ବିଶ୍ୱକପକୁ ନେଇ ଅଶ୍ଵିନୀ କଲେ ବଡ ଖୁଲସା ଦେଖନ୍ତୁ କଣ କହିଲେ ଓଡ଼ିଶାକୁ ନେଇ ଜାଣନ୍ତୁ ଏହି ତଥ୍ୟ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତୀୟ ଦଳର ଭେଣ୍ଟେରାନ୍ସ ୱିନର ଆର୍ ଅଶ୍ୱିନ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଅଷ୍ଟ୍ରେଲିଆ ଓ କମିନ୍ସ ତାଙ୍କୁ ଧୋକା ଦେଲେ।
ଭାରତ ବିଶ୍ୱକପ୍ ଫାଇନାଲ ରେ ହାରିଯିବାକୁ ନେଇ ନିଜ ୟୁଟ୍ୟୁବରେ ଚ୍ୟାନେଲ ରେ ପ୍ରତିକ୍ରିୟା ରଖିଛନ୍ତି ଅଶ୍ୱିନ। ସେ ଅଷ୍ଟ୍ରେଲିଆକୁ ପ୍ରଶଂସା କରିବା ସହ କହିଛନ୍ତି କି ଅଷ୍ଟ୍ରେଲିଆ ଭାଗ୍ୟ ବଳରେ ଟ୍ରଫି ଜିତିନାହିଁ ବରଂ ତାଙ୍କର ସୁଚିନ୍ତିତ ଯୋଜନା ଓ ରଣନୀତି ରହିଛି। 
ଅଶ୍ୱିନୀ ଫାଇନାଲ ରେ ତାଙ୍କର ପ୍ରଦର୍ଶନ କୁ ଅତି ନିକଟରୁ ଦେଖିଥିଲେ। ଅଶ୍ୱିନୀ ଭାବିଥିଲେ କି ଟସ୍ ଜିତିଲେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବ ବୋଲି। କାରଣ ଟସ୍ ଜିତିବା ପରେ କଙ୍ଗାରୁ ଦଳ ବ୍ୟାଟିଂ କରିବା ସେମାନଙ୍କର ପରମ୍ପରା ରହିଆସିଛି।
ଅହମ୍ମଦାବାଦ୍ ରେ ବିଶ୍ୱକପ୍ ର ଫାଇନାଲ ମ୍ୟାଚ୍ ଦିନ ପ୍ରଥମ ଇନିଙ୍ଗସ ଶେଷ ହେବାପରେ ଅଶ୍ୱିନୀ ପିଚ୍ କୁ ଦେଖୁଥିଲେ। ସେତେବେଳେ ଅଷ୍ଟ୍ରେଲିଆର ଚୟନ କମିଟି ମୁଖ୍ୟ ଙ୍କ ସହ ଅଶ୍ୱିନୀଙ୍କ ଦେଖା ହୋଇଥିଲା। 
ସେ ତାଙ୍କୁ ପଚାରିଥିଲେ ଅଷ୍ଟ୍ରେଲିଆ ଟସ୍ ଜିତିଲା ପରେ ବି ମଧ୍ୟ କାହିଁକି ବ୍ୟାଟିଂ କଲାନାହିଁ। ଆଉ ସେ ଅଶ୍ୱିନୀଙ୍କୁ କହିଥିଲେ ଯେ ଏହା ହେଉଛି କଳା ମାଟିର ୱିକେଟ। ଯାହାଉପରେ ସାଧାରଣତଃ ସନ୍ଧ୍ୟା ପରେ ବ୍ୟାଟିଂ କରିବା ଭଲ ହୋଇଥାଏ।
ଆଉ ବେଲି ଅଶ୍ୱିନୀଙ୍କୁ କହିଥିଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ନାଲି ମାଟିରେ ଖେଳା ଯାଇଥିଲା। ଯାହାଦ୍ଵାରା ସେମାନେ ଜାଣିପାରିଥିଲା ଯେ ନାଲି ମାଟି ବିଚ୍ ରେ ଆଗ ବ୍ୟାଟିଂ କରିବା ଭଲ। 
ଆଉ କଳା ମାଟି ବିଚ୍ ରେ ବ୍ୟାଟିଂ କଲେ ଲାଭ ମିଳିବ। ଅଶ୍ୱିନୀ ଆହୁରି ମଧ୍ୟ କହିଛନ୍ତି କି ଫାଇନାଲ ରେ ଟ୍ରାଭିସ ହେଡଙ୍କୁ ସାମିଲ କରିବା ଅଷ୍ଟ୍ରେଲିଆ ର ବହୁତ୍ ଭଲ ନିଷ୍ପତି ଥିଲା। ତେବେ ବନ୍ଧୁଗଣ ଚକିତ ବିଶ୍ୱକପ୍ ରେ ଭାରତୀୟ ଦଳ ପକ୍ଷରୁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳି ଭଲ ବୋଲିଙ୍ଗ କରିଥିଲେ।
ସେ ୧୦ ଓଭର ବୋଲିଂ କରି ୩୪ ରନ ଦେଇଥିବା ବେଳେ ଗୋଟିଏ ୱିକେଟ ମଧ୍ୟ ନେଇଥିଲେ। ହେଲେ ଏହାପରେ ତାଙ୍କୁ ଆଉ ପ୍ଲେଇଂ ଇଲେଭେନ୍ ରେ ସାମିଲ କରାଯାଇ ନଥିଲା।