହୋଇ ପାରିବ ନାହିଁ ବୋଲି ବ୍ୟକ୍ତି ଜଣକ କହିଥିଲେ।
ଏହି ସମ୍ପର୍କରେ କୋର୍ଟ ରେ କେସ ହୋଇଛି ଏବେ ଏହି ଘଟଣାର ଆଇନ ସଙ୍ଗତ ଭାବରେ ହିଁ ଯାହା ବିଚାର ହେବ। ବ୍ୟକ୍ତି ଜଣକ କହିଥିଲେ କି ସଙ୍ଘ ଦୃଢ଼ ଅଛି ନିଷ୍ପତ୍ତି ମଧ୍ୟ ଦୃଢ଼ ହେବ ଆଉ ଏଥିରେ ସନ୍ଦେହ କରିବାର କିଛି ନାହିଁ। ମାଲିକ ମାନେ ଏବେ ଏକ ହୋଇ ଅଛନ୍ତି ଆଉ ନିଶ୍ଚିତ ଭାବରେ ଆଗକୁ ମଧ୍ୟ ସଫଳ ହେବେ। ନରି ପଣ୍ଡା ମାଲିକଙ୍କ ନିକଟରୁ ୬ ଲକ୍ଷ ଟଙ୍କା ଗୋଟେ ଥର ନେଇଛନ୍ତି ପୁଣି ତାଙ୍କ ଘରକୁ ଯାଇ ୧୦ ଲକ୍ଷ ଟଙ୍କା ନେଇଛନ୍ତି।
ଏବେ ପୁଣି ଆଉ ୪ ଲକ୍ଷ ଟଙ୍କା ମାଗୁଛନ୍ତି। ମନା କରିବାରୁ ହିଁ ଏଭଳି ବିବାଦ ଦେଖା ଦେଇଛି। ମାଲିକ ସଙ୍ଘ ବିଚାର କରିବା ପରେ ଯେହେତୁ ନରି ପଣ୍ଡା ଆଇନ ର ଆଶ୍ରୟ ନେଇଛନ୍ତି ଏବେ ଆଇନ୍ ହିଁ ତା କଥା ବୁଝିବ। ଆଉ ମାଲିକ ସଙ୍ଘ ଆଜି ଏହି ନିଷ୍ପତ୍ତି ନେଇଛନ୍ତି କି ଯେଉଁ କଳାକାର ମାନେ ମାଲିକ ସହ ଖରାପ୍ ବ୍ଯବହାର କରିବେ ତାଙ୍କୁ ବ୍ୟାନ କରାଯିବ ଆଉ ସେମାନେ ଆଉ କେଉଁଠାରେ ମଧ୍ୟ ଯାତ୍ରା କରି ପାରିବେ ନାହିଁ।
ଏଭଳି କିଛି କହିଛନ୍ତି ଏହି ବ୍ୟକ୍ତି ଜଣକ। ଯାହା ଫଳରେ କି କୋଉଟା ସତ ଆଉ କୋଉଟା ମିଛ ତାହା କିଛି ହେଲେ ମଧ୍ୟ ଜଣା ପଡି ପାରୁ ନାହିଁ। ଆଉ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି କି ପ୍ରକୃତରେ କଣ ହୋଇପାରେ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ। ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ନିଶ୍ଚିତ ଭାବରେ ହିଁ ଜଣାଇବାକୁ ଅନୁରୋଧ।