ରାହାଙ୍କୁ ନେଇ ଚିନ୍ତାରେ ରଣବୀର କପୁର !! ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଝିଅ ରାହା ଜନ୍ମ ହେବା ପରେ ପୁରା ବଦଳି ଯାଇଛନ୍ତି ରଣବୀର କପୁର। ଆଲିଆ ଏବଂ ରଣବୀର କପୁର ନିଜ ଝିଅ ରାହାଙ୍କ ସହିତ ଏବେ କ୍ୟୁଆଲିଟି ଟାଇମ୍ ସେପେଣ୍ଡ କରୁଥିବା ଦେଖିବାକୁ ମିଳିଛି। ଆଲିଆ ଏବଂ ରଣବୀର କପୁର ଏପ୍ରିଲ ୨୨ରେ ବିବାହ କରିଥିଲେ। ଆଉ ନଭେମ୍ବର ୨୦୨୨ରେ ତାଙ୍କ ଘରକୁ ଆସିଥିଲେ ରାଜକୁମାରୀ। ସେବେଠୁ ମାତା ପିତା ରାହାଙ୍କ ସହିତ ସମୟ ବିତାଉଥିବା ଦେଖିବାକୁ ମିଳିଛି। ନିକଟରେ ରାହା ନିଜ ବାପା ରଣବୀର କପୂରଙ୍କ ସହିତ ବୁଲୁଥିବାର ଦେଖା ଦେଇଛନ୍ତି। 
ଜୁଲାଇ ୨୮ ତାରିଖ ୨୦୨୪ରେ ରଣବୀର ଏବଂ ରାହାଙ୍କୁ ତାଙ୍କ ବିଲଡିଂ ବାହାରେ ଦେଖିବାକୁ ମିଳିଥିଲା। ବଲିଉଡର ଦୁଇ ବଡ ଷ୍ଟାର ରଣବୀର ଏବଂ ଆଲିଆ ନିଜ ଝିଅ ରାହାଙ୍କ ପାଇଁ କିଛି ଖାସ ପ୍ଲାନ କରୁଛନ୍ତି। ବର୍ତ୍ତମାନ ସମୟରେ ରଣବୀର ମୁମ୍ବାଇର ବାନ୍ଦ୍ରାରେ ଏକ ବିଶାଳ କୋଠାର ଫନିଶିଂରେ ଲାଗି ପଡିଛନ୍ତି। ଯାହାକୁ କୃଷ୍ଣରାଜ ବଙ୍ଗଳା କୁହାଯାଏ। ଏହି ବଙ୍ଗଳା ରଣବୀରଙ୍କର ଜେଜେମା ଜେଜେବାପା ରାଜ କପୂର୍ ଏବଂ କୃଷ୍ଣାରାଜଙ୍କର ଥିଲା। 
ଖବର ଅନୁସାରେ ଏହି ବଙ୍ଗଳାର ଦାମ ଅଢେଇସ କୋଟି। ରଣବୀର କପୁର୍ ଏହି ବଙ୍ଗଳାକୁ ନିଜ ଝିଅ ରାହା ନାଁରେ କରିବାକୁ ଯାଉଛନ୍ତି। ରଣବୀର ଏବଂ ଆଲିଆ ନିଜ ସ୍ବପ୍ନର ଘର ନିର୍ମାଣ କରିବା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଏହି ଘର ବ୍ୟତୀତ ରଣବୀର ଏବଂ ଆଲିଆ ପାଖରେ ବାନ୍ଦ୍ରାରେ ଆଉ ଚାରୋଟି ଫାଲଟ୍ ରହିଛି। ଯାହାର ଦାମ ପ୍ରାୟ ୬୦ କୋଟିରୁ ଅଧିକ। ନିକଟରେ ରଣବୀର ଏକ ଇଣ୍ଟ୍ରଭିୟୁରେ ନିଜ ଫିଲ୍ମ୍ ଏବଂ ପ୍ୟାରେଣ୍ଟିକକୁ ନେଇ ଆଲୋଚନା କରିଥିଲେ। 
ବାପା ହେବା ପରେ ନିଜ ଭିତରେ ଆସିଥିବା ପରିବର୍ତ୍ତନକୁ ନେଇ ମଧ୍ୟ ଖୁଲାସା କରିଥିଲେ। ରଣବୀର କହିଥିଲେ ଯେ, "ରାହା ଜନ୍ମ ପରେ ତାଙ୍କ ମୃ-ତ୍ୟୁକୁ ନେଇ ଭୟ ଦେଖା ଦେଇଛି। ଯେହେତୁ ସେ ବାପା ହେଇସାରିଛନ୍ତି ଆଉ ତାଙ୍କର ଗୋଟେ ଝିଅ ଅଛି ସେଇଟା ତାଙ୍କ ପାଇଁ ଗେମ୍ ଚେଞ୍ଜର ପ୍ରମାଣିତ ହେଇଛି। କାରଣ ରାହାଙ୍କ ଜନ୍ମ ପରେ ରଣବୀରଙ୍କୁ ଲାଗୁଛି ତାଙ୍କର ନୂଆ ଜନ୍ମ ହେଇଛି"।