ଶେଷରେ ରୋହିତ ଙ୍କ ଗୋଡ଼ ଧରିଲେ ପାଣ୍ଡ୍ୟା, ଭାଇ ମୋର ସତରେ ଆଉକାଦ ନାହିଁ ତୁମ ଟିମ୍ ର ଅଧିନାୟକ ହେବା ପାଇଁ..

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଧର୍ମ ଦ୍ରୋହି ହାର୍ଦିକ ପାଣ୍ଡ୍ୟା ଙ୍କୁ ଧର୍ମ ସହିଲା ନାହିଁ। ରୋହିତ ଶର୍ମା ଙ୍କ ସହ ବେଇମାନି କରିଥିବା ହାର୍ଦିକ ପାଣ୍ଡ୍ୟା ଙ୍କୁ ମିଳିଲା ଏକ ବଡ ଝଟକା ।
କ୍ୟାପଟେନ ହେବା ତ ବହୁତ୍ ଦୂରର କଥା ଏବେ ଆଉ ଆଇପିଏଲ ମଧ୍ୟ ଖେଳି ପାରିବେ ନାହିଁ। ସେଥିପାଇଁ ଏବେ ଚର୍ଚ୍ଚା ହେବାରେ ପୁଣି ମୁମ୍ବାଇ ର ଚପିଅନ ହେବେ କି ରୋହିତ ଶର୍ମା।
ଆପଣ ମାନେ ଜାଣିଥିବେ କି ହାର୍ଦିକ ପାଣ୍ଡ୍ୟା କିଭଳି ଭାବରେ ଗୁଜୁରାଟ କୁ ଧୋକା ଦେଇ ମୁମ୍ୱାଇ ଟିମ ର ଅଧିନାୟକ ହେବେ ବୋଲି ଭାବିଥିଲେ। ନିଜ ସ୍ବାର୍ଥ ପାଇଁ ସେ ରୋହିତ ଶର୍ମା ଙ୍କୁ ଧୋକାଦେଇଥିବାବେଳେ ଦେଇଥିଲେ।
ସେ ଆଇପିଏଲ ଖେଳି କୋଟି ଟଙ୍କା ରୋଜଗାର କରିବେ ବୋଲି ଭାବିଥିଲେ। ହେଲେ ଏହା ଏବେ ତାହା ତାଙ୍କୁ ଖୁବ୍ ମହଙ୍ଗା ପଡିଥିବାର ଦେଖିବାକୁ ମିଳିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ଏବେ ଆଇପିଏଲ ର ଗୋଟିଏ ବି ମ୍ୟାଚ୍ ଖେଳି ପାରିବେ ନାହିଁ ହାର୍ଦିକ ଶୁଭେଛା। ଏନଡିଏ ଟିଭିର ର ରିପୋର୍ଟ ଅନୁସାରେ ହାର୍ଦିକ ପାଣ୍ଡ୍ୟା ଙ୍କ ଗୋଡ଼ ଗଣ୍ଠିରେ ଲାଗିଥିବା ଆଘାତ ପାଈଁ ସେ ଶୁ ଖେଲିବେ ନାହିଁ।
ଆପଣ ମାନେ ଜାଣିଥିବେ ଭାରତ ରେ ଯେଉଁ ୱାଲ୍ଡକପ୍ ଚାଲିଥିଲା ସେହି ସମୟରେ ହିଁ ପାଣ୍ଡିଆନ ଙ୍କୁ ଗଭୀର ଭାବରେ ଅଘତ ଲାଗିଥିଲା
ଏହାପରେ ତାଙ୍କର ଗୋଡ଼ ଗଣ୍ଠି ମୋଡ଼ି ହୋଇ ଯିବାରୁ ସେ ତଳେ କଚାଡ଼ି ହୋଇ ପଡି ଯାଇଥିଲେ। ଗୋଡ଼ରେ ଖୁବ୍ ଜୋରେ ଆଘାତ ଲାଗିବାରୁ ସେ ଖେଳି ପାରି ନଥିଲେ।
ଏଭଳିକି ସେ ବିଶ୍ୱକପ୍ ରେ ମଧ୍ୟ ବାକିତକ ମ୍ୟାଚ୍ ଖେଳି ପାରି ନଥିଲେ।। ଏବେ ଏହି କାରଣରୁ ସେ ଆଗାମୀ ମ୍ୟାଚ୍ ଖେଳି ପାରିବେ ନାହିଁ ବୋଲି ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।