ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଛନ୍ତି ଶାଶୁ ନଣନ୍ଦ ଦେଖନ୍ତୁ ଯୌତୁକ ନିର୍ଯ୍ୟାତନାର ସୀମା ହେଲା ପାର

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିବା ସହ ଆଜିକାଲି ସମାଜରେ ଘଟୁଥିବା ଘଟଣା ସମ୍ପର୍କରେ ଜାଣିପାରିବେ । ଯୁଗ ଯେତେ ଆଗକୁ ବଢୁଛି ଏହି ସମାଜରେ ସେତେ ଅଧିକ ଯୌତୁକ ନିର୍ଯାତନା ଚାଲିଛି । ଯୌତୁକ ନିର୍ଯାତନା ପାଇଁ ପୁଣି କାନ୍ଦୁଛି ଗୋଟିଏ ଝିଅ ।
ଏହି ମହିଳା ଜଣକ ଏବେ ଏହି ସବୁ ବିଷୟରେ କହିଛନ୍ତି । ତାଙ୍କ ଶାଶୂଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ଦେବା ସହ ଧର୍ମ ପରିବର୍ତ୍ତନ କରିବାକୁ ମଧ୍ୟ କହିଛନ୍ତି । ଏହି ଘଟଣା ଶିଖରଚଣ୍ଡୀ ଅଞ୍ଚଳରେ ଦେଖିବାକୁ ମିଳିଛି । ଏବେ ଏହି ମହିଳା ଜଣକ ତାଙ୍କ ଶାଶୁ ଆଉ ନଣନ୍ଦ ତାଙ୍କ ସହିତ କିଭଳି ବ୍ୟବହାର କରୁଛନ୍ତି ଆଉ ଯୌତୁକ ନିର୍ଯ୍ୟାତନା ଦେଉଛନ୍ତି ଆଉ ଏହାସହ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ କହିଛନ୍ତି 
। ଏହି ମହିଳା ଜଣକ ତାଙ୍କ ନଣନ୍ଦ ମାନଙ୍କୁ ବିବାହ କରାଇଛନ୍ତି ।
ଏହି ମହିଳା ଜଣକ ତାଙ୍କ ଶାଶୁ ଆଉ ନଣନ୍ଦମାନଙ୍କ ପାଇଁ ଅନେକ କିଛି କରିଛନ୍ତି । ଆଉ ସେ ତାଙ୍କ ବାପଘରୁ ଏହି ସବୁ ଟଙ୍କା ଆଣି ତାଙ୍କ ଶାଶୁ ଆଉ ନଣନ୍ଦମାନଙ୍କ କଥା ବୁଝିଛନ୍ତି । ଆଉ ଏବେ ସେ ଟଙ୍କା ଦେବା ବନ୍ଦ କରି ଦେଇଛନ୍ତି । ସେଥିପାଇଁ ତାଙ୍କୁ ଏବେ ସେ ଯୌତୁକ ନିର୍ଯାତନା ଦେବା ସହ ଧର୍ମ ପରିବର୍ତ୍ତନ କରିବାକୁ କହୁଛନ୍ତି । ଏହି ମହିଳାଙ୍କ ସ୍ୱାମୀଙ୍କୁ ମଧ୍ଯ ସେ ଏଭଳି କହୁଛନ୍ତି । ଏହି ମହିଳା ଜଣକ ହିନ୍ଦୁ ଧର୍ମ ଆଉ ତାଙ୍କ ଶାଶୁ ଆଉ ନଣନ୍ଦ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ଅନେକ ବାଧ୍ୟ କରୁଛନ୍ତି ।
ଏବେ ଏହି ମହିଳା ଜଣକ ଧର୍ମ ପରିବର୍ତ୍ତନ କରିବାକୁ ମନା କରିବାରୁ ତାଙ୍କୁ ମାଡ ମାରିଛନ୍ତି । ଏବେ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ମହିଳା ଜଣକ କହିଛନ୍ତି । ତାଙ୍କ ସ୍ଵାମୀ କାମକୁ ଯାଇଛନ୍ତି ଆଉ ତାଙ୍କ ଶାଶୁ ଆଉ ନଣନ୍ଦ ଅନେକ କଷ୍ଟ ଦେଉଛନ୍ତି ଆଉ ହଇରାଣ କରୁଛନ୍ତି । ୫ ଦିନ ହେବ ତାଙ୍କ ଘରେ ଲାଇନ୍ ନାହିଁ ସେ ଏଭଳି ଅନେକ ଅସୁବିଧାରେ ଭୁବନେଶ୍ୱର ସହରରେ ଅଛନ୍ତି । ଏହିସବୁ କାମ ତାଙ୍କ ଶାଶୁ ଆଉ ନଣନ୍ଦ କରିଛନ୍ତି । ଏବେ ଏହି ଘଟଣାକୁ ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ଆଉ ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି ।