ଚେତାବନୀ ଦେଲେ ବୈଜ୍ଞାନିକ ଦେଖନ୍ତୁ ଚିକେନ ଖାଇଲେ ହେଇପାରେ କ୍ୟାନ୍ସର !!

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏବେ ଚିକେନ ଖାଇଲେ କଣ ହୁଏ ସେହି ବିଷୟରେ ଜାଣିପାରିବେ । ଅନେକ ଲୋକ ଅଛନ୍ତି ଯେଉଁମାନେ ମାଛ ମାଣ ଖାଇବାକୁ ଖୁବ୍ ପସନ୍ଦ କରନ୍ତି । ଆଉ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ଚିକେନ ଖାଇବାକୁ ବହୁତ ହିଁ ଭଲ ପାଇଥାନ୍ତି । ଏବେ ଏହି ଚିକେନ ଖାଇଲେ କଣ ହୁଏ ଏହି ସବୁ ବିଷୟରେ ଜାଣିପାରିବା ।
ଆପଣମାନେ ଯଦି ଚିକେନ ଖାଉଛନ୍ତି ତାହେଲେ ହୋଇଯାଆନ୍ତୁ ସାବଧାନ । କାରଣ ଆପଣ ଖାଉଥିବା ଚିକେନ ଆପଣଙ୍କ ପାଇଁ ଡାକି ଆଣିପାରେ ମୃ-ତ୍ୟୁ । ଚିକେନ ଖାଇଲେ ହୋଇପାରେ କ୍ୟାନସର ଭଳି ମାରାତ୍ମକ ରୋଗ । ଏବେ ରିସର୍ଚ୍ଚରୁ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଆଉ ଏହି ତଥ୍ୟ ଭିତରେ ଆପଣମାନେ ଏହି ସବୁ ଖବର ପାଇପାରିବେ । ଏହି ଖବର ସାମ୍ନାକୁ ଆସିବା ପରେ ଚିକେନ ପ୍ରେମୀ ଲୋକଙ୍କୁ ଶକ୍ତ ଝଟକା ଲାଗିଥିବ । ଯଦି ଆପଣ ଏବେବି ଚିକେନ ଖାଉଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । 
କିଛି ବର୍ଷ ପୂର୍ବରୁ ଓକ୍ସଫର୍ଡ ୟୁନିଭରସିଟିରେ ଏକ ଷ୍ଟଡିରେ ଜଣା ପଡିଥିଲା କି ଯେଉଁ ଲୋକମାନେ ଅଧିକ ଚିକେନ ଖାଆନ୍ତି ତାଙ୍କ ଠାରେ ଅଧିକ କ୍ୟାନସର ଦେଖାଯାଇଥାଏ । କେବଳ ସେତିକି ନୁହେଁ ଚିକେନ ଖାଇଲେ ଅନେକ ପ୍ରକାରର ଭୟଙ୍କର ରୋଗ ହୋଇଥାଏ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ମଧ୍ଯ ଏହାକୁ ନେଇ ଅନେକ ସତର୍କ କରାଇଛି । ଚିକେନ ଖାଇବା ଆପଣଙ୍କ ପାଇଁ ବିପଦ ଜନକ ହୋଇପାରେ । ଓକ୍ସଫର୍ଡ ୟୁନିଭରସିଟିରେ ଗବେଷଣା ହୋଇଥିଲା ଯେଉଁଥିରେ ୩୭ ବର୍ଷରୁ ୭୩ ବର୍ଷ ମଧ୍ୟରେ ଯେଉଁମାନେ ୫ ବର୍ଷରୁ ଅଧିକ ସମୟ ମାଂସ ଖାଉଛନ୍ତି ତାଙ୍କର ଗବେଷଣା କରାଯାଇଥିଲା । 
ଆଉ ଏହି ଗବେଷଣାରୁ ୨୩ ହଜାର ଲୋକଙ୍କର ଭିନ୍ନ ଭିନ୍ନ କ୍ୟାନସର ହୋଇଥିବାର ସୂଚନା ମିଳିଛି । ଯେଉଁମାନେ ଚିକେନ ଖାଉଥିଲେ ସେମାନଙ୍କ ଭିତରେ କ୍ୟାନସର ହେବାର ଅନେକ ଆଶଙ୍କା ଦେଖା ଯାଉଥିଲା । ଚିକେନ ଖାଇବା ଲୋକମାନେ ମଦ୍ୟପ ଅଧିକ ବ୍ୟବହାର କରନ୍ତି ଆଉ ସେଥିପାଇଁ ତାଙ୍କୁ କ୍ୟାନସର ହୋଇଥାଏ ବୋଲି ଆଶଙ୍କା କରାଯାଉଛି । ଆଉ ଏହି କ୍ୟାନସର ରୋଗକୁ ଭଲ ଖାଦ୍ୟ ଖାଇଲେ ତାକୁ କମାଇ ହେବ ବୋଲି ଜଣାପଡିଛି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ପାଇପାରିବେ ।