ଦେହ ବେପାର କରିବାକୁ ସ୍ତ୍ରୀ ହେଲାନି ରାଜି ଶେଷରେ ସ୍ଵାମୀ କରିଦେଲା ଏମିତି ଦେଖନ୍ତୁ କାନ୍ଦି କାନ୍ଦି କହିଲେ ସ୍ତ୍ରୀ - Exclusive

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ। ଦେଶରେ ସବୁବେଳେ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ।
ବେଳେ ବେଳେ ଆମ ଆଖ ପାଖରେ ଏମିତି ସବୁ ଘଟଣା ଦେଖିବାକୁ ମିଳେ କି ଯାହା ଆମେ କେବେ ଭାବି ନଥିବୁ କି ଦେଖି ନଥିବୁ। ସେହିପରି ଏକ ଘଟଣା ଶୁଣିବାକୁ ମିଳିଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସମାଜ ଆଗ ଅପେକ୍ଷା ବହୁତ ବଦଳି ଗଲାଣି। 
ଆମ ସଭ୍ୟ ସମାଜରେ ଏମିତି କିଛି ଅ-ସ-ଭ୍ୟ କା-ଣ୍ଡ କା-ର-ନା-ମା ଦେଖିବାକୁ ମିଳୁଛି ଯାହା ସମାଜକୁ କ-ଳୁ-ଷି-ତ କରିସାରିଲାଣି। ତେବେ ବନ୍ଧୁଗଣ ଜଣେ ମହିଳା ବର୍ତ୍ତମାନ ଗଣମାଧ୍ୟମ ଆଗରେ କହୁଛନ୍ତି, ତାଙ୍କ ସ୍ଵାମୀ ତାଙ୍କୁ କାଳୀ ବୋଲି ପସନ୍ଦ କରୁନାହାନ୍ତି।
ତାଙ୍କୁ ଆଉ ତାଙ୍କ ଛୁଆଙ୍କୁ ଖାଇବା ପାଇଁ ମଧ୍ୟ ଦେଉନାହାନ୍ତି। ତାଙ୍କ ସ୍ଵାମୀ ତାଙ୍କୁ କର୍ଟ ମ୍ୟାରେଜ୍ କରିଥିଲେ। ଆଉ ବାହାଘର ପରେ ମହିଳାଙ୍କୁ ଘରକୁ ନନେଇ ତାଙ୍କୁ ବାହାରେ ରଖିଛନ୍ତି। 
ତାଙ୍କ ସ୍ଵାମୀ ପ୍ରତ୍ୟେକ ଷ୍ଟେସନ ରେ ଗୋଟେ ଗୋଟେ ସ୍ତ୍ରୀ ରଖିଛନ୍ତି। ତେବେ ବନ୍ଧୁଗଣ ମହିଳା ଜଣକ ସ୍ଵାମୀଙ୍କ ନାମ ହେଉଛି ରାଜକୁମାର ନାୟକ। ଆଉ ମହିଳା ଜଣକ ଛୋଟ ଛୁଆ ଟିକୁ ଧରି ଘର ଘର ଭିକ ମାଗି ଚଳୁଛନ୍ତି।
ଆଉ ତାଙ୍କ ଜଣକ ସ୍ତ୍ରୀ ଲୋକ ମାନଙ୍କୁ ରଖି ଖରାପ କାମରେ ଲଗାଉଛନ୍ତି। ଏବଂ ମହିଳା ଜଣକ କହିଛନ୍ତି, ତାଙ୍କ ସ୍ଵାମୀ ମାସଟେ ପାଇଁ ମହିଳା ମାନଙ୍କୁ ରଖୁଛନ୍ତି। ଆଉ ତାଙ୍କ ମାନଙ୍କ ସହ ଖରାପ କାମ କରି ଛାଡ଼ି ଦେଉଛନ୍ତି। 
ଆଉ ମହିଳା ଜଣଙ୍କୁ ମଧ୍ୟ ସ୍ଵାମୀ ଜଣକ ଖରାପ କାମ କରିବା ପାଇଁ କହିଥିଲେ। କିନ୍ତୁ ମହିଳା ଜଣକ ତାଙ୍କ ସ୍ବାମୀ କଥାରେ ରାଜି ହୋଇନଥିଲେ। ଏହି ମହିଳା ଜଣଙ୍କର ପରିବାର ରେ କେହି ମଧ୍ୟ ନାହାନ୍ତି।
କେବଳ ଛୁଆ ଟିକୁ ଧରି ଭିକ ମାଗି ଚଳୁଛନ୍ତି ବୋଲି କହିଛନ୍ତି ମହିଳା ଜଣକ। ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ବାକି ରହିଲା ମହିଳା ଜଣକୁ ନ୍ୟାୟ ମିଳୁଛି ନା ନାହିଁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।