ରାସ୍ତା ଉପରେ ଏମିତି ଅବସ୍ଥା ଦେଖି ଆକ୍ସନ ମୋଡରେ ସିଦ୍ଧାନ୍ତ ମହାପାତ୍ର ଦେଖନ୍ତୁ ଏମିତି ଅବସ୍ଥା ଦେଖୁ ଦେଖୁ କଣ କଲେ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ କିଛି ଖବର ଜାଣିପାରିବେ । ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ଦିଗପହଣ୍ଡି ଅଞ୍ଚଳର ବିଧାୟକ ଅଟନ୍ତି । ଏହି ଅଭିନେତା ଜଣକ ବିଧାୟକ ହୋଇଛନ୍ତି ଆଉ ସେ ଏବେ ଲୋକଙ୍କ ସେବା କରୁଛନ୍ତି ।
ଆପଣମାନେ ତ ବିଜୁଳି ଖୁଣ୍ଟ ରାସ୍ତା କଡ଼ରେ ଦେଖିଥିବେ । ଆଉ ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ବିଜୁଳି ଖୁଣ୍ଟ ମଝି ରାସ୍ତାରେ ଦେଖିପାରିବେ । ମଝି ରାସ୍ତାରେ ବିଜୁଳି ଖୁଣ୍ଟ ପୋତା ଯାଇଛି । ଏହି ବିଜୁଳି ଖୁଣ୍ଟ ରାସ୍ତାରେ ଯାଉଥିବା ବେଳେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଖିଥିଲେ । ଆଉ ଏହି ବିଜୁଳି ଖୁଣ୍ଟକୁ ଦେଖିବା ମାତ୍ରକେ ସେଠାରେ ଅଟକି ଯାଇଥିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର । ବିଧାୟକ ସିଦ୍ଧାନ୍ତ ମହାପାତ୍ର ଗାଡ଼ିରେ ଯାଉଥିବା ବେଳେ ଏହି ଦୃଶ୍ୟ ଦେଖିଥିଲେ । ଏହାପରେ ସେଠାକୁ ଯାଇ ସେ ଦେଖିଥିଲେ ।
ଗଞ୍ଜାମ ଜିଲ୍ଲାରୁ ଗଜପତି ଜିଲ୍ଲା ଯିବା ମଝି ରାସ୍ତାରେ ଏହି ବିଜୁଳି ଖୁଣ୍ଟ ପୋତା ଯାଇଛି । ଏହି ବିଜୁଳି ଖୁଣ୍ଟ ରାସ୍ତା ଦେଇ ଅନେକ ଲୋକ ପ୍ରତିଦିନ ଯିବାଆସିବା କରିଥାନ୍ତି । କିନ୍ତୁ ସେହି ରାସ୍ତା ଦେଇ ଯାଉଥିବା ଲୋକ ମାନଙ୍କର କିଛି ଫରକ ପଡୁ ନାହିଁ । ସେଠାରେ ରହୁଥିବା ସ୍ଥାନୀୟ ଲୋକମାନେ ଅନେକ ଥର ପ୍ରଶାସନକୁ ଏହି ବିଷୟରେ କହିଛନ୍ତି କିନ୍ତୁ ପ୍ରଶାସନ କୌଣସି ପ୍ରକାରର ପ୍ରତିକ୍ରିୟା ଗ୍ରହଣ କରି ନଥିଲା । ଆଉ ଆଜି ସେହି ରାସ୍ତା ଦେଇ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯାଉଥିଲେ ଆଉ ଏହା ଦେଖି ସେ ଅଟକି ଯାଇଥିଲେ ।
ଆଉ ସେଠାରେ ସେ ରହିବା ପରେ ଅନେକ କିଛି କଥା ଜାଣିପାରିଥିଲେ । ମଝି ରାସ୍ତାରେ ଏଭଳି ବିଜୁଳି ଖୁଣ୍ଟ ରହିବା ଦ୍ଵାରା ସେଠାରେ ଥିବା ଲୋକମାନଙ୍କର ଅନେକ କ୍ଷତି ହେଉଛି । କେତେବେଳେ କାହାର କଣ ଯେ ହେବ ସେକଥା କିଏ ଜାଣିଛି । ରାସ୍ତା ଚଉଡା ଥିବା ବେଳେ ଏଭଳି ରାସ୍ତା ମଝିରେ ରହିବା ଉଚିତ୍ ନୁହେଁ । ପ୍ରତ୍ୟେକ ଦିନ ଅନେକ ଲୋକ ସେହି ରାସ୍ତା ଦେଇ ଯାଉଛନ୍ତି । ଏପର୍ଯ୍ୟନ୍ତ କାହାର କିଛି ଅସୁବିଧା ହୋଇନାହିଁ । ଏହି ବିଜୁଳି ଖୁଣ୍ଟ ମଝି ରାସ୍ତାରୁ ଉଠାଇ ଦେବା ଉଚିତ୍ । ଏବେ ଏହି ଘଟଣା ସାମ୍ନାକୁ ଆସିଛି ।