ସାରା କୁ ଗୋଟେ ଅଜଣା ପୁଅ କୁଣ୍ଢେଇ ଦେବା ରୁ କାନ୍ଦି କାନ୍ଦି ବ୍ୟାଟ ଭାଙ୍ଗିଦେଲେ ଶୁଭମନ୍

 
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଶୁଭମନ ଗିଲ ଓ ସାରା ତେନ୍ଦୁଲକର ଙ୍କ ପ୍ରେମ କାହାଣୀ ବିଷୟରେ ଜାଣି ଥିବେ।ଗତ କିଛି ଦିନ ହେବ ଏହି ଯୋଡି ଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା କରା ଯାଉ ଥିଲା।
ଶୁଭମନ ଗିଲ ହେଉଛନ୍ତି ଭାରତୀୟ କ୍ରିକେଟ ଦଳ ର ଜଣେ ଜଣା ଶୁଣା କ୍ରିକେଟର।ତାଙ୍କ ଖେଳ କୁ ଲୋକ ମାନେ ଖୁବ୍ ପସନ୍ଦ କରନ୍ତି।ସେ ଭାରତୀୟ ଦଳ କୁ ଅନେକ ଥର ମ୍ୟାଚ୍ ଜିତାଇ ଛନ୍ତି।ସେ ତାଙ୍କ ବ୍ୟକ୍ତି ଗତ ଜୀବନ କୁ ନେଇ ସେପରି ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।
ଅନ୍ୟ ପଟେ ସାରା ତେନ୍ଦୁଲକର ହେଉଛନ୍ତି କ୍ରିକେଟ ର ଭଗବାନ ସଚିନ ତେନ୍ଦୁଲକର ଙ୍କ ଝିଅ।ଯିଏ କି ଦେଖିବାକୁ ଖୁବ୍ ସୁନ୍ଦର। ଶୁଭମନ୍ ଗିଲ ଓ ତାଙ୍କ ନାମ କୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଦିନ ହେଲାଣି କୁହା ଯାଉଛି।
ସେମାନେ ପରସ୍ପର କୁ ପ୍ରେମ କରୁଛନ୍ତି।ହେଲେ ଏବେ ଶୁଣା ଯାଉଚି କି ଶୁଭମନ ଗିଲ ଙ୍କ ଅନୁପସ୍ଥିତି ରେ ସେ କୁଆଡେ ଅନ୍ୟ ଜଣେ ପୁରୁଷ ଙ୍କୁ ପ୍ରେମ କରୁଛନ୍ତି।ତାଙ୍କ ସହିତ ଏବେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରୁଛନ୍ତି।
ସେହି ଅନ୍ୟ ଜଣେ ବ୍ୟକ୍ତି ହେଉଛନ୍ତି ଜଣେ ସୋସିଆଲ ମିଡ଼ିଆ ଇନଫ୍ଲୁଏଁସର।ସେ ନିକଟରେ କ୍ରିସ ମାସ ର ପାର୍ଟି କରିଥିଲେ।ଯେଉଁ ଥୀରେ କି ବଲିଉଡ ର ଅନେକ ଅଭିନେତ୍ରୀ ଓ ଅଭିନେତା ମାନେ ଯୋଗ ଦେଇଥିଲେ।
ହେଲେ ଶୁଭମନ ଗିଲ ଏଥିରେ ନ ଥିଲେ।ଯାହା ଫଳ ରେ ସାରା ସେହି ବ୍ୟକ୍ତି ଙ୍କ ସହିତ ଅନେକ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।ତାଙ୍କୁ ସମସ୍ତେ ଭାବି ଥିଲେ କି ସେ ହେଉଛନ୍ତି ସାରା ଙ୍କ ନୂଆ ପ୍ରେମିକ।
ହେଲେ ଏଭଳି କିଛି ବି ନୁହେଁ।ସେ କେବଳ ସାରା ଙ୍କ ର ଗୋଟିଏ ଭଲ ସାଙ୍ଗ।ଏବେ ଶୁଭମନ ଗିଲ ଦକ୍ଷିଣ ଆଫ୍ରିକା ରେ ହେବାକୁ ଥିବା ମ୍ୟାଚ୍ ପାଇଁ ଅଭ୍ୟାସ ଜାରି ରଖିଛନ୍ତି।
ସାରା ତାଙ୍କ ସହିତ ଏଭଳି ଫଟୋ ପୋଷ୍ଟ କରିବା ପରେ ତାଙ୍କ ପ୍ରଶଂସକ ଙ୍କ ମନ ଦୁଃଖ ହୋଇ ଯାଇଥିଲା।ସମସ୍ତେ ସାରା ଙ୍କ ବିଷୟ ରେ ବହୁତ ଖରାପ କଥା କହିଥିଲା।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।