ରୁକସାନା ଉପରେ ଖରାପ ନଜର ପକାଉଥିଲା ହ-ତ୍ୟା-କାରୀ ରୁକୁସୁନା !

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ତ ସମ୍ବଲପୁରୀ ଗାୟିକା ଋକସାନାଙ୍କ ବିଷୟରେ ଆସିଥିବା ଖବର ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ତାଙ୍କ ବିଷୟରେ ଆସିଥିବା ଖବର ପାଇପାରିବେ । ଗାୟିକା ଋକସାନାଙ୍କ ମୃ-ତ୍ୟୁ ହୋଇଛି । ସେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜି ଦେଇଥିଲେ । ଆଉ ତାଙ୍କ ମୃ-ତ୍ୟୁ ଏକ ଯୋଜନାବଦ୍ଧ ମୃ-ତ୍ୟୁ ବୋଲି ତାଙ୍କ ପରିବାର କହିଥିଲେ । 
ଏବେ ପୁଣି କିଛି ଖବର ଆସିଛି । ଏହି ଗାୟିକା ଜଣଙ୍କର ମାଆ କହିଛନ୍ତି ତାଙ୍କ ଝିଅକୁ ଯୋଜନା ବଦ୍ଧ ଭାବରେ ମାରି ଦିଆଯାଇଛି । ଏଭଳି ଅନେକ କଥା ଏବେ ସାମ୍ନାକୁ ଆସିଛି । ଗାୟିକା ଋକସାନାଙ୍କୁ ଗାୟକ ଜଣକ କହୁଥିଲେ ସେ କେବଳ ତାଙ୍କ ପାଖରେ କାମ କରିବେ ଆଉ କାହା ପାଖରେ କାମ କରିଲେ ସେ ତାଙ୍କୁ ମାରିଦେବେ ବୋଲି କହୁଥିଲେ ।ଆଉ ଶେଷରେ ସେ ଏଭଳି ହିଁ କରିଦେଲା । ଏଭଳି କଥା କହୁଥିବା ଗାୟକ ଜଣକ ହେଉଛନ୍ତି ରୁକୁ ସୁନା । ଆଉ ରୁକୁ ସୁନା ଏଭଳି କହିଛନ୍ତି ବୋଲି ଏବେ ଅଭିଯୋଗ ଆସୁଛି ।
ଆଉ ଏହି ଅଭିଯୋଗ ଆଧାରରେ ଏବେ ପୋଲିସ ତାଙ୍କୁ ଗିରଫ କରିଛି । ଏହି ରୁକୁ ସୁନା ଗାୟିକା ଋକସାନାଙ୍କୁ ଖରାପ ନଜରରେ ଦେଖୁଥିଲେ ଆଉ ସେ ତାଙ୍କ ସହିତ ଏଭଳି ବ୍ୟବହାର କରୁଥିଲେ କିନ୍ତୁ ଋକସାନା ଏଭଳି ନଥିଲେ । ସେ ବହୁତ ଭଲ ଥିଲେ ଆଉ ସେ ବହୁତ କମ୍ ବୟସରେ ଗୀତ ଗାଇଥିଲେ ଆଉ ଅଭିନେତ୍ରୀ ହୋଇଥିଲେ । ଗାୟିକା ଋକସାନା ଦେଖିବାକୁ ବହୁତ ସୁନ୍ଦର ଆଉ ତାଙ୍କ ସହିତ ଏଭଳି କରିଥିଲେ ରୁକୁ ସୁନା । ଏହିସବୁ ବିଷୟରେ ସେ ତାଙ୍କ ମାଆ ଆଉ ଭଉଣୀକୁ କହିଥିଲେ । 
ତାଙ୍କ ମାଆ ଆଉ ଭଉଣୀ ପାଖକୁ ମଧ୍ୟ କଲ କରି ଧମକ ଦେଇଥିଲେ । ଆଉ ଏବେ ଗାୟିକା ଜଣଙ୍କର ମାଆ ଆଉ ଭଉଣୀ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଆଉ ସେ ଥାନାରେ ପହଞ୍ଚି ଏହି ଗାୟକ ଜଣକ ନାଁରେ ଅଭିଯୋଗ ଆଣିଛନ୍ତି ଆଉ ସବୁ କଥା କହିଛନ୍ତି । ଏହିସବୁ ଅଭିଯୋଗ ଆଧାରରେ ଏବେ ତାଙ୍କୁ ଗିରଫ କରିବା ପାଇଁ କୁହାଯାଇଛି । ଏବେ ପୋଲିସ ଏହି ଗାୟକ ଜଣକ ବିରୁଦ୍ଧରେ ଅଭିଯୋଗ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସେ ଯୋଜନା କରି ଗାୟିକା ଜଣଙ୍କୁ ମାରି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ମାଆ । ଏବେ ସେମାନେ ନ୍ୟାୟ ଦାବି କରିଛନ୍ତି ।