୫ ବର୍ଷିୟ ଝିଅର ପରିଶ୍ରା ରୁ ର-କ୍ତ ବାହାରୁଥିଲା ଛାତି ଗାଲକୁ ଦାନ୍ତରେ କାମୁଡ଼ିଥିଲା ଆଉ ତାପରେ

 
Gg
ମହୁଲ ଗଛ ତଳେ ୫ ବର୍ଷୀୟ ଝିଅକୁ କିଏ ଦୁ-ଷ୍କ-ର୍ମ କରିଥିଲା। ପାଞ୍ଚ ବର୍ଷୀୟ ଝିଅର ଦେହରୁ ରକ୍ତ ବାହାରିବା ରେ ଲାଗିଛି।ଛାତି ଗାଲ ଓ କାନ କୁ ମଧ୍ୟ କିଏ ଦାନ୍ତରେ କାମୁଡି ଦେଇଛି। ଏହାପରେ ସେଠାରେ ପାଞ୍ଚ ବର୍ଷ ଝିଅର ଉଲଗ୍ନ ଦେହକୁ ଗାମୁଛା ଘୋଡାଇ ରଖା ଯାଇଛି। ଶେଷରେ ପାଞ୍ଚ ବର୍ଷ ର ନାବାଳିକା ଝିଅକୁ ମଧ୍ୟ ଛାଡ଼ି ନଥିଲା ନୃଶଂସ। ନାବାଳିକା ଝିଅକୁ ଟେକି ଟେକି ଆଣିଥିଲା ଆଉ ମହୁଲ ଗଛ ତଳେ ଦୁ-ଷ୍କ-ର୍ମ କରିଥିଲା।
Gg
ଝିଅ କୁଆଡେ ଗଲା ବୋଲି କହି ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ ହେଲେ ଝିଅକୁ କେହି ହେଲେ ମଧ୍ଯ ପାଇ ନଥିଲେ। ଏହି ଗଛ ତଳୁ ମିଳି ଥିଲା ଝିଅର ଉଲଗ୍ନ ଓ ରକ୍ତ ଯୁଡୁବୁଡୁ ଶରୀର। ଜଣା ପଡିଥିଲା କି ଝିଅକୁ କେହି ଟେକି ଟେକି ଆଣିଥିଲା ଆଉ ଏଭଳି ଭାବରେ ମହୁଲ ଗଛତଳେ ଶୁଆଇ ଝିଅକୁ ଦୁ-ଷ୍କ-ର୍ମ କରି ଦେଇଥିଲା। ଏହି ଘଟଣା ସମ୍ପର୍କରେ ଯିଏ ବି ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି।
କାରଣ ପାଞ୍ଚ ବର୍ଷର ଝିଅ ସହ ଆଜି ଏଭଳି ଜଣେ କିଏ କାଣ୍ଡ ଘଟାଇ ଦେଇଛି। ଯେଉଁଥି ପାଇଁ ମାଆ ଏବେ କାନ୍ଦି କାନ୍ଦି ଆଖିରୁ ଲୁହ ଗଡ଼ାଇଛି। ଏହି ଝିଅଟି ହୋଲି ଖେଳି ମଜା ମସ୍ତି କରିବ ବୋଲି ବେଶ ଖୁସୀ ମଧ୍ୟ ଥିଲା ହେଲେ ଏହି ନୃଶଂସ ଝିଅଟି ସହ ଏଭଳି କିଛି କରି ଦେଇଥିଲା। ଏଭଳି ଏକ ଘଟଣା ଘଟି ଯାଇଛି ଅନୁଗୁଳ ଜିଲ୍ଲାର ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ। ସୂଚନା ଅନୁସାରେ ଗତ ଗୁରୁବାର ଦିନ ହିଁ ଏକ ପାଞ୍ଚ ବର୍ଷ ର ଶିଶୁ କନ୍ୟା ,
କେଉଁ ଆଡେ ନିଖୋଜ ହୋଇ ଯାଇଥିଲା ଆଉ ଏନେଇ ପରିବାର ଲୋକେ ସବୁଆଡେ ଖୋଜାଖୋଜି କରିବା ପରେ ନମିଳିବା ରୁ ସେମାନେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମଧ୍ୟ ଜୋରଦାର ତଦନ୍ତ ଚଳାଇ ଥିଲା। ହେଲେ ଗତ ଶନିବାର ଦିନ ସେ ଘର ଠାରୁ ୧୦୦ ମିଟର ଦୂରରେ ଥିବା ଜଙ୍ଗଲରେ ମହୁଲ ଗଛ ତଳୁ ଝିଅର ଉଲଗ୍ନ ହୋଇ ପଡି ରହିଥିବା ମୃ-ତ ଦେହକୁ ଜବତ କରିଥିଲା।