ମୁଁ ଛେଳି ଚରାଉଥିଲି ମୋ ଲୁଗା ଟେକି ଏମିତି ଦୁ-ଷ୍କ-ର୍ମ କରିଦେଲେ ଆଉ ତାପରେ...

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ଅନେକ କିଛି ବିଷୟରେ ଜାଣିପାରିବେ । ଆଜିକାଲି ଯୁଗରେ ଏଭଳି ସବୁ ଘଟଣା ଘଟୁଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଆଜିକାଲି ଦୁନିଆରେ ଏଭଳି ନୃଶଂସ ଲୋକ ଅଛନ୍ତି ଯେଉଁମାନେ ଏଭଳି ନିର୍ଲଜ୍ଜ କାମ କରିବା ପୂର୍ବରୁ ଭାବନ୍ତି ନାହିଁ । ଛେଳି ଚରାଇବାକୁ ଯାଇଥିଲେ ମହିଳା ଆଉ ତାଙ୍କ ସହିତ ଘଟିଥିଲା ଏଭଳି କିଛି ।
ମହିଳା ଜଣକ ଛେଳି ଚରାଇବାକୁ ଯାଇ ନର ରାକ୍ଷସ କବଳରେ ପଡି ଯାଇଥିଲେ । ଏହି ମହିଳା ଜଣକ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରିଥିଲେ କିନ୍ତୁ ତାଙ୍କୁ କେହି ବଞ୍ଚାଇ ନଥିଲେ । ଏହି ନର ରାକ୍ଷସ ଜଣକ ତାର ଲାଳସା ପୂରଣ କରିବାକୁ ଯାଇ ମହିଳା ଜଣଙ୍କର ଚିତ୍କାର ଶୁଣି ମଧ୍ୟ ତାର ଦେହକୁ ଝୁଣି ଝୁଣୀ ଖାଉଥିଲା । ନିଜ ଦେହର ଭୋକ ମେଣ୍ଟାଇବା ସହ କରିଥିଲା ଏଭଳି କାମ । ଏହି ନୃଶଂସ ଯୁବକ ଜଣକ ମହିଳାଙ୍କ ସହିତ ଏଭଳି କାମ କରିବା ପରେ ମହିଳା ଜଣଙ୍କୁ ଛାଡି ନଥିଲା ତାଙ୍କୁ ସେ ବ୍ଲାକମେଲ କରିଥିଲା ।
ଏହି ନୃଶଂସ ଯୁବକ ଜଣକ ମହିଳା ଜଣଙ୍କ ସହିତ ଦୁ-ଷ୍କ-ର୍ମ କରି ମହିଳା ଜଣଙ୍କର ଅର୍ଦ୍ଧ ନଗ୍ନ ଫଟୋ ଉଠେଇ ତାକୁ ଭାଇରାଲ୍ କରିବ ବୋଲି ମହିଳା ଜଣଙ୍କୁ କହି ବ୍ଲାକମେଲ କରୁଥିଲା । ଆଉ ଏହାସହ ମହିଳା ଜଣଙ୍କୁ ଜୀବନରୁ ମାରିଦେବ ବୋଲି ଧମକ ବି ଦେଇଥିଲା । ମହିଳା ଜଣକ ଛେଳି ଚରାଇବାକୁ ଯାଇଥିଲେ କିନ୍ତୁ ତାଙ୍କ ସହିତ ଏଭଳି ହୋଇ ଯାଇଥିଲା ତାହା ସତରେ ବହୁତ ନିନ୍ଦନୀୟ ଅଟେ । ଏଭଳି ଦେହ ଲୋଭୀ ନୃଶଂସ ଲୋକମାନଙ୍କୁ ଦଣ୍ଡ ମିଳିବା ଉଚିତ୍ । ଏହି ଘଟଣା ଅନୁଗୁଳ ଜିଲ୍ଲାରେ ଘଟିଛି । 
ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଏକ ଗାଁରେ ଏଭଳି ଅମାନୁଷିକ କାଣ୍ଡ ଘଟିଛି । ପ୍ରତିଦିନ ଭଳି ସ୍ଵାମୀ କାମକୁ ଯିବା ପରେ ସ୍ତ୍ରୀ ଜଣକ ଛେଳି ନେଇ ଯାଇଥିଲେ । ମହିଳା ଜଣକ ଦ୍ୱିପ୍ରହର ସମୟ ୧ ବେଳେ ଗୋଟିଏ ଗଛ ତଳେ ବିଶ୍ରାମ ନେଉଥିଲେ । ହଠାତ୍ ଜଣେ ଯୁବକ ପଛରୁ ଆସି ତାଙ୍କୁ ମାଡ଼ି ବସିଥିଲା ଆଉ ତାଙ୍କୁ ଜୋର୍ ଜବରଦସ୍ତ ବ-ଳା-ତ୍କା-ର କରିଥିଲା । ପରେ ତାଙ୍କର ଅର୍ଦ୍ଧ ନଗ୍ନ ଫଟୋକୁ ମୋବାଇଲରେ ଉଠାଇ ଏହି ଘଟଣା ବିଷୟରେ କାହାକୁ କହିଲେ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ । 
ଯେଉଁ ଯୁବକ ଏହି କାମ କରିଥିଲେ ସେହି ଯୁବକ ଜଣକ ଏହି ମହିଳାଙ୍କ ସ୍ବାମୀ ସହିତ ମଦ ପିଅନ୍ତି । ଆଉ ଏହି ଘଟଣା ତାଙ୍କ ସ୍ବାମୀଙ୍କୁ କହିଲେ ତାଙ୍କ ସ୍ବାମୀଙ୍କୁ ମାରିଦେବେ ବୋଲି ମଧ୍ୟ ଯୁବକ ଜଣକ ଧମକ ଦେଇଥିଲେ । ଏହି ଅଭିଯୁକ୍ତ ଜଣକ ସେହି ଗାଁର ବଳିଆ ପରିଡ଼ା ବୋଲି ମହିଳା ଜଣକ କହିଛନ୍ତି । ଏବେ ପୋଲିସ ଅଭିଯୁକ୍ତ ଆଉ ତାଙ୍କ ଭାଇଙ୍କୁ ଗିରଫ କରିଛି । ଏବେ ଏହି ଦୋଷୀକୁ ଦଣ୍ଡ ଦେଇ ମହିଳାଙ୍କୁ ନ୍ୟାୟ ଦେବାକୁ ସମସ୍ତେ ଦାବି କରିଛନ୍ତି ।