ପୁଣିଥରେ ଖେଳାଯିବ ବିଶ୍ଵକପ ୨୦୨୩ ଦେଖନ୍ତୁ ଏବେ ଏବେ ଆସିଲା ବହୁତ୍ ବଡ ଖବର ଜାଣି ନିଅନ୍ତୁ ସମ୍ପୂର୍ଣ ସତ

 
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଭାରତ ୨୦୨୩ ବିଶ୍ୱକପ୍ ରେ ସବୁଠାରୁ ଭଲ ପ୍ରଦର୍ଶନ କରିଥିଲା।ହେଲେ ବିଶ୍ୱକପ୍ ଫାଇନାଲ ମ୍ୟାଚ କୁ ଜିତି ପାରି ନ ଥିଲା।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଅଷ୍ଟ୍ରେଲିଆ ଦଳ ଯୋଜନା କରି ଭାରତୀୟ ଦଳ କୁ ହରାଇ ଦେଇଚି ବୋଲି ଏବେ ଅନେକ ପ୍ରଶଂସକ ମାନେ କହୁଛନ୍ତି। ଏବଂ ଆଉ ଥରେ ବିଶ୍ୱକପ୍ ମ୍ୟାଚ୍ କରିବା ପାଇଁ ଅନ୍ୟ ଦେଶ ର ଖେଳାଳି ମାନେ ଦାବି କରିଛନ୍ତି।
ସୂଚନା ଅନୁସାରେ ଭାରତୀୟ କ୍ରିକେଟ ଦଳ ବିଶ୍ୱକପ୍ ର ଫାଇନାଲ ମ୍ୟାଚ ରେ ୬ ଉଇକେଟ ରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇ ଥିଲା।ଯାହାକୁ ନେଇ ସମସ୍ତେ ଚିନ୍ତା ରେ ରହିଥିଲେ।ପଡିଆ ରେ ଭାରତୀୟ ଖେଳାଳି ମାନେ କାନ୍ଦି ପକାଇ ଥିଲେ।
ଅଷ୍ଟ୍ରେଲିଆ ଦଳ ଏହି ମ୍ୟାଚ୍ ରେ ରୋହିତ ଶର୍ମା ଙ୍କୁ ଭୁଲ ରେ ଆଉଟ୍ କରି ଦେଇଥିଲେ।ରୋହିତ ଶର୍ମା ଏହି ମ୍ୟାଚ୍ ରେ ଆଉଟ୍ ହୋଇ ନ ଥିଲେ।ଅଷ୍ଟ୍ରେଲିଆ ଦଳ ର ଖେଳାଳି କ୍ୟାଚ ଧରିବା ସମୟ ରେ ହାତ ତଳେ ବାଜି ଯାଇଥିଲା।
ହେଲେ ଅମ୍ପ୍ୟାୟାର ରୋହିତ ଶର୍ମା ଙ୍କୁ ଆଉଟ୍ ବୋଲି ଘୋଷଣା କରିଥିଲେ।ଯାହାକୁ ନେଇ ଭାରତୀୟ ପ୍ରଶଂସକ ମାନେ ବହୁତ ରାଗି ଯାଇଥିଲେ।ଏବେ ସେମାନେ ଦାବି କରିଛନ୍ତି କି ବିଶ୍ୱକପ୍ ର ଫାଇନାଲ ମ୍ୟାଚ ଆଉ ଥରେ ଖେଳା ଯାଉ ବୋଲି।
କୁହା ଯାଉଚି ଯେ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଅପିଲ କରିଛନ୍ତି କି ବିଶ୍ୱକପ୍ ମ୍ୟାଚ୍ କୁ ଆଉ ଥରେ ଖେଳିବା ପାଇଁ ।ଅନ୍ୟ ପଟେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ର କିଛି ଖେଳାଳି ମଧ୍ୟ ଭାରତ କୁ ସମର୍ଥନ କରିଛନ୍ତି।
ପାକିସ୍ଥାନୀ ଖେଳାଳି ଙ୍କ କହିବା ଅନୁଯାୟୀ ଭାରତୀୟ ଦଳ ଏ ବର୍ଷ ଭଲ ମ୍ୟାଚ୍ ଖେଳି ଥିଲେ।ଫାଇନାଲ ମ୍ୟାଚ ଟି ମଧ୍ୟ ଭାରତୀୟ ଦଳ ଜିତି ଯାଇଥାନ୍ତେ।
ହେଲେ ଅଷ୍ଟ୍ରେଲିଆ ଦଳ ର ଏଭଳି ଖେଳ ପ୍ରଦର୍ଶନ ଯୋଗୁଁ ତାହା ସମ୍ଭବ ହୋଇ ପାରି ନ ଥିଲା।ସେଥିପାଇଁ ବିଶ୍ୱକପ୍ ଫାଇନାଲ ମ୍ୟାଚ କୁ ଆଉ ଥରେ ଖେଳା ଯାଉ ବୋଲି ଦାବି କରିଛନ୍ତି।