ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଚଉଠି ରାତିରେ ସ୍ବାମୀ ପାଖକୁ ସ୍ତ୍ରୀର ଲ-ଙ୍ଗ-ଳା ଭିଡିଓ ଆଉ ଫଟୋ ପଠାଇଲା କିଏ...?

 
Gg
ବର୍ତ୍ତମାନ ସମୟରେ ଏଭଳି ଘଟଣା ଘଟି ଯାଇଛି ଯାହା ଶୁଣିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।ଚଉଠି ରାତିରେ ହଠାତ୍ ସ୍ୱାମୀର WhatsApp କୁ ସ୍ତ୍ରୀ ର ଏକ ଭିଡିଓ ଆସିଥିଲା। ସ୍ୱାମୀ ସ୍ତ୍ରୀ ଦୁଇଜଣ ଖଟ ଉପରେ ଥିଲେ ଏହି ସମୟରେ ହିଁ ଏଭଳି କିଛି ଘଟି ଯାଇଥିଲା। ଯେଉଁ ଭିଡିଓ ଟି ସ୍ବାମୀ ନିକଟକୁ ଆସିଥିଲା ସେଥିରେ ଦେଖିବାକୁ ମିଳିଥିଲା କି ସ୍ତ୍ରୀ ଆଉ ଜଣେ ଯୁବକ ସହ ସମୟ ବିତାଉ ଥିବା ଭିଡିଓ ସ୍ୱାମୀ ଦେଖି ଦେଇଥିଲା।
Bv
ସ୍ୱାମୀ ସ୍ତ୍ରୀ ଙ୍କ ନାମ ହେଉଛି ପ୍ରଦୀପ ଆଉ ଶିବାନୀ। ଦୁଇ ଜଣଙ୍କ ନୂଆ ନୂଆ ବିବାହ ହୋଇଥିଲା।ଚଉଠି ରାତିରେ ପ୍ରଦୀପ ଆଉ ଶିବାନୀ ଖଟ ଉପରେ ବସି କଥା ହେଉଥିଲେ। ଏହି ସମୟରେ ପ୍ରଦୀପ ର ମୋବାଇଲ୍ କୁ ମେସେଜ କିଛି ଫଟୋ ଓ ଭିଡିଓ ଆସିଥିଲା।ଏହାପରେ ସେହି ମେସେଜ କୁ ଦୁଇଜଣ ସ୍ୱାମୀ ସ୍ତ୍ରୀ ମିଶିକି ପଢ଼ିଥିଲେ। ଆଉ ସେହି ଫଟୋ ଭିଡିଓ କୁ ଦୁଇଜଣ ମିଶିକି ଦେଖିଥିଲେ ମଧ୍ୟ।
ତାହା ଏକ ସାଧାରଣ ମେସେଜ କି ଭିଡିଓ ନଥିଲା ତାହା ଥିଲା ସ୍ତ୍ରୀ ଶିବାନୀ ଆଗରୁ ଭଲ ପାଉଥିବା ପ୍ରେମିକର ମେସେଜ ଥିଲା। ଶିବାନୀ ବାହାଘର ପୂର୍ବରୁ କଣ କରୁଥିଲା ଆଉ କେତେ ଜଣଙ୍କ ସହ ସମ୍ପର୍କ ରଖିଥିଲା ଆଉ କେତେ ଜଣକୁ ଧୋକା ଦେଇଥିଲା ସେ ସବୁ ସ୍ବାମୀ ଜାଣି ଦେଇଥିଲା। ଏସବୁ ଦେଖିବା ପରେ ଏହା ସମ୍ପର୍କରେ ଜାଣିବା ପରେ ସମସ୍ତଙ୍କର ଯେମିତି ହୋସ ଉଡ଼ି ଯାଇଥିଲା। ତାର ଗୋଡ଼ ହାତ ସବୁ ଥରିବାକୁ ଲାଗିଥିଲା।
ଏହାପରେ ରାଗରେ ଗରଗର ହୋଇ ସ୍ବାମୀ ସ୍ତ୍ରୀ ର ତଣ୍ଟି କୁ ଚିପି ସେଠାରେ ହିଁ ଜୀବନରୁ ମାରି ଦେଇଥିଲା। ଏହାପରେ ସ୍ତ୍ରୀ କୁ ମାରିବା ପରେ ସ୍ବାମୀ ପ୍ରଦୀପ ନିଜେ ସେଠାରେ ବେକରେ ରସି ଲଗାଇ ଆ-ତ୍ମ-ହ-ତ୍ୟା କରି ଦେଇଥିବା ଜଣା ପଡ଼ିଛି।ଏହି ଘଟଣା ଏବେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି। ଏହାକୁ ନେଇ ଲୋକମାନେ ଖୁବ ଆଲୋଚନା ମଧ୍ୟ କରୁଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।