ମେଡିକାଲ୍ କାନ୍ଥ ରେ ପାନ ପିଚକାରୀ ଦେଖିକି... ରାଗ ରେ ନିଆଁ ବାଣ ହେଇଗଲେ ଉପ ମୁଖ୍ୟମନ୍ତ୍ରୀ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ହଠାତ୍ ଉପ ମୁଖ୍ୟମନ୍ତ୍ରୀ ଚିକିତ୍ସାଳୟରେ ପହଞ୍ଚି ଯାଇଥିଲେ ଆଉ ସେଠାରେ ସେ ଏଭଳି କିଛି ଦେଖିଲେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଖବର ନଦେଇ ହଠାତ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଯାଇଥିଲେ ଉପ ମୁଖ୍ୟମନ୍ତ୍ରୀ ।
ସେ ପ୍ରବେଶ କରୁଥିବା ବେଳେ ଏଭଳି କିଛି ଦେଖିଥିଲେ ଯାହା ପାଇଁ ଏବେ ସେ କଡା ତାଗିଦ କରିଛନ୍ତି । ଡ୍ରେନରେ ମଇଳା ପଡ଼ିଥିଲା ଆଉ ଏହି ମଇଳା ଦେଖି ଉପ ମୁଖ୍ୟମନ୍ତ୍ରୀ କରିଥିଲେ ଏଭଳି କିଛି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଡ୍ରେନରେ ପଡ଼ିଥିବା ମଇଳାକୁ କାଢିବା ପାଇଁ ଉପ ମୁଖ୍ୟମନ୍ତ୍ରୀ କୋଦାଳ ଧରିଥିଲେ । ଉପ ମୁଖ୍ୟମନ୍ତ୍ରୀ ହାତରେ କୋଦାଳ ଧରି ଡ୍ରେନରୁ ମଇଳା କାଢିଲେ । ଅପରିଷ୍କାର ପରିବେଶ ଯୋଗୁଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ତାଗିଦ କଲେ ଉପ ମୁଖ୍ୟମନ୍ତ୍ରୀ ।
ଉପ ମୁଖ୍ୟମନ୍ତ୍ରୀ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଯାଇଥିଲେ । ଆଉ ଏହି ସମୟରେ ସେ ସବୁ ମଇଳା ସଫା କରିଥିଲେ । ସେ ମଇଳା ସଫା କରି ସେଠାରୁ ଯିବା ବେଳେ କହିଥିଲେ ସେ ପୁଣି ଆସିବେ । ସନ୍ଧ୍ୟା ସମୟରେ ଉପ ମୁଖ୍ୟମନ୍ତ୍ରୀ ଆସିବା ପରେ ସବୁକିଛି ଦେଖି ସରିବା ପରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । କାହାକୁ କିଛି ଖବର ନଦେଇ ସରପ୍ରାଇଜ ଭିଜିଟରେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ବାହାରି ଥିଲେ । ଆଉ ସେ ପାଟଣାଗଡ ସ୍ଥିତ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ଆଉ ସେଠାରେ ସେ ଏଭଳି ଦେଖିଥିଲେ ।
ହଠାତ୍ ସମସ୍ତେ ଉପ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କେହି ଜାଣିନଥିଲେ ସେ ଆସିବେ ବୋଲି । ସେ ମେଡିକାଲ ଭିତରେ ପ୍ରବେଶ କରୁ କରୁ ମେଡିକାଲ କାନ୍ଥରେ ପାନ ଛେପ ଦେଖିଥିଲେ । ଆଉ ଏହାଦେଖି ସେ ରାଗି ଯାଇଥିଲେ । ମେଡ଼ିକାଲର ମୁଖ୍ୟ ଅଧିକାରୀଙ୍କୁ ଡାକି ସେ ଏହିସବୁ ବିଷୟରେ କହିଥିଲେ । ସେ ମେଡ଼ିକାଲର ଏଭଳି ଅବସ୍ଥା ଏବଂ ଡ୍ରେନର ମାଇକାକୁ ଦେଖି ଖୁବ୍ ଜୋରରେ ରାଗି ଯାଇଥିଲେ ଉପ ମୁଖ୍ୟମନ୍ତ୍ରୀ । 
ସନ୍ଧ୍ୟା ସମୟ ସୁଦ୍ଧା ମେଡିକାଲ ସଫା ନ ହୋଇଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ସେ ରୋଗୀମାନଙ୍କୁ ଦେଖା କରିଥିଲେ । ଉପ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାମକୁ ନେଇ ସବୁ ଆଡେ ପ୍ରଶଂସା ହେଉଛି ।