ଭାଉଜ କୁ ଏକା ପାଇ ଖରାପ କାମ ର ଚରମ ସୀମା ଟପିଗଲା ଦିଅର, ଦେଖନ୍ତୁ ପୁରା ଘଟଣା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ଆମ ସମାଜରେ କିଭଳି ଘଟଣା ମାନ ଘଟିବା ରେ ଲାଗିଛି ଯାହାକି ଅତ୍ୟନ୍ତ ନିନ୍ଦନୀୟ ମଧ୍ୟ ଅଟେ। ଏଭଳି ଘଟଣା ଗୁଡ଼ିକ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ତେବେ ଆପଣ ମାନେ ଜାଣିଥିବେ କି ଏବେ ପ୍ରାୟତଃ ଘରେ ଘରେ ଫୋନ ଏବଂ ସବୁ ଲୋକ ମାନେ ମଧ୍ୟ ଏବେ ସୋସିଆଲ ମିଡ଼ିଆର ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି।
ଆଉ ଏହା ଆମର ସମାଜ ଉପରେ ନିଶ୍ଚିତ ଭାବରେ ଏକ ଖରାପ୍ ପ୍ରଭାଵ ପକାଉଛି। ସୋସିଆଲ ମିଡିଆ ଆମକୁ ଯେତିକି ସାହଯ୍ୟ କରୁଛି ସେତିକି ଆମ ଜୀବନକୁ ମଧ୍ୟ ବିପଦରେ ପକାଇ ଦେଉଛି।
ଆମେ ଏବେ ଆପଣଙ୍କୁ ସେଭଳି ଏକ ଏକ ଘଟଣା ସମ୍ପର୍କ କହିବାକୁ ଯାଉଛୁ ଯାହାକୁ କି ଆପଣ ମାନେ ବିଶ୍ବାସ କରି ପାରିବେ ନାହିଁ। ସେଠାରେ ଜଣେ ମହିଳା ଙ୍କ ସହ ତାଙ୍କର ଦିଅର ଏଭଳି କିଛି କରିଛନ୍ତି।
ଆଜ୍ଞା ହଁ ଦିଅର ଭାଉଜ ଙ୍କ ସମ୍ପର୍କକୁ ଏକ ମାଆ ଓ ପୁଅ ର ସମ୍ପର୍କ ସହ ତୁଳନା କରାଯାଇ ଥାଏ। ମାତ୍ର ଜଣେ ଦିଅର ଏହି ସମ୍ପର୍କରେ କଳଙ୍କ ଲଗାଇ ଦେଇଛନ୍ତି। କାରଣ ଭାଉଜ କୁ ଦିଅର ଜଣକ ଦୁ-ଷ୍କ-ର୍ମ କରିଥିଲେ ତାହା ପୁଣି ଯେତେବେଳେ ଭାଉଜ ଜଣକ ଲାଟିନ ଭିତରକୁ ଶୌଚ ହେବା ପାଇଁ ଯାଇଥିଲେ।
ଆଉ ଏହି ସମୟରେ ମହିଳା ଜଣକ ଯେତେବେଳେ ସେଠାରୁ ପଳାଇ ଆସିବାକୁ ଯୋଜନା କରିଥିଲେ ସେତେବେଳେ ତାଙ୍କୁ ସେ ପଥର ପକାଇ ମାରିବାକୁ ଚେଷ୍ଟା କରିଥିଲେ।
ସେତେବେଳେ ମହିଳା ଙ୍କ ସ୍ଵାମୀ ଘଟଣା ସ୍ଥଳରେ ପହଞ୍ଚି ଏହି ସବୁ ଘଟଣାକୁ ନିଜ ଆଖିରେ ଦେଖି ଦେଇଥିଲେ। ଏବଂ ଏହାପରେ ସ୍ଵାମୀ ଜଣକ ଥାନାରେ ଯାଇ ତାଙ୍କର ଭାଇ ନାମରେ ଏତଲା ଦେଇଥିଲେ।
ଆଉ ଏବେ ଏହି ଘଟଣା ର ତଦନ୍ତ ହେବା ସହ ପୋଲିସ ମଧ୍ୟ ଏହାର ଦୋଷୀ କୁ ଗିରଫ କରି ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।