ପୁରୁଣା ପ୍ରେମିକ ପ୍ରେମିକା ସହ କରିଦେଲା କିଛି ଏମିତି ଆଜି ଦେଖି ସାରା ଦେଶ ହେଇଗଲା ଆଶ୍ଚର୍ୟ୍ଯ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଇନଷ୍ଟାଗ୍ରାମ ଲଭ ପାଇଁ ଚାଲିଯାଇଛି ଜୀବନ। ପୁରୁଣା ପ୍ରେମିକର ଜୀବନ ନେଇଛି କରିଛି ନୂଆ ପ୍ରେମିକ। ରାଜଧାନୀ ନୂଆଦିଲ୍ଲୀର ଭାଗିରଥୀ ବିହାରରେ ଘଟିଛି ଏହି ଘଟଣା।
ତ୍ରୀକୋଣୀୟ ପ୍ରେମରୁ ଚାଲିଯାଇଛି ପୁରୁଣା ପ୍ରେମିକର ଜୀବନ। ନୂଆ ପ୍ରେମିକ ଓ ତାର ଦୁଇ ଜଣ ସହଯୋଗୀ ଏମିତି କାମ କରିଛନ୍ତି। ସେହି ତିନି ଜଣଙ୍କୁ ଏବେ ଗିରିଫ କରିଛି ପୋଲିସ୍। ତେବେ ବନ୍ଧୁଗଣ ୧୮ ବର୍ଷର ଅରମାନ ଖାନ ୨୧ ବର୍ଷୀୟ ଜଣେ ଯୁବତୀଙ୍କୁ ପ୍ରେମ କରି ବସିଲେ। 
ଅରମାନ ଖାନ ଇମରାନ ନାମକ ଆଉ ଜଣେ ଯୁବକଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ୫୦ ଥର ଛୁରୀ ଭୁଷି ହ-ତ୍ୟା କରିଛନ୍ତି। ସୂଚନା ଅନୁଯାୟୀ ଅରମାନ ଯେଉଁ ଝିଅକୁ ଭଲ ପାଉଥିଲେ ତାଙ୍କୁ ଇମରାନ ମଧ୍ୟ ଡେଟ କରୁଥିଲେ।
ଅରମାନଙ୍କ ଭଳି ସେମାନେ ମଧ୍ୟ ଇନଷ୍ଟାଗ୍ରାମରେ ବେଶ ସକ୍ରିୟ ଥିଲେ। ଯୁବତୀଙ୍କ ସହ ସାମାନ୍ୟ ଯୁକ୍ତିରୁ ଅରମାନ ଏତେ ବଡ଼ କାଣ୍ଡ ଘଟାଇଛନ୍ତି। 
ଅରମାନ ଇନଷ୍ଟାରେ ଦେଖିଥିବା ଯୁବତୀଙ୍କୁ ଭଲ ପାଉଥିଲେ। କିନ୍ତୁ ଯୁବତୀ ଜଣଙ୍କ ଇମରାନଙ୍କୁ ପସନ୍ଦ କରୁଥିଲେ। ଏକଥା ଅରମାନ ଜାଣିବା ପରେ ଯୁବତୀଙ୍କୁ ବୁଝାଇଥିଲେ। କିନ୍ତୁ ସେ କିଛି ବି ଶୁଣି ନଥିଲେ। ଏଥିରେ ରାଗି ଯାଇ ଅରମାନ ବୁଧବାର ରାତିରେ ଇମରାନ ଙ୍କୁ ହ-ତ୍ୟା କରିଛନ୍ତି।
ଇମରାନଙ୍କ ମୃ-ତଦେହ ଦିନକ ପରେ ରାସ୍ତା କଡ଼ରୁ ମିଳିଥିଲା। ତେବେ ବନ୍ଧୁଗଣ ପ୍ରଥମେ ଅମରାନଙ୍କୁ ନେଇ ଅରମାନ ଓ ଯୁବତୀଙ୍କର ପାଟିତୁଣ୍ଡ ହୋଇଥିଲା। ଗୋଟିଏ ଦିନ ଅରମାନ ଫୋନ କରି ଇମ୍ରାନଙ୍କୁ ଡାକିଥିଲେ। 
ଏହାଶୁଣି ଇମ୍ରାନ ତୁରନ୍ତ ଅରମାନ କହିଥିବା ଠିକଣାରେ ପହଞ୍ଚିଥିଲେ। ବାସ୍‌ ଏତିକି ବେଳେ ଅରମାନ ଓ ତାଙ୍କର ଦୁଇ ସହଯୋଗୀ ଫୈଜଲ ଓ ମହମ୍ମଦ ସମୀର ମିଳିତ ଭାବେ ଇମ୍ରାନଙ୍କୁ ଆକ୍ରମଣ କରିଥିଲେ।
ଅରମାନ ଛୁରୀ ଧରି ଇମ୍ରାନଙ୍କୁ ୫୦ ଥର ଭୁଷି ଥିଲେ। ଏହାପରେ ରାସ୍ତା କଡ଼ରେ ମୃ-ତଦେହ ଫିଙ୍ଗି ଚାଲି ଯାଇଥିଲେ। ପୁଲିସ୍‌ ଯୁବତୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ଅରମାନ, ଫୈଜଲ ଓ ମହମ୍ମଦଙ୍କୁ ଗିରଫ କରିଛି।