ଦଣ୍ଡ ମିଳିବା ଆଗରୁ କ୍ଷମା ମାଗିଲେ ପିଣ୍ଟୁ ଦେଖନ୍ତୁ କଣ କହିଲେ - Exclusive
Aug 7, 2024, 21:05 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଏବେ ୟୁଟ୍ୟୁବର ରୂପା ପିଣ୍ଟୁଙ୍କୁ ନେଇ ଆସିଥିବା ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ପିଣ୍ଟୁଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ । ଆପଣମାନେ ସମସ୍ତେ ତ ପିଣ୍ଟୁ ଲକ୍ଷ୍ମୀ ବସ୍ ଚଲାଉଥିବାର ଏକ ଭିଡିଓ ଦେଖିଥିବେ । ଆଉ ଏହାକୁ ନେଇ ଅନେକ କଥା ମଧ୍ୟ ଆସିଛି । ଏହି ଖବର ଏବେ ଆପଣମାନେ ଜାଣିପାରିବେ । ଏନେଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଖବର ଆସିଥିଲା ।
ଆଉ ଏବେ ଏହାକୁ ନେଇ ଆଉ କିଛି ଖବର ଆସିଛି । ସରକାରଙ୍କ ବସ୍ ଚଲାଇବା ପାଇଁ ପିଣ୍ଟୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଥା ଆସୁଥିବା ବେଳେ ଏବେ ଏନେଇ ଭୁଲ ମାଗିଛନ୍ତି ପିଣ୍ଟୁ । ସମୟ ଥାଉ ଥାଉ ଭୁଲ ମାନିଗଲେ ପିଣ୍ଟୁ । ତାଙ୍କୁ ସରକାର ଦଣ୍ଡ ଦେବା ପୂର୍ବରୁ ଏମିତି କିଛି କରିଲେ ପିଣ୍ଟୁ । ସେ ହାତ ଯୋଡି କ୍ଷମା ମାଗିଲେ । ଲକ୍ଷ୍ମୀ ବସ୍ ବିନା ପରମିଶନରେ ଚଲାଇ ଥିଲେ ପିଣ୍ଟୁ । ଆଉ ପିଣ୍ଟୁ ଏବେ ଏହି କାମ କରି ଫସି ଯାଇଛନ୍ତି । ଲକ୍ଷ୍ମୀ ବସ୍ ଚଲାଇ ଯେଉଁ ଭିଡିଓ କରିଥିଲେ ପିଣ୍ଟୁ ।
ଏବେ ଏହା ତାଙ୍କ ନିଦ ହଜାଇ ଦେଇଛି । ରୂପା ପିଣ୍ଟୁଙ୍କ ଭିଡିଓ ସକାଳ ହେଲେ ସମସ୍ତେ ଦେଖନ୍ତି । ତାଙ୍କର ୧୫ ହଜାରରୁ ଅଧିକ ସବସ୍କ୍ରାଇବର ଅଛନ୍ତି ଆଉ ସେ କିଛି ଭିଡିଓ କରିବା ପୂର୍ବରୁ ଭାବିବା ଉଚିତ୍ । ପିଣ୍ଟୁ ଏହି ଭିଡିଓ ବନାଇବା ପୂର୍ବରୁ ଭାବିବା ଉଚିତ୍ । ପିଣ୍ଟୁ ଏହି ଭିଡିଓରେ ଲକ୍ଷ୍ମୀ ବସ୍ ଚଲାଇବାର ଦେଖାଯାଇଥିଲା ଆଉ ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ଅନେକ ପ୍ରକାରର କଥା କହିଥିଲେ । ଲକ୍ଷ୍ମୀ ବସ୍ ଚଲାଇବାକୁ ପିଣ୍ଟୁଙ୍କୁ ଅନୁମତି କିଏ ଦେଇଥିଲା । ଆଉ ଏହାସହ ଅନେକ କଥା ଆସିଥିଲା ।
ଏବେ ପିଣ୍ଟୁ ଏହି ଭିଡିଓ ସେୟାର କରି ଫସି ଯାଇଥିଲେ । ଆଉ ଏବେ ସେ ଭୁଲ ମାଗିଛନ୍ତି । ସେ ଭୁଲ କରିଛନ୍ତି ତାଙ୍କୁ କ୍ଷମା କରି ଦିଅନ୍ତୁ ବୋଲି କହିଛନ୍ତି । ଏହାସହ ସେ କହିଛନ୍ତି ଲକ୍ଷ୍ମୀ ବସ୍ ଚଲାଉଥିବା ଡ୍ରାଇଭର ଜଣଙ୍କର ଯେମିତି କିଛି ନହୁଏ ବା ଚାକିରୀ ନ ଯାଏ ଏଭଳି ଅନୁରୋଧ କରିଛନ୍ତି ପିଣ୍ଟୁ । ପିଣ୍ଟୁ ଆଉ ରୂପାଙ୍କୁ ଅନେକ ଲୋକ ଭଲପାଆନ୍ତି । ଆଉ ସେମାନେ ଯାହା କରନ୍ତି ତାହାକୁ ଅନେକ ଲୋକ ଅନୁସରଣ କରନ୍ତି । ଆଉ ଏବେ ଏହି କଥାକୁ ନେଇ ସେ ଭାବିବା ଉଚିତ ଥିଲା । ଏବେ ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ଆସିବା ବେଳେ ଏହାକୁ ନେଇ ଏହି କଥା କହିଛନ୍ତି ପିଣ୍ଟୁଢି