କାହିଁକି ସିକ୍ୟୁରୁଟି ଅଫିସରକୁ ମନା କଲେ ସିଦ୍ଧାନ୍ତ ମହାପାତ୍ର ଦେଖନ୍ତୁ କଣ କହିଲେ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତା ଏବଂ ବିଜେପି ଦଳର ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଅଭିନେତା ଜଣକ ସବୁବେଳେ ତାଙ୍କ କାମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଅଭିନେତା ସିଦ୍ଧାନ୍ତ ମହାପାତ୍ର ବହୁତ ସୁନ୍ଦର ଅଭିନୟ କରନ୍ତି । 
ଏହି ଅଭିନେତା ଜଣକ ରାଜନେତା ହେବା ପରେ ଅନେକ କାମ କରିଛନ୍ତି । ସେ ଲୋକଙ୍କ ପାଇଁ ସବୁବେଳେ କାମ କରନ୍ତି । ସେ ଦିଗପହଣ୍ଡି ଅଞ୍ଚଳର ବିଧାୟକ ଅଟନ୍ତି । ସେ କହିଛନ୍ତି ଡବଲ ଇଞ୍ଜିନ ସରକାର ଅଛି ମାନେ ସେ କଥା କହିବେ ଆଉ ଏହାସହ କାମ ମଧ୍ୟ କରିବେ । ସେ ଦୁଇଟି ଜିନିଷ ପାଇଁ ଆସିଛନ୍ତି । ଗୋଟିଏ ପେଶା ଏବଂ ଅନ୍ୟଟି ନିଶା । ଏହି ଦୁଇଟି ଯାକରେ ଜନତା ହିଁ ସର୍ବୋପରି ଅଟନ୍ତି । ଜନତାଙ୍କ ପ୍ରତିନିଧି ସିଦ୍ଧାନ୍ତ ମହାପାତ୍ର ଅଟନ୍ତି । ଏବେ ସେ ବିଧାୟକ ଅଟନ୍ତି । ଆଉ କେତେବେଳେ ସେ ରାଜୁତି କରିବେ ନାହିଁ ।
କିନ୍ତୁ ସବୁବେଳେ ସେ ଲୋକମାନଙ୍କର ସେବା କରୁଥିବେ । ସେ ଚଳଚ୍ଚିତ୍ରରେ ଅଭିନୟ କରୁଥିଲେ ଆଉ ଏବେ ସେ ରାଜନୀତିରେ ପାଦ ଦେଇଛନ୍ତି । ଆଉ ସେ ସବୁବେଳେ ଲୋକମାନଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି । ସେ ଜନତାଙ୍କ ପ୍ରତିନିଧି ହୋଇ ରହିଛନ୍ତି । ଆଉ ସେ ଲୋକମାନଙ୍କ ପାଇଁ ଆସିଛନ୍ତି । ସରକାର ବିଧାୟକମାନଙ୍କୁ ସିକ୍ୟୁରିଟି ଦେଇଛନ୍ତି କିନ୍ତୁ ବିଧାୟକ ସିଦ୍ଧାନ୍ତ ମହାପାତ୍ର ସିକ୍ୟୁରିଟି ପାଇଁ ମନା କରିଛନ୍ତି । ଯଦି ସରକାରଙ୍କ ନୀତିଗତ ଆଧାରରେ ସବୁ ଆର୍ଲଟ କରାଯାଇଛି । 
ସେ ଏହି ରାଜନୀତିରେ ଅନେକ ପ୍ରକାରର ସ୍ମୃତି ରଖିଛନ୍ତି । ସେତେବେଳେ ସେ ଅନେକ କାମ କରିଛନ୍ତି । ସେ ଲୋକମାନଙ୍କ ପାଇଁ ଅନେକ କାମ କରିଛନ୍ତି ଆଉ କରିବେ ମଧ୍ୟ । ଏବେ ଡବଲ ଇଞ୍ଜିନ ସରକାରରେ ସେ କାମ କରିବେ ଆଉ କଥା ମଧ୍ୟ କହିବେ । ରାଜ୍ୟ ଆଉ ଦିଗପହଣ୍ଡି ଅଞ୍ଚଳର ବିକାଶ ପାଇଁ ସେ ସବୁକିଛି କରିବେ । ଯେଉଁ କଥା ଦରକାର ତାହାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି । ସେ କାମ କରିବା ପାଇଁ ପ୍ରତିବନ୍ଧ ଆଉ ସରକାର ମଧ୍ୟ ପ୍ରତିବନ୍ଧ ଅଟନ୍ତି । ଏଭଳି ଅନେକ କଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ।