ପୋଲିସ୍ ଷ୍ଟେସନ ଆଗରେ ଦୁଇ ମହିଳା ହାତାହାତି..ତତେ ଦେଖିଲେ ମୋ ରକ୍ତ ଗରମ ହଉଚି...!

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି। ଜଣେ ମହିଳା କିଛି କଥା କହିଛନ୍ତି। ଏହି ମହିଳା ଜଣକ ହେଉଛନ୍ତି ଜଣେ ସମାଜସେବୀ। ଏହି ସମାଜସେବୀ ଜଣକ ୟୁଟ୍ୟୁବରେ ଭିଡିଓ କରନ୍ତି ଆଉ ତାଙ୍କର ୧୦ ବର୍ଷ ତଳର ଭିଡିଓକୁ ନେଇ ଜଣେ ଯୁବତୀ କିଛି କଥା କହିଛନ୍ତି। ଏହି କଥାକୁ ନେଇ ଏବେ ଆସିଛି କିଛି ଖବର। ଜଣେ ସମାଜସେବୀ ହୋଇ ଆଉ ଜଣେ ସମାଜସେବୀଙ୍କ ସହିତ ଏଭଳି କାମ କରୁଛନ୍ତି। 
Vv
ଜଣେ ସମାଜସେବୀ ହୋଇ ଆଉ ଜଣେ ସମାଜସେବୀଙ୍କ ବିଷୟରେ ଏଭଳି କହିବା ଠିକ୍ ନୁହେଁ। ସମାଜସେବୀ ଜଣକ ଏଭଳି କରିବାକୁ ନେଇ ଏବେ ଆସିଛି ଖବର। ଜଣେ ସମାଜସେବୀ ୟୁଟ୍ୟୁବରେ ଅନେକ ଭିଡିଓ ପୋଷ୍ଟ କରନ୍ତି ଆଉ ଜଣେ ଯୁବତୀ ତାଙ୍କ ଭିଡିଓରେ ଅନେକ ପ୍ରକାରର କମେଣ୍ଟ ଦେଇଥାନ୍ତି। ଏହି ଯୁବତୀ ଜଣକ ସମାଜସେବୀଙ୍କ ପରିବାର ନାଁରେ ଅନେକ କଥା କହିଛନ୍ତି। ଏହିସବୁ ଘଟଣାକୁ ନେଇ ସେମାନେ ରାସ୍ତାରେ ଝଗଡ଼ା ହେଉଥିଲେ। ସେ ସମାଜସେବୀ ହିସାବରେ ୫ ବର୍ଷ ଚୁପ୍ ରହିଥିଲେ।
ଆଉ ଏବେ ଏହି ଘଟଣାକୁ ସେ ସାମ୍ନାକୁ ଆଣିଛନ୍ତି। ଏହି ଯୁବତୀ ଜଣକ ପୋଲିସ କି କାହାକୁ ମାନୁ ନାହାଁନ୍ତି ବୋଲି କହିଛନ୍ତି। ଏବେ ତାଙ୍କୁ ମହିଳା ଆଇଆଇସି ଦରକାର ବୋଲି କହିଛନ୍ତି। ସମାଜସେବୀ ଜଣକ ଅନେକ ଦିନରୁ ଏହି କଥା ସହୁଥିଲେ। ଏବେ ପୋଲିସମାନଙ୍କର କର୍ତ୍ତବ୍ୟ କଣ ଏବଂ ଅନେକ ପ୍ରକାରର କାମ ଏହି ସମାଜସେବୀ ଜଣକ କରୁଛନ୍ତି। ଏହି ଯୁବତୀ ଜଣକ ବାରମ୍ବାର ଏଭଳି କାମ କରୁଥିଲେ ଆଉ ସମାଜସେବୀ ଜଣକ ଭିଡିଓକୁ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଥିଲେ।
ସମାଜସେବୀ ଜଣକ କହିଛନ୍ତି ସେ ସ୍ଵାମୀ ସ୍ତ୍ରୀଙ୍କୁ ଏକାଠି କରିବା ପାଇଁ ଟଙ୍କା ନିଅନ୍ତି। କାରଣ ଅଧିକ ଖର୍ଚ୍ଚ ହୋଇଥାଏ। ସେ ଗରିବ ଲୋକଙ୍କୁ ଛାଡି ଦେବେ ଆଉ ଯେଉଁ ମାନଙ୍କର ଟଙ୍କା ଥାଏ ସେ ତାଙ୍କ ଠାରୁ ଟଙ୍କା ନିଅନ୍ତି। ପ୍ରତ୍ୟେକ ଲୋକଙ୍କୁ ଯଦି ସେ ଛାଡି ଦେବେ ତାହେଲେ କେମିତି ହେବ। ପୋଲିସ ଚାକିରୀ କରିଲେ ସେ ଟଙ୍କା ପାଉଛି। ଆଉ ଏହି ମହିଳା ଜଣକ ପ୍ରାଇଭେଟ୍ ସଂସ୍ଥା ଚଲାଉଛନ୍ତି। ତାଙ୍କର ରେଜିଷ୍ଟ୍ରେସନ୍ ପାଇଁ ଟଙ୍କା ନିଆଯାଉଛି ବୋଲି ସେ କହିଛନ୍ତି। ଆଉ ସେ ସେଥିପାଇଁ ଟଙ୍କା ନେଉଛନ୍ତି। ଏବେ ଏହି ଘଟଣାର କାଉନସିଲିଂ ହେବା ଆବଶ୍ୟକ। ଏଭଳି ଅନେକ କଥା ସମାଜସେବୀ କହିଛନ୍ତି।