ଆଖି ଛଳଛଳ ମୁହଁରେ ମୁଁହ ଖୋଲି ଏମିତି କହିଲେ ନବୀନ ପଟ୍ଟନାୟକ ଦେଖନ୍ତୁ exclusive

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି। 
ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ତେବେ ବନ୍ଧୁଗଣ ଆଜି ଜନତା ମୈଦାନରେ ମଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ। ଏହା ପୂର୍ବରୁ ୨୪ ବର୍ଷ ଧରି ଓଡିଶାରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ମୁଖ୍ୟମନ୍ତ୍ରୀ ଟ୍ୟାଗ ହଟାଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ଆଗରେ ଆଜିଠୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସଂଜ୍ଞା ଲାଗିବ। ସୂଚନାଯୋଗ୍ୟ, ନବୀନଙ୍କ ଏକ୍ସ ହ୍ୟାଣ୍ଡେଲରେ ଆଗରୁ ଲେଖାଥିଲା, ‘୨୦୦୦ ଠାରୁ ଓଡିଶା ମୁଖ୍ୟମନ୍ତ୍ରୀ’ ଏବଂ ଏହା ତଳକୁ ବିଜେଡି ଦଳର ସଭାପତି ମଧ୍ୟ ଲେଖାରହିଥିଲା। ଯାହା ଆଜି ଖାଲି ବିଜେଡି ସଭାପତି ରହିଥିବା ବେଳେ ୨୦୦୦ ଠାରୁ ମୁଖ୍ୟମନ୍ତ୍ରୀ ନାମକୁ ହଟାଇ ଦିଆଯାଇଛି।
୨୪ ବର୍ଷ ପରେ ଓଡିଶାକୁୂ ମିଳିବାକୁ ଯାଉଛି ନୂଆ ମୁଖ୍ୟମନ୍ତ୍ରୀ। ଅନେକ ଉତ୍କଣ୍ଠା ପରେ ଗତକାଲି କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିଥିଲେ କେନ୍ଦ୍ର ରକ୍ଷାମନ୍ତ୍ରୀ ରାଜନାଥ ସିଂ। ବିଧାୟକ ଦଳ ବୈଠକ ମଧ୍ୟ ମୋହନଙ୍କ ନାଁରେ ମୋହର ମାରିଛି। ତେବେ ବନ୍ଧୁଗଣ ଆଜି ଅପରାହ୍ଣରେ ଜନତା ମଇଦାନରେ ଶପଥ ନେବେ ଓଡିଶାର ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।