ପୁଣିଥରେ ଗୋଡାଇଲା ପୋଲିସ୍..ଘରେ ପଶି ଜଣଜଣକୁ ଏମିତି ଉଠାଇଆଣିଲା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭଦ୍ରକ ରେ ଘଟିଥିବା ଦଙ୍ଗା ସମ୍ପର୍କରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ଦେଖୁ ଦେଖୁ ଜମ୍ମୁ କାଶ୍ମୀର ପାଲଟି ଯାଇଛି ଭାଇଚାରା ର ସହର ଭଦ୍ରକ ମାଟି। ଯେଉଁଠି ଦେଖିବେ ଇଟା ପଥର ମାଡ଼ ହେଉଛି ଆଉ ଯେଉଁଠି ଦେଖିବେ ନିଆ ମଧ୍ୟ ଜଳୁଛି। ଯାହାକୁ ନେଇ ପ୍ଲାଟୁନ ପ୍ଲାଟୁନ ପୋଲିସ ଏବଂ ରପିଡ ଆକ୍ସନ ଫୋର୍ସ ହାତରେ ବନ୍ଧୁକ ଧରି ପହରା ମାରୁଛନ୍ତି। ଯାହା ଫଳରେ କି ଏବେ ଭଦ୍ରକ ସହର ଭୟର ସହର ପାଲଟି ଯାଇଛି।
ଏହାକୁ ନେଇ ଏବେ ସାରା ରାଜ୍ୟରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। କେଉଁଠି ପୋଲିସ କୁ ମାଡ଼ ହେଉଛି ତ ଆଉ କେଉଁଠି ଗାଡ଼ି ମଧ୍ୟ ଭଙ୍ଗା ଯାଉଛି। ଆଉ କେଉଁଠି ମାଳ ମାଳ ପୋଲିସ ଅପରାଧୀ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବାରେ ଲାଗି ପଡିଛନ୍ତି। ଯାହାକୁ ଦେଖିବା ପରେ ଏହା ଲାଗୁଛି କି ଭଦ୍ରକ ସହର ସତେ ଯେମିତି ଯୁଦ୍ଧ ଭୂମି ପାଲଟି ଯାଇଛି। କେଉଁଠି ଅପରାଧୀ ମାନେ ଲୁଚି ଲୁଚି ପୋଲିସ ଉପରକୁ ପଥର ମାଡ଼ କରୁଛନ୍ତି ତ,
ଆଉ କେଉଁଠି ଜାଗା ଜାଗା ରେ ନିଆଁ ଲଗାଇ ଦେଉଛନ୍ତି। ଯାହା ଫଳରେ କି ପୋଲିସ ମଧ୍ୟ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକ ମାନଙ୍କୁ ସତର୍କ କରୁଥିଲା। ଜଣ ଜଣ ଅପରାଧୀ ମାନଙ୍କୁ ମଧ୍ୟ ପୋଲିସ ଗୋଡ଼ାଇ ଗୋଡ଼ାଇ ଧରୁଥିଲା। କେତେଜଣ ଙ୍କୁ ମଧ୍ୟ ପୋଲିସ ଉଠାଇ ନେଇ କୋର୍ଟ ଚାଲାଣ କରିଥିବା କଥା ଶୁଣିବାକୁ ମିଳିଛି। ଆଗକୁ ଯିଏ ଯିଏ ପୋଲିସ କୁ ଆକ୍ରମଣ କରିବା ଘଟଣାରେ ସାମିଲ ଥିବା ସୂଚନା ମିଳିବ,
ସେ ସମସ୍ତଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏହା ଜଣା ଯାଇଛି। ଭଦ୍ରକରେ ହିଂସା କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେବାକୁ ଲାଗିଛି ଏଭଳି କି ଇଣ୍ଟରନେଟ ସେବା ମଧ୍ୟ ବନ୍ଦ୍ କରିଦିଆ ଯାଇଛି ଯାହା ଫଳରେ କି ଲୋକମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏହି ଘଟଣାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।