ପୁଅ ବାପାଠାରୁ ଅଲଗା ରହୁଥିଲେ ମଧ୍ୟ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିପାରିବେ । ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କିଛି ଖବର ଆସିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବେ ଲୋକମାନଙ୍କୁ ଘର ତିଆରି କରିବାରେ ସାହାଯ୍ୟ କରୁଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦ୍ବାରା ଲୋକମାନେ ସହାୟତା ରାଶି ପାଇଥାନ୍ତି । ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ତାଙ୍କ ବାପାଙ୍କ ଠାରୁ ଅଲଗା ହୋଇ ରହିଥାନ୍ତି ।
ଆଉ ଏବେ ତାଙ୍କ ପାଇଁ ଆସିଛି ବଡ ଘୋଷଣା । ଅଲଗା ରହୁଥିଲେ ମଧ୍ୟ ଏଭଳି ସୁଯୋଗ ପାଇପାରିବେ । ବାପା ଠାରୁ ଭିନ୍ନ ହୋଇ ରହୁଥିବା ପୁଅକୁ ମଧ୍ୟ ମିଳିବ ଘର । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ବଡ ଘୋଷଣା ଏବେ ଆପଣମାନେ ଜାଣିପାରିବେ । ଯେଉଁ ପୁଅମାନେ ବାପାମାନଙ୍କ ଠାରୁ ଭିନ୍ନ ହୋଇ ରହିଛନ୍ତି ଆଉ ବାପାଙ୍କ ସହିତ ତାଙ୍କର କିଛି ସଂପର୍କ ନାହିଁ ସେମାନଙ୍କ ପାଇଁ ଆସିଛି ଖୁସି ଖବର । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଏନେଇ ବଡ ବୟାନ ଦେଇଛନ୍ତି । 
ଯେଉଁ ପୁଅମାନେ ନିଜ ବାପାଙ୍କ ଠାରୁ ଅଲଗା ଭଡା ଘରେ ରହୁଥିଲେ ଏବେ ତାଙ୍କୁ ମିଳିବ ଘର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନେ ଘର ପାଇବେ । ସେମାନଙ୍କ କଷ୍ଟ ଏବେ ଦୁରେଇ ଯିବ । ଭିନ୍ନ ହୋଇ ରହୁଥିବା ପୁଅଙ୍କ ପାଇଁ ଏବେ ଘର ଆସିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନେ ଲାଭ ଉଠାଇ ପାରିବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପୁଅମାନଙ୍କୁ ବି ଘର ମିଳିବ ।ଏହି ଯୋଜନାରେ ବାପାଙ୍କୁ ଘର ମିଳୁଥିଲେ ପୁଅକୁ ମିଳୁ ନଥିଲା । ଆଉ ଏବେ ଏହି ପୁଅମାନଙ୍କ ପାଇଁ ଆସିଛି ଖବର ।
ଭିନ୍ନ ଭାବରେ ରହୁଥିବା ପୁଅଙ୍କୁ ମଧ୍ୟ ଏହି ଯୋଜନାରେ ଘର ମିଳିବ । ବାପା ଠାରୁ ଅଲଗା ହୋଇ ରହୁଥିଲେ ପୁଅଙ୍କୁ ମଧ୍ଯ ଘର ମିଳିବ ବୋଲି ସୂଚନା ମିଳିଛି । ପୂର୍ବ ସରକାରରେ ଏହି ସୁବିଧା ନଥିଲା ଆଉ ଏବେ ଏହି ସୁବିଧା ମିଳିଛି । ପୂର୍ବ ସରକାର ଏହି ସୁବିଧା କରିନଥିଲେ ଆଉ ଏବେ ସରକାର ଏହି ଯୋଜନା ମାଧ୍ୟମରେ ଏବେ ଅନେକ ପୁଅ ଯେଉଁମାନେ ଭଡାଘରେ ରହୁଥିଲେ ସେମାନେ ପାଇପାରିବେ । ଏହି ଯୋଜନା ୬ ମାସ ଭିତରେ କାର୍ଯ୍ୟକାରୀ ହେବ । ସୁଭଦ୍ରା ଯୋଜନା ପରେ ସରକାରଙ୍କ ଏହି ଯୋଜନା ଆସିବାକୁ ଯାଉଛି ।