ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଯାତ୍ରା ମାଲିକ ହିରୋଇନଙ୍କୁ ଗୋଇଠା ମାରି ଗର୍ଭ ନଷ୍ଟ କରିଦିଅନ୍ତି
Apr 4, 2025, 10:14 IST
ଏବେ ଯାତ୍ରା ଜଗତକୁ ନେଇ ଏଭଳି କଥା ସବୁ ସାମ୍ନା କୁ ଆସୁଛି ଯାହାକୁ ଶୁଣିଲେ ଆପଣ ମାନେ ବିଶ୍ବାସ ମଧ୍ୟ କରି ପାରିବେ ନାହିଁ। ଏହାକୁ ଯେ କେହି ମଧ୍ୟ ଶୁଣୁଛନ୍ତି ସେମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଛନ୍ତି। ଜଣେ ହାସ୍ୟ ଅଭିନେତା କହିଥିଲେ କି ଯଦି କୌଣସି ନାୟିକା ବା ଅଭିନେତ୍ରୀ ଗ-ର୍ଭ-ବ-ତୀ ହୁଅନ୍ତି ତେବେ ମାଲିକ ତାଙ୍କୁ ଗୋଇଠା ମାରି ତାଙ୍କର ଗ-ର୍ଭ ନଷ୍ଟ କରି ଦେଇଥାନ୍ତି ବୋଲି ସେ କହିଛନ୍ତି।
ଆଉ ଅଭିନେତା କହିଥିଲେ କି ତାଙ୍କୁ ଆଇପିଏଲ ଖେଳିଲା ଭଳି କିଣା ଯାଉଛି। ଆଉ ତୁଳସୀ ଗଣନାଟ୍ୟ ର ମାଲିକ ନରିପଣ୍ଡା ଙ୍କୁ ଯେଉଁ ମାରିଛନ୍ତି ସେ ନିଶ୍ଚିତ ଭାବରେ ମାରିଥିବେ ବୋଲି ଅଭିନେତା ଜଣକ କହିଥିଲେ। ପୋଲିସ ତଦନ୍ତ ପରେ ହିଁ ସବୁ ସତ ଜଣା ପଡିବ ବୋଲି ସେ କହିଥିଲେ।କାରଣ ତୁଳସୀ ଗଣନାଟ୍ୟ ର ମାଲିକ ନାମରେ ଆଗରୁ ଏମିତି ଅନେକ କଥା ସାମ୍ନା କୁ ଆସିଛି। କାରଣ ଆଗରୁ ମଧ୍ୟ ଶୁଣା ଯାଇଛି କି ,
ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଉପରକୁ ସେ ହାତ ଉଠାନ୍ତି ବୋଲି। ଏସବୁର ପ୍ରମାଣ ମଧ୍ୟ ଅଛି। ଆର୍ଟିଷ୍ଟ ମାନଙ୍କୁ ପଇସା ଦେଇ ସେମାନେ ପୂରା କିଣି ନେଉଛନ୍ତି ଯେମିତି ପାରିବେ ସେମାନେ ସେଭଳି ଅଭିନେତା ମାନଙ୍କ ସହ ବ୍ଯବହାର କରିବେ ବୋଲି ସ୍ଥିର କରି ଦେଇ ଥାଆନ୍ତି। ଆଗରୁ ସବୁ ଏଭଳି ଘଟଣା ଅନେକ ସାମ୍ନା କୁ ଆସୁଥିଲା। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଉଛି କି ଯାତ୍ରା ଜଗତରେ ମଧ୍ୟ ଏଭଳି ଘଟି ପାରେ।
ଏବେ ଏହି ଅଭିନେତା ଜଣକ ଏହି ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯାହାକି ଯାତ୍ରା ଜଗତର ସତ କୁ ପଦା ରେ ପକାଇ ଦେଇଛି। ଆଉ ସମସ୍ତେ ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏହାକୁ ନେଇ ଆପଣଙ୍କୁ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।