ଓ କି ଭୟଙ୍କର ଦୃଶ୍ୟ ଚଢ଼ିଗଲା ରକ୍ତମୁଖା ପିକଅପ୍ ବାହାରିଗଲା ଅନ୍ତବୁଜୁଳା
Mar 18, 2025, 10:33 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାସ୍ତାରେ କେତେବେଳେ କାହା ସହିତ କଣ ଯେ ଘଟଣା ଘଟିବ ସେକଥା କିଏ ବା ଜାଣିଛି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ରାସ୍ତାରେ ଦୁର୍ଘଟଣା ଘଟିଛି । ରାସ୍ତା ମଝିରେ ଘଟିଛି ଭୟଙ୍କର ଦୃଶ୍ୟ ।

ରାସ୍ତା ଉପରେ ଦୁଇଟି ସ୍କୁଟି ଭାଙ୍ଗି ରୁଜି ପଡ଼ିଥିବା ବେଳେ ସେହି ସ୍କୁଟି ପାଖରେ ଜଣଙ୍କ ମୃ-ତଦେହ ପଡ଼ିଛି । ଆଉ କିଛି ଦୂରରେ ରକ୍ତ ଜୁଡୁବୁଡୁ ହୋଇ କେହି ଜଣେ ମଝି ରାସ୍ତାରେ ଗଡୁଛନ୍ତି ।ଦେହରୁ ରକ୍ତ ଧାର ଝରୁଛି । ଆଉ ଏଭଳି ଘଟଣା ଘଟିଛି ରାଜରାସ୍ତା ଉପରେ । ଦୁଇ ଦୁଇଟି ସ୍କୁଟିକୁ ପିକପ ଗାଡ଼ି ପିଟିଲା । ଆଉ ପିକପ୍ ଗାଡ଼ି ପିଟିବା ପରେ ଘଟିଥିଲା ଏଭଳି କିଛି । ଏହି ରକ୍ତ ମୁଖା ପିକପ୍ ଗାଡ଼ି ଗୋଟିଏ ନୁହେଁ ବରଂ ଦୁଇଟି ସ୍କୁଟିକୁ ପିଟି ଦେଇଛି । ଏବେ ଏହି ଖବର ସାମ୍ନାକୁ ଆସିଛି ।
ଏହି ଘଟଣା ଗୋପାଳପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବିଲୁ ଢ଼ାବା ନିକଟରେ ଘଟିଛି । ଏହି ଦୁର୍ଘଟଣା ଘଟଣା ସ୍ଥଳରେ ଜଣକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣକୁ ଗୁରୁତର ଭାବରେ ଉଦ୍ଧାର କରାଯାଇଛି । ଏବେ ଏହି ଗୁରୁତର ବ୍ୟକ୍ତିମାନେ ବ୍ରହ୍ମପୁର mkcg ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା ବହୁତ ଜୋରରେ ହୋଇଛି ବୋଲି ସୂଚନା ମିଳିଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ପୋଲିସ ଏବେ ଏହି ଘଟଣା ସ୍ଥାନରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।
ସତରେ ଏହି ଦୁର୍ଘଟଣା ବହୁତ ହୃଦୟ ବିଦାରକ । ପିକପ୍ ଭ୍ୟାନ ରକ୍ତମୁଖା ସାଜି ଗୋଟିଏ ନୁହେଁ ବରଂ ଦୁଇଟି ସ୍କୁଟିକୁ ଏଭଳି କରିଲା । ଆଉ ଏହି ସ୍କୁଟି ମାଲିକଙ୍କ ଅବସ୍ଥା ମଧ୍ୟ ଖରାପ ରହିଛି । ଜଣେ ମୃ-ତ୍ୟୁବରଣ କରିଥିବା ବେଳେ ଆଉ ଦୁଇଜଣ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଏବେ ଏହି ମୃ-ତ-କ ଆଉ ଗୁରୁତର ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ । ଏବେ ପୋଲିସ ଏହି ବିଷୟରେ ଖବର ପାଇବା ମାତ୍ରକେ ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।