ଅନୁଷ୍କାଙ୍କ ପାଇଁ ରାତି ୨ଟା ଯାଏଁ ମ-ଦ ପିଇଲେ ବିରାଟ କୋହଲି !! ଜାଣନ୍ତୁ କଣ ଥିଲା କାରଣ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ କ୍ରିକେଟ ଜଗତକୁ ନେଇ ଅନେକ ପ୍ରକାର ଖବର ଜାଣିବାକୁ ପାଇଥାଆନ୍ତି। ତେବେ ବନ୍ଧୁଗଣ ଏକ ଖବର ସାମ୍ନାକୁ ଆସିଛି ଯାହାକି ଦକ୍ଷିଣ ଆଫ୍ରିକା ଦଳ ଖୋଲିଛନ୍ତି ବଡ ଗୁମର।
ଆପଣ ମାନେ ଜାଣିଥିବେ ବିରାଟ ହେଉଛନ୍ତି ରେକର୍ଡ କିଂ। ଆଉ ଏବେ ବି ବିରାଟ କରୁଛନ୍ତି ଦମଦାର ବ୍ୟାଟିଂ। ଗତ ବିଶ୍ୱକପରେ ବିରାଟ ହାସଲ କରିଥିଲେ ସର୍ବାଧିକ ରନ। ବଡ ବଡ ରେକର୍ଡ଼ ମଧ୍ୟ ଭାଙ୍ଗିଛନ୍ତି ବିରାଟ। 
ବିରାଟ ପଡ଼ିଆରେ ବିପକ୍ଷ ଖେଳାଳି ଟିମଙ୍କ ସହିତ ଅନେକ ସମୟରେ ଯୁକ୍ତିତର୍କ କରନ୍ତି। ତେବେ ଏମିତି ଏକ ଘଟଣାକୁ ନେଇ ବିରାଟଙ୍କ ପୁରୁଣା ରାଜ ଖୋଲିଛନ୍ତି ଜଣେ ଖେଳାଳୀ।
ଦକ୍ଷିଣ ଆଫ୍ରିକାର ଜଣେ ଖେଳାଳୀ ବିରାଟକୁ ନେଇ କହିଛନ୍ତି ଗୋଟେ ବଡକଥା। ଗୋଟେ ପୁରୁଣା କଥାକୁ ମନେ ପକେଇଛନ୍ତି ଷ୍ଟାର ଖେଳାଳୀ ଡିଲଏଲଗ୍ରର୍। ସେ କହିଛନ୍ତି ଥରେ ଗୋଟିଏ ସିରିଞ୍ଜରେ ଡିଲଏଲଗ୍ରର୍ ବ୍ୟାଟିଂ କରିବାକୁ ଆସିଥିଲେ। 
ତାଙ୍କୁ ବୋଲିଂ କରିଥିଲେ ଜଡେଜା ଏବଂ ଅଶ୍ୱିନ ସେହି ସମୟରେ କୋହିଲୀ ତାଙ୍କୁ କିଛି କହିଥିଲେ। ଏହାପରେ ଡିଲଏଲଗ୍ରର୍ ମଧ୍ୟ କୋହିଲିଙ୍କୁ ଜବାବ ଦେଇଥିଲେ। ତା'ପରେ କିଛିଦିନ ପରେ ଦକ୍ଷିଣ ଆଫ୍ରିକା ଗ୍ରସ୍ତ କରିଥିଲେ ଭାରତ ସେହି ସମୟରେ ଉଭୟ ଦଳ ଖେଳିଥିଲେ ଟେଷ୍ଟ ସିରିଞ୍ଜ।
ସେହି ସମୟରେ ବିରାଟ ବହୁତ୍ ଖୁସିଥିଲେ। ଆଉ ତାପରେ ବିରାଟ ନିଜେ ଡିଲଏଲଗ୍ରରଙ୍କ ପାଖକୁ ଯାଇଥିଲେ ଏମିତି କି ଡ୍ରିଂ କରିବାକୁ ଅଫର ମଧ୍ୟ ଦେଇଥିଲେ। ଯାହାକୁ ସ୍ବୀକାର କରିଥିଲେ ଡିଲଏଲଗ୍ରର। 
ଆଉ ପୁରୁଣା ଭୁଲ ପାଇଁ ଉଭୟ କ୍ଷମା ବି ମାଗିଥିଲେ। ଶେଷରେ ସିରିଞ୍ ଶେଷ ହେବା ପରେ ଏକାଠି ହୋଇଥିଲେ ବିରାଟ ଓ ଡିଲଏଲଗ୍ରର। ଉଭୟ ରାତି ୩ଟା ପର୍ଯ୍ୟନ୍ତ ପିଇଥିଲେ। କେହି କେହି କହୁଛନ୍ତି ଏହା ଏକ ଫେକ୍ ନ୍ୟୁଜ।
କିନ୍ତୁ କ୍ରିକମାଜ୍ ନିଜ ଇନଷ୍ଟାଗ୍ରମରେ ସେୟାର କରିଛି ଏହି ଖବର। ଯାହାକୁ ନେଇ କିଛି ଫ୍ୟାନ ବିରାଟଙ୍କର ଏପରି କାମ ଦେଖି କରିଛନ୍ତି ନାପସନ୍ଦ। ଆଉ କେହି କେହି ଏହି କାମକୁ ସଧାରଣ କଥା ବୋଲି କହିଛନ୍ତି।