ନଭେମ୍ବର ୫ ରୁ ୧୫ ଭିତରେ ପୁଣି ହେଇପାରେ ବାତ୍ୟା..ଦେଖନ୍ତୁ କିପରି ଆଗରୁ ମିଳିଗଲା ସତର୍କ ସୂଚନା

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାଣିପାଗକୁ ନେଇ ଆସୁଥିବା ଖବର ବିଷୟରେ ଜାଣିପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ସବୁ ପ୍ରକାରର ଖବର ଜାଣିବା ସହ କେବେ ବାତ୍ୟା ହେବ ସେହି ବିଷୟରେ ସୂଚନା ପାଇପାରିବେ । ଅକ୍ଟୋବର ଆଉ ନଭେମ୍ବର ମାସ ହେଲେ ଓଡ଼ିଶାବାସୀ ଭୟଭୀତ ହୋଇ ଯାଇଥାନ୍ତି । ଓଡ଼ିଶାବାସୀ ଏହି ମାସରେ ବାତ୍ୟା ହେବ ବୋଲି ଭୟଭୀତ ହୋଇ ଯାଇଥାନ୍ତି ।ଏବେ ନଭେମ୍ବର ମାସରେ ପୁଣି ବାତ୍ୟା ହେବ ବୋଲି ସୂଚନା ମିଳିଛି ।
ଅକ୍ଟୋବର ମାସରେ ବାତ୍ୟା ଦାନା ରଚିଥିଲା ତାଣ୍ଡବ । ଏବେ ଏହି ନଭେମ୍ବର ମାସରେ ମାଡ଼ି ଆସୁଛି ବାତ୍ୟା ଫେଙ୍ଗନ୍ । କେଉଁ ଜିଲ୍ଲାରେ ଏହି ଫେଙ୍ଗନ ବାତ୍ୟା ମାଡ଼ ହେବ ଏହାକୁ ନେଇ ଏବେ ଆସିଛି ସୂଚନା । ଦୀପାବଳି ପରେ ଓଡ଼ିଶା ଉପରକୁ ମାଡି ଆସୁଛି ବଡ ବାତ୍ୟା । ନଭେମ୍ବର ମାସରେ ଅଧିକ ରୁ ଅଧିକ ଘୂର୍ଣ୍ଣିଝଡ ହେବ । ଅଶାନ୍ତ ହୋଇଯିବ ସମୁଦ୍ର ଆଉ ସୁ ଶୁ ଗର୍ଜନ କରି ପବନ ମାଡ଼ି ଆସିବ ବୋଲି ସୂଚନା ମିଳିଛି । ପୁଣି ନଭେମ୍ବର ମାସରେ ତାଣ୍ଡବ ରଚିପାରେ ବାତ୍ୟା ଫେଙ୍ଗନ୍ । ଅକ୍ଟୋବର ୨୪ ତାରିଖରେ ବାତ୍ୟା ଦାନା ଓଡ଼ିଆର ଲ୍ୟାଣ୍ଡଫଲ୍ କରି ଅନେକ କ୍ଷୟକ୍ଷତି କରିଥିଲା ।
ବାତ୍ୟା ଦାନା ତିନି ଜିଲ୍ଲାରେ ଅନେକ କ୍ଷତି କରିଥିଲା । ବାତ୍ୟା ଦାନା ଲ୍ୟାଣ୍ଡଫଲ୍ କରିବା ବେଳେ ପବନର ବେଗ ଥିଲା ୧୨୦ କିମି । ଯାହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିଥିଲା । ନଭେମ୍ବର ମାସରେ ପୁଣି ବାତ୍ୟା ଓଡ଼ିଶାକୁ ଘାଣ୍ଟିବ ବୋଲି ପାଞ୍ଜିରେ ଲେଖା
ଯାଇଛି । ବାତ୍ୟା ଦାନା ଠାରୁ ଆହୁରି ଅଧିକ ଭୟଙ୍କର ହେବ ବାତ୍ୟା ଫେଙ୍ଗନ୍ ବୋଲି ସୂଚନା ମିଳିଛି । ସତ ହେବାକୁ ଲାଗୁଛି ପାଞ୍ଜିରେ ଲେଖା ହୋଇଥିବା ଭବିଷ୍ୟବାଣୀ । ଓଡ଼ିଶା ଉପରେ ଗୋଟିଏ ଉପରେ ଗୋଟିଏ ବିପଦ ମାଡ଼ି ଆସୁଛି । ପାଞ୍ଜିରେ ଲେଖାଯାଇଥିବା କଥା ଦେଖି ଲୋକମାନେ ଭୟଭୀତ ହୋଇଗଲେଣି ।
ଓଡ଼ିଶା ପିଛା ଛାଡୁନି ବାତ୍ୟା । ଏବେ ଠାରୁ ଲୋକଙ୍କ ମନରେ ଛନକା ପଶିଲାଣି । ନଭେମ୍ବର ୫ ରୁ ୧୫ ତାରିଖ ମଧ୍ୟରେ ବାତ୍ୟା ହେବ ବୋଲି ସୂଚନା ମିଳିଛି । ଖଡିରତ୍ନ ପାଞ୍ଜିରେ ଏହି କଥା ଲେଖାଯାଇଛି । ବାତ୍ୟା କରାଳ ରୂପ ଦେଖାଇବ । ବାତ୍ୟା ଦାନା ବିଷୟରେ ଖଡ଼ିରତ୍ନ ପଞ୍ଜିକାରେ ଲେଖା ହୋଇଥିଲା ଆଉ ଏହାହିଁ ହୋଇଥିଲା । ଏବେ ପାଞ୍ଜିରେ ଲେଖା ଯାଇଥିବା କଥା ସତ ହେବା ପରେ ପାଣିପାଗ ବିଶେଷଜ୍ଞ ଏନେଇ ମଧ୍ୟ ସେହି କଥା କହିଥିଲେ । ଏହି ନଭେମ୍ବର ମାସରେ ହେବାକୁ ଯାଉଥିବା ବାତ୍ୟା କଣ ସବୁ ତାଣ୍ଡବ ରଚିବ ଏନେଇ ଏବେ ସମସ୍ତେ ଚିନ୍ତାରେ ରହିଛନ୍ତି ।