ପାଣିପାଗ ବିଭାଗ ତରଫରୁ ଆସିଲା ସତର୍କ ସୂଚନା ଦେଖନ୍ତୁ ଏହିସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିବୁଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଷୟରେ କିଛି ଖବର ଜାଣିପାରିବେ । ପାଣିପାଗକୁ ନେଇ ଏବେ ଆସିଛି ଖବର । ଅଧା ରାତିରେ ତାଣ୍ଡବ ରଚିବ ବର୍ଷା । ୭ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଶଙ୍କା ଅଛି । ଆଉ ଏହି ଜିଲ୍ଲାରେ ଚିହ୍ନ ବର୍ଣ୍ଣ ଲିଭି ଯିବ ।
ଏହି ଜିଲ୍ଲା ଗୁଡ଼ିକୁ ସତର୍କ ରହିବାକୁ ପଡିବ । ଏହି ଜିଲ୍ଲା ଗୁଡ଼ିକୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ପରିମାଣରେ ବର୍ଷା ହେବ । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ୭ ଜିଲ୍ଲାକୁ ନେଇ ଆର୍ଲଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏତେ ପରିମାଣରେ ବର୍ଷା ହେବ ଯେ ପ୍ରଳୟ ହେବ ବୋଲି ସୂଚନା ମିଳିଛି । 
ମୌସୁମୀ ଆସିବା ପରେ ଏବେ ବର୍ଷା ହୋଇଯାଇଛି । ବର୍ଷା ପାଇଁ ଲୋକମାନେ ମଧ୍ୟ ହଇରାଣ ହେଉଛନ୍ତି ।ବର୍ଷା ସହ ଘଡଘଡି ହେବା କାରଣରୁ ଅନେକ ଲୋକଙ୍କ ଜୀବନ ଯାଉଛି । ଅନେକ ଲୋକ ଘଡଘଡିରେ ମୃତ୍ୟୁବରଣ କରୁଛନ୍ତି । ଏହି ବର୍ଷା ପାଇଁ ୨୦ ଜିଲ୍ଲାକୁ ଆର୍ଲଟ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଉଛି, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ, ପୁରୀ, ଖୋର୍ଦ୍ଧା, ରାୟଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା ଏବଂ ନୂଆପଡ଼ା । 
ଏହିସବୁ ଜିଲ୍ଲାକୁ ୟେଲୋ ଆର୍ଲଟ କରାଯାଇଛି । ବଲାଙ୍ଗୀର, ସୋନପୁର, ବୌଦ୍ଧ, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କନ୍ଧମାଳ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଇଛି । ମୟୂରଭଞ୍ଜ, ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲ୍ଲାରେ ମଧ୍ୟ ସ୍ଥିତି ସେଭଳି ଭୟଙ୍କର ରହିପାରେ ବୋଲି ସୂଚନା ମିଳିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଏନେଇ ସୂଚନା ଦେଇଛି । ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରି ଏହିସବୁ ବିଷୟରେ ସୂଚନା ଦେଇଛି । ଏବେ ଏହି ଖବର ସାମ୍ନାକୁ ଆସୁଛି ।