ଧରା ପଡିଲେ ଚତୁର ଚୋର ଦେଖନ୍ତୁ ସିମ କାର୍ଡରୁ ଲୁଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା - Exclusive

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ଅଞ୍ଚଳର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଚୋରଙ୍କ ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଏଭଳି ସବୁ ଜିନିଷ ଦେଖିବାକୁ ମିଳୁଛି ଯାହା ଶୁଣିଲେ ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କିଛି ଭାବିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏବେ ଏହି ଖବର ପାଇପାରିବେ ।
ଏବେ ଚୋରମାନଙ୍କର ପ୍ରଦ୍ରୁର୍ଭାବ ବଢ଼ିଗଲାନି । ଏବେ ରାଜଧାନୀରେ ଚତୁର ଚୋରମାନେ ମାତିଛନ୍ତି ଆଉ ତାଙ୍କର ଚତୁରତା ଦେଖାଉଛନ୍ତି । ଚୋରମାନେ ବାଇକ୍ ଭଡ଼ାରେ ଆଣି ସେମାନେ ଚୋରି କରୁଥିଲେ । ସେମାନେ ରାସ୍ତାର ଗଳି କନ୍ଧିରେ ଘୁରି ବୁଲୁଥିଲେ । ସେମାନେ ଯେତେବେଳେ ଲୋକଙ୍କୁ ଏକୁଟିଆ ପାଉଥିଲେ ତାଙ୍କ ଠାରୁ ଫୋନ ଛଡାଇ ନେଉଥିଲେ । ସାଧାରଣରେ ଚୋରମାନେ ମୋବାଇଲ୍ ଚୋରି କରିଲେ ସିମ କାର୍ଡ ଫୋପାଡି ଦିଅନ୍ତି କିନ୍ତୁ ଏହି ଚୋରମାନେ ଏହାକୁ ଅସ୍ତ୍ର କରିଛନ୍ତି । 
ଏହି ଚୋରମାନେ ସିମ କାର୍ଡ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ଲୁଟ କରିଛନ୍ତି ବୋଲି ଏବେ ଖବର ଆସିଛି । ମୈତ୍ରୀ ବିହାର ଥାନାରେ ଜଣେ ପ୍ରଫେସର ଅଭିଯୋଗ କରିଥିଲେ । ଆଉ ଏହି ପ୍ରଫେସର ଜଣଙ୍କର ଅନେକ ଟଙ୍କା ଏହି ଲୁଟେରା ଏଭଳି ଉପଯୋଗ କରିଛନ୍ତି । ଏହି ଲୁଟେରା ସିମ କାର୍ଡ ସାହାଯ୍ୟରେ ଫ୍ରିଜ୍ ୱାସିଂମେଶିନ ଏବଂ ଅନେକ କିଛି କିଣି ନେଉଛନ୍ତି । ଏହି ପ୍ରଫେସର ଜଣକ ମୋବାଇଲ୍ ଚୋରି କରିବା ପରେ ଏହି ଲୁଟେରାମାନେ ତାଙ୍କ ସିମ କାର୍ଡ ବ୍ୟବହାର କରି ଏକ ଲକ୍ଷ ଟଙ୍କା ଆଉ ଅନେକ କିଛି ଜିନିଷ କିଣିଥିଲେ ।
ଏହି ଚୋରମାନେ ଫ୍ରିଜ ଆଉ ୱାସିଂମେସିନ ଆଦି କିଣିଥିଲେ । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ ଆଉ ପୋଲିସ ତଦନ୍ତ କରିବା ପରେ ଏହି ସବୁ ତଥ୍ୟ ସାମ୍ନାକୁ ଆସିଛି । ଏହି ଚୋରମାନେ ଏବେ ଧରା ପଡିଛନ୍ତି । ଆଉ ଏହି ଚୋରମାନେ ଏବେ ଗିରଫ ହୋଇଛନ୍ତି । ଏହି ଚୋରମାନେ KTM ବାଇକ୍ ଭଡ଼ାରେ ଆଣି ଏଭଳି କାମ କରିଥିଲେ । ଏହି ଗ୍ୟାଙ୍ଗରେ ତିନିଜଣ ନୁହେଁ ବରଂ ଆହୁରି ଅନେକ ଲୋକ ଏଥିରେ ଅଛନ୍ତି । ପୋଲିସ ଏବେ ଏହି ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ଆଉ ତଦନ୍ତ ପରେ ଏବେ ସବୁ ଜଣାପଡ଼ିବ ।