ସତ ହେଲା ପାଞ୍ଜିର ଲେଖା..ମାଡ଼ିଆସିଲା ବାତ୍ୟା ଏହି ଜିଲ୍ଲାରେ ରଚିବ ତାଣ୍ତବ

 
ସତ ହେବାକୁ ଯାଉଛି ପାଞ୍ଜିରେ ହୋଇଥିବା ଲେଖା।୫ ରୁ ୧୫ ନଭେମ୍ବର ମଧ୍ୟରେ ହୋଇପାରେ ବାତ୍ୟା। ସେଥିପାଇଁ ଏବେଠାରୁ ପାଣିପାଗରେ ପରିବର୍ତ୍ତନ ଦେଖା ଯାଉଛି ଏବେ ଠାରୁ ହିଁ ଭୁବନେଶ୍ବର ପାଣିପାଗ ରେ ପରିବର୍ତ୍ତନ ଦେଖା ଦେଲାଣି। ବଳ ଗୋଟାଇ ମାଡ଼ି ଆସିଲା ବାତ୍ୟା ଫେଙ୍ଗନ୍। ଓଡ଼ିଶା ଉପରେ ଏବେ ଗୋଟେ ପରେ ଗୋଟେ ବିପଦ ମାଡ଼ି ଆସିବାରେ ଲାଗିଛି। ଅକ୍ଟୋବର ମାସ ହେବା ମାତ୍ରେ ଲୋକଙ୍କ ମନରେ ଛନକା ପଶୁଛି।
ନଭେମ୍ୱର ୭ ତାରିଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅବାପାତ ର ରୂପ ନେବ ବୋଲି ଏହା ଚର୍ଚ୍ଚା ହେବାରେ ଲାଗିଛି। କଳାହାଣ୍ଡିଆ ହୋଇ ସୁ ସୁ ହୋଇ ମାଡି ଆସୁଛି ନଭେମ୍ବର ମାସରେ ହେବାକୁ ଥିବା ବାତ୍ୟା।ପୁଣି ଏହି ମାସରେ ମାଡ଼ି ଆସିବାକୁ ଲାଗିଛି ଦାନା ଠାରୁ ମଧ୍ୟ ଆହୁରି ଭୟଙ୍କର ବାତ୍ୟା। ଜୋରେ ପବନ ବହିବ ଓ ସମୁଦ୍ର ମାଡ଼ି ଆସିବ। ଧନ ଜୀବନ ସବୁ ନକିଛି ଆଖି ପିଛୁଳାକେ ନଷ୍ଟ ମଧ୍ୟ କରିଦେବ। 
ଏଥି ସହ ଦୈନନ୍ଦିନ ସାମଗ୍ରୀର ମଧ୍ୟ ମୂଲ୍ୟ ବଢ଼ିବାରେ ଲାଗିଛି। ଏବେ ଏହି ପଞ୍ଜିକା ରେ ମଧ୍ୟ ଏଭଳି କିଛି ଲେଖା ଯାଇଛି। ଦିନକୁ ଦିନ ଏହି ପଞ୍ଜିକା ଲେଖା ମଧ୍ୟ ସତ୍ୟ ହେବାରେ ଲାଗିଛି। ଏହାକୁ ନେଇ ଏବେ ସାରା ରାଜ୍ୟରେ ହିଁ ଚର୍ଚ୍ଚା ହେବାରେ ଲାଗିଛି। ଯଦି ଆଗକୁ ମଧ୍ୟ ଏହି ପଞ୍ଜିକା ଲେଖା ସତ ହୋଇ ହୋଇ ଯିବ ତେବେ ଆଗକୁ ଆହୁରି ମଧ୍ୟ ଘୋର ବିପଦ ଆସିବାକୁ ଯାଉଥିବା ଶୁଣିବାକୁ ମିଳୁଛି।
ଏହି ବାତ୍ୟାକୁ ନେଇ ଏବେ ଲୋକ ମାନଙ୍କ ମନରେ ଭୟ ସୃଷ୍ଟି ହେବାରେ ଲାଗିଛି। ଲୋକମାନେ ମଧ୍ୟ ପୁଣି ଥରେ ବାତ୍ୟା ଆସିବ କଥା ଶୁଣି କଣ କରିବେ କଣ ନାହିଁ ତାହା ଜାଣି ପାରୁ ନାହାଁନ୍ତି। ପ୍ରତ୍ୟକ ଦିନ ବୋଧ ହୁଏ ଏହି ବାତ୍ୟା ସମ୍ପର୍କରେ ଅନେକ ଖବର ଶୁଣିବାକୁ ମିଳୁଛି। ସୋସିଆଲ ମିଡ଼ିଆ ରେ ଏହା ନେଇ ଖୁବ ଚର୍ଚ୍ଚା ହେଉଥିବା ବେଳେ ଏହି ବାତ୍ୟା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।