କ୍ୟାପଟେନ ହେବାକୁ ଚାହୁଁ ନଥିଲେ ରୋହିତ ଶର୍ମା ଦେଖନ୍ତୁ ସବୁ ଭିତିରି କଥା ଖୋଲି କହିଦେଲେ ସୌରଭ ଗାଙ୍ଗୁଲି ଦେଖନ୍ତୁ କଣ ଚାହୁଁଥିଲେ ହିଟ ମ୍ୟାନ ରୋହିତ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ କ୍ରିକେଟ ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ । କ୍ରିକେଟ ଜଗତକୁ ନେଇ କିଛି ଖବର ଏବେ ସାମ୍ନାକୁ ଆସିଛି । ଆପଣମାନେ ଏହି ଭିଡିଓ ମାଧ୍ୟମରେ କ୍ରିକେଟ ଖେଳ ବିଷୟରେ କିଛି ଖବର ଜାଣିପାରିବେ ।
ଆପଣମାନେ ସମସ୍ତେ ଭାରତୀୟ ଟିମ୍ ବିଷୟରେ ଆସିଥିବା ଖବର ଜାଣିପାରିବେ । ଏବେ ଭାରତୀୟ ଟିମର ଅଧିନାୟକ ହେଉଛନ୍ତି ରୋହିତ ଶର୍ମା । ସେ କେବେବି ଅଧିନାୟକ ହେବାକୁ ଚାହୁଁ ନଥିଲେ ।
ସେ ଟିମ୍ ଇଣ୍ଡିଆର ମଙ୍ଗ ସମ୍ଭାଳିବାକୁ ଚାହୁଁ ନଥିଲେ । ତାଙ୍କୁ ବାଧ୍ୟ କରି ଦାୟିତ୍ୱ ଦେଇଥିଲେ ସୌରଭ ଗାଙ୍ଗୁଲି । ରୋହିତ ଶର୍ମା ଅଧିନାୟକ ହେବାକୁ ରାଜି ହେଉନଥିଲେ ଏହାର କାରଣ ଏବେ ସାମ୍ନାକୁ ଆସିଛି । ଚଳିତ ବିଶ୍ୱକପ୍ ଖେଳରେ ଚମତ୍କାର ପ୍ରଦର୍ଶନ କରୁଛି ଟିମ୍ ଇଣ୍ଡିଆ ।
୯ ଟି ମ୍ୟାଚ୍ ଖେଳି ୯ଟିରେ ଟିମ୍ ଇଣ୍ଡିଆ ଜିତିଛି । ଭାରତ ଟିମ୍ ପଏଣ୍ଟ ଟେବୁଲର ଟପରେ ଅଛି । ଏବେ ସେମି ଫାଇନାଲ ଖେଳିବା ପାଇଁ ପ୍ରସ୍ତୁତ ହେଉଛି ଟିମ୍ ଇଣ୍ଡିଆ । ଭାରତୀୟ ଦଳ ବହୁତ ଭଲ ଖେଳୁଛନ୍ତି । 
ଭାରତୀୟ ଦଳ ଏଭଳି ଭାବରେ ଖେଳୁଛି ଯେ ତାକୁ କେହି ହରାଇ ପାରିବେ ନାହିଁ । ଭାରତୀୟ ଦଳ ପାଖରେ ଏଭଳି କ୍ଷମତା ରହିଛି ଯେ ଏହା କୌଣସି ବି ଶକ୍ତିଶାଳୀ ଦଳକୁ ହରାଇ ପାରିବ । ଆଉ ଏବେ ଏହାର ସବୁ ଶ୍ରେୟ ମିଳୁଛି ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ।
ରୋହିତଙ୍କ ନେତୃତ୍ୱକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଏହି ସବୁ କଥା ଆସିବା ବେଳେ ସୌରଭ ଗାଙ୍ଗୁଲି ଏହାର ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ରୋହିତ ଶର୍ମା କ୍ୟାପଟେନ ହେବାକୁ ଚାହୁଁ ନଥିଲେ । 
ତାଙ୍କୁ ବାଧ୍ୟ କରାଗଲା ପରେ ସେ କ୍ୟାପଟେନ ହୋଇଛନ୍ତି । କାରଣ ଯିଏ କ୍ୟାପଟେନ ହେବ ସେ ଟେଷ୍ଟ, ଦିନିକିଆ, ଓ ଟି ୨୦ ତିନୋଟି ଫର୍ମାଟରେ ଖେଳିବାକୁ ପଡ଼ିଥାଏ ଆଉ ସେ ଏହି ଚାପ ସମ୍ଭାଳି ପାରିବେ ନାହିଁ ବୋଲି କହୁଥିଲେ ।
କୋହଲି କ୍ୟାପଟେନ ଥିଲେ ଆଉ ସେ ଅଧିନାୟକ ପଦ ଛାଡ଼ି ଦେଇଥିଲେ । ଆଉ ଏହାପରେ ଦଳକୁ ଏଭଳି ଜଣେ ଖେଳାଳିଙ୍କ ଦରକାର ଥିଲା ଯିଏ ଏହି ତିନୋଟି ଫର୍ମାଟରେ ଖେଲିପାରିବ । ଆଉ ଏଥିପାଇଁ ରୋହିତ ଶର୍ମାଙ୍କ ନାଁ ଆସିଥିଲା ।