ସ୍ତ୍ରୀଙ୍କୁ ଶଶୁର ଛାଡୁ ନଥିବାରୁ ମିଡ଼ିଆ ସାମ୍ନାରେ ସବୁ କଥା ମୁଁହ ଖୋଲି କହିଲେ ଯୁବକ ଦେଖନ୍ତୁ କଣ ହେଲା ଏମିତି

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିବା ସହ ଅନେକ କିଛି ଖବର ପାଇ ପାରୁଛନ୍ତି । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଆଜିକାଲି ସମାଜରେ ଏଭଳି ଅନେକ ଯୁବକ ଅଛନ୍ତି ଯେଉଁମାନେ ନିର୍ଯ୍ୟାତିତ ହେଉଛନ୍ତି । ଆଉ ଏବେ ଏହି ଯୁବକ ଜଣକ ତାଙ୍କ ସ୍ତ୍ରୀ ଆଉ ଛୁଆଙ୍କୁ ନିଜର କରିବାକୁ ଚାହୁଁଛନ୍ତି କିନ୍ତୁ ଏହା ହେଉନାହିଁ । 
ଏବେ ଏହି ଯୁବକ ଜଣଙ୍କର ସ୍ତ୍ରୀ ତାଙ୍କ ବାପଘରେ ଅଛନ୍ତି । ଆଉ ତାଙ୍କ ଶଶୁର ତାଙ୍କୁ ଏକାଠି ରହିବାକୁ ଦେଉ ନାହାନ୍ତି । ଆପଣମାନେ ଦେଖିଥିବେ ସବୁବେଳେ ଝିଅମାନେ ଅତ୍ୟାଚାରିତ ହୋଇଥାନ୍ତି କିନ୍ତୁ ଏହି ଭିଡିଓରେ ଦେଖିପାରିବେ ଜଣେ ଯୁବକ ଏଭଳି ଅନେକ ସମସ୍ୟାର ସମୁଖୀନ ହେଉଛନ୍ତି । ଏହି ଯୁବକ ଜଣକ ପ୍ରେମ ବିବାହ କରିଥିଲେ । ଆଉ ଏବେ ଏହି କାହାଣୀ ବିଷୟରେ ଆପଣମାନେ ଜାଣିପାରିବେ । ସ୍ବାମୀ ଜଣଙ୍କ ସ୍ତ୍ରୀ ଆଉ ଛୁଆଙ୍କୁ ଫେରାଇ ଆଣିବାକୁ ଚାହୁଁଛନ୍ତି । କିନ୍ତୁ ତାଙ୍କ ଶଶୁର ତାଙ୍କର ଭିଲିଆନ ହୋଇଛନ୍ତି ।
ଏହି ଯୁବକ ଜଣଙ୍କୁ ଭୁଲିବା ପାଇଁ ଅନେକ କିଛି କାମ କରିଥିଲେ ତାଙ୍କ ବାପା । ଏବେ ଝିଅର ବାପା ତାଙ୍କୁ ଆଉ ତାଙ୍କ ସ୍ତ୍ରୀକୁ ଅଲଗା କରିବାକୁ ଚାହୁଁଛନ୍ତି । ବାହାଘରର ଦେଢ଼ ମାସ ପରେ ଏହି ଶଶୁର ଜଣକ ତାଙ୍କ ଝିଅକୁ ନେଇ ଆସିଥିଲେ । ଆଉ ଏହି ଝିଅ ଜଣକ ସହିତ ତାର ବାପା ଏଭଳି ଅନେକ କାମ କରିଥିଲେ । ଯୁବକ ଜଣକ କହିଛନ୍ତି ତାଙ୍କ ସ୍ତ୍ରୀର ବାପା ଏଭଳି ଅନେକ କିଛି ଗୁଣି ଗାରେଡ଼ି କରିଛନ୍ତି । ଏବେ ଶଶୁର ଜଣକ ଏଭଳି ଅନେକ କିଛି କରି ନିଜ ଝିଅ ଆଉ ନାତିକୁ ନେଇ ଯାଇଛନ୍ତି ଆଉ ତାଙ୍କୁ ଦେବେ ନାହିଁ ବୋଲି କହିଛନ୍ତି ।
ଶଶୁର ଜଣକ ତାଙ୍କ ଜ୍ବାଇଁଙ୍କୁ ପସନ୍ଦ କରନ୍ତି ନାହିଁ । ଶଶୁର ଜଣକ ଘର ଜ୍ବାଇଁ କରିବାକୁ ଯୁବକ ଜଣଙ୍କୁ ଚାହୁଁଥିଲେ କିନ୍ତୁ ସେ ମନା କରିବା ପରେ ଏଭଳି କିଛି କରିଲେ ଶଶୁର । ଶଶୁର ଜଣକ କଳା ଯାଦୁ କରି ନିଜ ଝିଅକୁ ନେଇ ଯାଇଛନ୍ତି ଆଉ ଏବେ ସେ ଝିଅ ମଧ୍ୟ ତାଙ୍କ ସ୍ୱାମୀଙ୍କୁ ଚିହ୍ନି ପାରୁନାହାନ୍ତି । ଏହି ଶଶୁର ଜଣକ ଏହି କାମର ଭିଲିଆନ ହୋଇଛନ୍ତି । ଯୁବକ ଜଣକ ତାଙ୍କ ସ୍ତ୍ରୀକୁ ରଖିବାକୁ ଚାହୁଁଥିବା ବେଳେ ସ୍ତ୍ରୀ ଜଣକର ବାପା ଏହା କରିବାକୁ ନାରାଜ । ସବୁ ଘରେ ଝଗଡ଼ା ହୋଇଥାଏ ଆଉ ପୁଣି ସ୍ବାମୀ ସ୍ତ୍ରୀ ଏକାଠି ହୋଇଥାନ୍ତି । ଏବେ ଶଶୁର ଜଣକ ତାଙ୍କ ସ୍ତ୍ରୀଙ୍କୁ ମାନସିକ ଚାପ ଆଉ ତାଙ୍କ ପୁଅକୁ ମାରିବାର ଧମକ ଦେଉଛନ୍ତି । ଏବେ ଏଭଳି ଅନେକ କଥା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।