ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ନେଲେ ଏହିପରି ନିଷ୍ପତି ଦେଖନ୍ତୁ ସାମ୍ନାକୁ ଆସିଲା ବଡ଼ ଖବର

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଜଣେ ମହିଳାଙ୍କୁ ନେଇ ଆସିଛି ଖବର । ସ୍ଵାମୀ ଜଣଙ୍କର ଦେହ ଖରାପ ଥିଲା ଆଉ ତାଙ୍କର ଦୁଇଟି ଝିଅ ଥିଲା । ଏହି ସ୍ବାମୀ ଜଣକର ସ୍ତ୍ରୀ ତାଙ୍କୁ ମେଡିକାଲ ନେଇ ଦେଖାଇଥିଲେ ।
 
ଆଉ ଡାକ୍ତର ସ୍ବାମୀ ଜଣଙ୍କୁ ଦେଖିବା ପରେ କହିଥିଲେ ସେ ଆଉ ଅତି ବେଶୀରେ ୬ ମାସ ବଞ୍ଚିବେ । ଏହାପରେ ସ୍ତ୍ରୀ ଜଣକ ଏହି କଥା ଜାଣିବା ପରେ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ନେଇଥିଲେ ବଡ ନିଷ୍ପତି । ସ୍ବାମୀ ଜଣକର ଲିଭର ଖରାପ ଥିଲା । ସେ ଲିଭର୍ ସିରୋସିସ ରୋଗରେ ଆକ୍ରାନ୍ତ ଥିଲେ । ଏହି କଥା ଶୁଣିବା ପରେ ସ୍ତ୍ରୀ ଜଣକ କରିଥିଲେ ଏଭଳି କାମ । ନିଜ ଜୀବନକୁ ସେ ତ୍ୟାଗ କରି ଦେଇଥିଲେ । ଏହି ସ୍ତ୍ରୀ ଜଣକ ତାର ନିଜ ଜୀବନ ଦେବାକୁ ପଛାଇ ନଥିଲା । 
ଆଜିର ସମାଜରେ ସାବିତ୍ରୀ ଏବେବି ଅଛନ୍ତି ବୋଲି ପ୍ରମାଣ ମିଳିଛି । ନିଜେ ନିଜ ପରିବାରର ଖୁସି ଫେରାଇ ଆଣିଛନ୍ତି । ନିଜର ଲିଭର୍ ଦେଇ ସେ ନିଜ ସ୍ଵାମୀଙ୍କ ଜୀବନ ବଞ୍ଚାଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ତିଗିରିଆ ଥାନା ଅନ୍ତର୍ଗତ ମାନପୁର ଗ୍ରାମରେ । ନିଜ ସ୍ଵାମୀର ଜୀବନ ବଞ୍ଚାଇବା ପାଇଁ ତାଙ୍କ ସ୍ତ୍ରୀ ତାଙ୍କ ଯକୃତର ଅଧା ଅଂଶ ଦେଇଥିଲେ । ଏହି ସ୍ତ୍ରୀ ଜଣକ ସ୍ୱାମୀର ମୁହଁରେ ହସ ଫୁଟାଇଛନ୍ତି । ଏହି ବ୍ୟକ୍ତି ଜଣକ ମଦ ପିଇ ଥାଆନ୍ତି । ସେ ମଦ ପିଇ ଏଭଳି ଅବସ୍ଥା ହୋଇଥିଲେ । ଆଜିର ସମାଜରେ ସାବିତ୍ରୀ ଅଛନ୍ତି ବୋଲି ଜଣାପଡିଛି ।
ଏହି ସ୍ବାମୀ ଜଣକ ହେଉଛନ୍ତି ମାନସ ବାରିକ । ଆଉ ତାଙ୍କ ସ୍ତ୍ରୀ ହେଉଛନ୍ତି ରଶ୍ମିତା । କଟକ ଏସସିବି ମେଡ଼ିକାଲରେ ତାଙ୍କର ଅପରେସନ ହୋଇଛି । ପ୍ରଥମେ ମାନସଙ୍କର ଦେହ ଅଳ୍ପ ଖରାପ ହେବାରୁ ସେ ତିଗିରିଆ ମେଡ଼ିକାଲରେ ଦେଖାଇଥିଲେ । ଏହାପରେ ଆଉ ଏକ ମେଡିକାଲ ଯାଇଥିଲେ ଆଉ ଦେହ ଭଲ ନ ହେବାରୁ ସେ କଟକ ବଡ ଡାକ୍ତରଖାନାକୁ ଯାଇଥିଲେ । ଆଉ ଏହାପରେ ତାଙ୍କର ଏହି ରୋଗ ହୋଇଥିଲା ବୋଲି ଜଣାପଡିଥିଲା । ଏବେ ସ୍ବାମୀ ଆଉ ସ୍ତ୍ରୀ ଦୁଇଜଣ ଅକାମୀ । ଆଉ ତାଙ୍କର ପରିବାର କେମିତି ଚଳିବ ଏହାକୁ ନେଇ ପ୍ରଶ୍ନ ଆସୁଛି । ଏବେ ଏହି ସ୍ତ୍ରୀ ଜଣଙ୍କର କାମକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।