କିଭଳି ଶ୍ରୀ ଜଗନ୍ନାଥ ମନ୍ଦିରରେ ଭଲ ଭାବେ କରିପାରିବେ ଦର୍ଶନ ଦେଖନ୍ତୁ ସୂଚନା ଦେଲେ ଜିଲ୍ଲାପାଳ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଶ୍ରୀ ମନ୍ଦିରର ଚାରି ଦ୍ଵାର ବିଷୟରେ ଜାଣିପାରିବେ । ବର୍ତ୍ତମାନ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲା ହୋଇଛି । ଆଉ ଏହି ଚାରି ଦ୍ଵାରକୁ ନେଇ କିଛି ଖବର ଆସିଛି । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଅନେକ ଲୋକ ଆସିଥାନ୍ତି ।ଆଉ ସେଠାରେ ସବୁବେଳେ ଭକ୍ତଙ୍କ ଭିଡ ରହିଥାଏ । 
ଚାରି ଦ୍ଵାର ଖୋଲିବା ପରେ ସବୁକିଛି ଠିକ୍ ହୋଇଛି । ଆଉ ଛୁଟି ଦିନରେ ଏବଂ କୌଣସି ପର୍ବପର୍ବାଣୀ ସମୟରେ ସେଠାରେ ଭକ୍ତମାନଙ୍କର ଭିଡ ରହିଥାଏ । ଚାରି ଦ୍ୱାର ଖୋଲିବା ପରେ ସେଠାରେ ଲୋକମାନଙ୍କର ଭିଡ ରହିବା ପରେ ପୋଲିସ ପ୍ରଶାସନ ଭକ୍ତମାନଙ୍କୁ ଦାୟିତ୍ୱରେ ଛାଡୁଛନ୍ତି । ଭିଡ ହେବା କାରଣରୁ ଲୋକମାନେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବହୁତ ସମୟ ଲାଗୁଛି । ଭିଡ ହେଉଥିବାରୁ ଲୋକମାନେ ମହାପ୍ରଭୁଙ୍କ ଦର୍ଶନ ପାଇ ପାରୁ ନାହାନ୍ତି । ସେଥିପାଇଁ ସେଠାରେ ପୋଲିସ ପ୍ରଶାସନ ରହିଛି ।
ପୋଲିସ ପ୍ରଶାସନ ଲୋକମାନଙ୍କୁ ପାଣି ଦେଉଛନ୍ତି । ଲୋକମାନଙ୍କର ଅନେକ କିଛି ସେବା କରାଯାଉଛି । ରଜ ସଂକ୍ରାନ୍ତିରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ଅନେକ ଭକ୍ତ ଯାଇଥିଲେ । ସେଠାରେ ଭକ୍ତମାନଙ୍କର ଭିଡ ଲାଗୁଛି । ଆଉ ସେଠାରେ ଭକ୍ତମାନେ ରାତି ୧ ଟା ପର୍ଯ୍ୟନ୍ତ ରହିଥିଲେ । ଆଉ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଛୁଟି ଦିନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନେକ ଭିଡ ରହୁଛି । ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଯାଇଥିଲେ ଆଉ ସେଠାରେ ସବୁ ପ୍ରକାରର ସୁବିଧା ପାଇଥିଲେ ।
ମନ୍ଦିରର ଚାରି ଦ୍ଵାର ଖୋଲାଯିବା ପରେ ସେଠାରେ ପ୍ରଶାସନ ବ୍ୟବସ୍ଥା ମଧ୍ୟ କରାଯାଇଛି । ସେଠାରେ ସବୁ ପ୍ରକାରର ସୁବିଧା ରହିଛି । ମନ୍ଦିରର ନିତିକାନ୍ତୀ ପାଇଁ କିଛି ସମୟ ମନ୍ଦିର ବନ୍ଦ ରହୁଛି । ଆଉ ପୁରୀ ଜିଲ୍ଲାର ଜିଲ୍ଲାପାଳ ଏହି ସବୁକୁ ନେଇ ଅନେକ କଥା କହିଛନ୍ତି । ସେ ଚାରି ଦ୍ଵାର ବାଟ ଦେଇ କିଭଳି ମହାପ୍ରଭୁଙ୍କ ଦର୍ଶନ କରିବେ ସେହି ସବୁ କଥା କହିଛନ୍ତି । ମନ୍ଦିର ଭିତରେ ମନ୍ଦିର ପ୍ରଶାସନ ଏବଂ ସମସ୍ତ ପ୍ରକାରର ସୁବିଧା ଦେଖି ଅନେକ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।