ମୋହନଙ୍କ କଥା ନମାନି ନାମ ନେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଖନ୍ତୁ - Exclusive

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ଜାଣିବା ସହ ରାଜନୀତିକୁ ନେଇ ଅନେକ ଖବର ପାଇପାରିବେ ।
ଆପଣମାନେ ନିକଟରେ ତ ଶୁଣିଥିବେ କି ଓଡ଼ିଶାରେ ଆଳୁ ସଙ୍କଟ ଦେଖା ଦେଇଥିଲା । ଓଡ଼ିଶାକୁ ଆଳୁ ପଶ୍ଚିମବଙ୍ଗରୁ ଆସିଥାଏ । ଆଉ ଏବେ ନିକଟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶାକୁ ଆଳୁ ପଠାଇବାକୁ ମନା କରିଥିଲେ । ଆଉ ଏବେ ଏହାକୁ ନେଇ କିଛି ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଶୁଣିପାରିବେ । ଏବେ ପଶ୍ଚିମବଙ୍ଗର ଆଳୁ ଆଉ ଓଡ଼ିଶା ଆସିବ ନାହିଁ । ଆଉ ସେଥିପାଇଁ ଚିନ୍ତାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । 
ଏବେ ପଶ୍ଚିମବଙ୍ଗରେ ଆଳୁ ପଚି ଯାଉଛି । ବର୍ଷ ବର୍ଷ ଧରି ଓଡ଼ିଶାକୁ ଆଳୁ ଦେଇ ବ୍ଲାକମେଲ କରୁଥିଲେ ମମତା ଦିଦି । ଆଉ ଓଡ଼ିଶାରେ ଚଳିବ ନାହିଁ ମମତା ବାନାର୍ଜୀଙ୍କ ବ୍ଲାକମେଲ । ଏବେ ରାଜ୍ୟ ସରକାର ଦିଦିଙ୍କୁ ପାନେ ଦେଇ ପଶ୍ଚିମବଙ୍ଗରୁ ଆଳୁ ଆଣିବା ବନ୍ଦ କରିଲେ । ଏବେ ମମତାଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ମୋହନ ଚରଣ ମାଝୀ । ସେ ପଶ୍ଚିମବଙ୍ଗରୁ ଆଳୁ ଆଣିବାକୁ ମନା କରିଦେଲେ । ଆଉ ଏବେ ଆଳୁ ଉତ୍ତରପ୍ରଦେଶରୁ ଆସୁଛି । ଆଳୁ ସମସ୍ୟା ଦେଖାଯିବା ପରେ ଏଭଳି କିଛି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 
ଏବେ ପଶ୍ଚିମବଙ୍ଗରେ ଆଳୁ ପଚି ଯାଉଛି ଏବେ ଚିନ୍ତାରେ ଅଛନ୍ତି ମମତା ବାନାର୍ଜୀ । କାହାକୁ ଆଳୁ ବିକ୍ରି କରିବେ ବୋଲି ଚିନ୍ତା କରୁଛନ୍ତି । ଏବେ ଓଡ଼ିଶାରେ ଆଳୁ ପର୍ଯ୍ୟାପ୍ତ ପରିମାଣର ମିଳୁଛି । ଆଉ ଆଳୁ ପାଇଁ ଚିନ୍ତା କରିବେ ନାହିଁ ଓଡ଼ିଶାବାସୀ । ପଶ୍ଚିମବଙ୍ଗରୁ ନୁହେଁ ବରଂ ୟୁପିରୁ ଆସୁଛି ଆଳୁ । ଆଉ ଏବେ ଏହାକୁ ଦେଖି ଚିନ୍ତାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଉତ୍ତରପ୍ରଦେଶରୁ ଆସୁଛି ଆଳୁ କିନ୍ତୁ ଏହା ଭଲ ନାହିଁ । ଏଥର ଓଡ଼ିଶାରେ ଆଳୁ ଉତ୍ପାଦନ ହେବ ଆଉ ଏବେ ମମତା ଦିଦି ମଧ୍ଯ ମିଶିଯିବେ । ପଶ୍ଚିମବଙ୍ଗର ଆଳୁ ଉତ୍ତରପ୍ରଦେଶର ଆଳୁ ଠାରୁ ଅଧିକ ଚାହିଦା ରହିଛି ।