ଏହି ମାନଙ୍କର କଟିଯିବ ରାସନ୍ କାର୍ଡ ଦେଖନ୍ତୁ ଏବେ ଏବେ ଆସିଲା ବଡ଼ ଖବର

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ରାସନ୍ କାର୍ଡକୁ ନେଇ ଆସିଥିବା ଖବର ଆପଣମାନେ ପାଇପାରିବେ । ଏବେ ସମସ୍ତଙ୍କ ପାଖରେ ରାସନ୍ କାର୍ଡ ଥିବ । ରାସନ୍ କାର୍ଡଧାରୀଙ୍କ ପାଇଁ ଆସିଲା ବଡ ଖବର । ଏବେ ରାସନ୍ କାର୍ଡକୁ ନେଇ ଆସିଛି ବଡ ଅପଡେଟ ।
ଆପଣମାନଙ୍କ ପାଖରେ ଯଦି ରାସନ୍ କାର୍ଡ ଅଛି ତାହେଲେ ଆପଣ ଏହି ଖବର ଜାଣି ରଖନ୍ତୁ । ଯଦି ଆପଣଙ୍କ ପାଖରେ ରାସନ୍ କାର୍ଡ ଅଛି ତାହେଲେ ଏହାର ଯାଞ୍ଚ କରାଯିବ । ଯଦି ଆପଣ ଏହି ରାସନ୍ କାର୍ଡ ପାଇବାର ଯୋଗ୍ୟ ଥିବେ ତାହେଲେ ଆପଣ ଏହି ରାସନ୍ କାର୍ଡ ପାଇପାରିବେ । ଆଉ ସରକାରଙ୍କ ସବୁ ସୁବିଧା ପାଇପାରିବେ । ଯେଉଁମାନେ ଏହି କାର୍ଡ ପାଇବା ପାଇଁ ଯୋଗ୍ୟ ନୁହଁନ୍ତି ସେମାନଙ୍କର କାର୍ଡ ରଦ୍ଦ କରାଯିବ । ରାସନ କାର୍ଡ ଘୋଟାଲାକୁ ନେଇ ଏବେ ଆସିଛି ଖବର । 
ରାସନ୍ କାର୍ଡ ଥିଲେ ସରକାର କିଛି ସୁବିଧା ଯୋଗାଇ ଦେଇଛନ୍ତି । ଏବେ ସେ ସୁବିଧା ଯେଉଁମାନେ ପାଇବାକୁ ଯୋଗ୍ୟ ସେମାନେ ଏହି ସୁବିଧା ପାଇବେ । ଏବେ ରାଜ୍ୟ ସରକାର ଯାଞ୍ଚ କରିବେ ରାସନ୍ କାର୍ଡ ଦ୍ଵାରା ଲୋକମାନେ ଉପକୃତ ହେଉଛନ୍ତି ନା ନାହିଁ । ପୂର୍ବତନ ସରକାର କେବେବି ଯାଞ୍ଚ କରି ନାହାଁନ୍ତି ରାସନ୍ କାର୍ଡ ହିତାଧିକାରୀ ଏହାର ଲାଭ ପାଉଛନ୍ତି ନା ନାହିଁ । ଏବେ ରାଜ୍ୟ ସରକାର ଏନେଇ ଯାଞ୍ଚ କରିବେ । ମୃ-ତ୍ୟୁବରଣ କରିଥିବା ହିତାଧିକାରୀଙ୍କ ନାଁରେ ମଧ୍ୟ ରାସନ୍ ଜିନିଷ ଉଠା ଯାଉଥିବା ବେଳେ ଲୋକମାନେ ଏହାର ଲାଭ ଉଠାଉଛନ୍ତି ।
ଏବେ ଏହିସବୁ ତଥ୍ୟକୁ ନେଇ ତଦନ୍ତ ହେବା ଆବଶ୍ୟକ । ସୁଚନା ଅନୁସାରେ ରାଜ୍ୟରେ ୫୦ ହଜାର ରାସନହିତାଧିକାରୀ ଭୁଲରେ ରାସନ୍ ପାଉଛନ୍ତି । ଏବେ ଏନେଇ ତଦନ୍ତ କରାଯିବ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟ ଖାଦ୍ୟ ମନ୍ତ୍ରଣାଳୟ ଏନେଇ ତଦନ୍ତ କରି ଯେଉଁମାନଙ୍କର ଭୁଲରେ ରାସନ୍ ଥିବ ତାଙ୍କର ରାସନ୍ ରଦ୍ଦ କରାଯିବ । ଏହାସହ ଯେଉଁମାନେ ମିଥ୍ୟା ଭାବରେ କାର୍ଡର ଲାଭ ଉଠାଇ ପାରୁଛନ୍ତି ତାଙ୍କ କାର୍ଡ ବନ୍ଦ କରାଯିବ । ଏବେ ଚାଉଳ ଏଟିଏମ୍ ବାହାର କରାଯାଇଛି । ଏଭଳି ଅନେକ ଖବର ଆସିଛି ।