ଅଚାନକ କମିଲା ଏତିକି ପେଟ୍ରୋଲ ଦର ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ପେଟ୍ରୋଲ ଆଉ ଡିଜେଲ ଦରକୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପେଟ୍ରୋଲ ଆଉ ଡିଜେଲ ଦରକୁ ନେଇ ଆସିଥିବା ନୂଆ ଅପଡେଟ ଆସିଛି । ଆଉ ଏହି ନୂଆ ଅପଡେଟ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
ଏବେ ଡିଜେଲ ଆଉ ପେଟ୍ରୋଲ ଦର କମିବାରେ ଲାଗିଛି । ଏବେ ରାଜଧାନୀରେ ପେଟ୍ରୋଲ ଆଉ ଡିଜେଲ ଦର କେତେ କଣ ଅଛି ତାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ପେଟ୍ରୋଲ ଆଉ ଡିଜେଲକୁ ନେଇ ସବୁ ଦର ଆଉ ରାଜଧାନୀରେ ଏହାର ଦର କେତେ ରହିଛି ଖବର ଆସିଛି । ନୂଆ ଦର ଏବେ ସାମ୍ନାକୁ ଆସିଛି । ପେଟ୍ରୋଲ ଆଉ ଡିଜେଲର ନୂଆ ଦର ଶୁଣି ସମସ୍ତେ ଖୁସି ଅଛନ୍ତି ।
ଏବେ ନୂଆ ଦର ପାଇ ଗାଡ଼ି ଚାଳକ ଖୁସ ହେଉଛନ୍ତି । ୨୧ ତାରିଖ ଜୁଲାଇ ମାସରେ ସରକାର ତୈଳ କମ୍ପାନୀ ରିଭାଇଜ କରିଛନ୍ତି । ଆଜି ପେଟ୍ରୋଲ ଆଉ ଡିଜେଲ ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଯିବ ବୋଲି ଜଣାପଡିଛି । ରାଜ୍ୟର ସବୁ ଜିଲ୍ଲାରେ ପେଟ୍ରୋଲ ଆଉ ଡିଜେଲ ଦରରେ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ଏବେ ଖବର ଆସିଛି । ୨୦୧୭ ମସିହାରେ ପେଟ୍ରୋଲ ଆଉ ଡିଜେଲ ଦର ରିଭାଇଜ ହୋଇଥିଲା ଆଉ ଏବେ ଏହା ପୁଣି ପରିବର୍ତ୍ତନ ହୋଇଛି ବୋଲି ଖବର ଆସୁଛି ।
ପେଟ୍ରୋଲ ଆଉ ଡିଜେଲ ଦରରେ ହେଉଥିବା ପରିବର୍ତ୍ତନ ସକାଳ ୬ ଘଟିକା ସମୟରେ ଆପଣମାନେ ତୈଳ ଅଫିସିଆଲ୍ ୱେବସାଇଟରେ ଦେଖିପାରିବେ । ବିଭିନ୍ନ ସହରରେ ଅଲଗା ଅଲଗା ପେଟ୍ରୋଲ ଦର ରହିଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୯୪.୫୦ ଟଙ୍କା ଅଛି ବୋଲି ଏବେ ଖବର ଆସିଛି । ଆଉ ଡିଜେଲ ଦର ୮୭ ଟଙ୍କା ୬୨ ପଇସା ରହିଛି । ମୁମ୍ବାଇରେ ପେଟ୍ରୋଲ ଦର ୧୦୩ ଟଙ୍କା କେତେ ପଇସା ଥିବା ବେଳେ ଡିଜେଲ ଦର ୮୯.୯୭ ଟଙ୍କା ରହିଛି । ଭୁବନେଶ୍ୱର ସହରରେ ପେଟ୍ରୋଲ ଦର ୧୦୩ ଟଙ୍କା ୮୯ ପଇସା ଥିବା ବେଳେ ଡିଜେଲ ଦର ୯୨ ଟଙ୍କା ୪୭ ପଇସା ରହିଛି ।