ମାଡ଼ି ଆସୁଛି ବାତ୍ୟା କ୍ରାଥନ ଦେଖନ୍ତୁ ଏହି ଜିଲ୍ଲାରେ କରିବ ଲ୍ୟାଣ୍ଡଫଲ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ପାଣିପାଗ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଖବର ପାଇପାରିବେ । ଏବେ ଅକ୍ଟୋବର ମାସ ଆରମ୍ଭ ହେଲାଣି ଆଉ ଏବେ ପୁଣି ଆସିଲା ବାତ୍ୟା ଭୟ । ୧୫୦ କିମି ବେଗରେ ମାଡ଼ି ଆସୁଛି ବାତ୍ୟା । ଏହି ବାତ୍ୟା ବହୁତ କିଛି କ୍ଷତି କରିବ ବୋଲି ଖବର ଆସୁଛି । ଏହି ବାତ୍ୟାର ନାମ କ୍ରାଥନ । 
ଏହି ବାତ୍ୟା କ୍ରାଥନ ପାଇଁ ଜାରି ହେଲା ରେଡ ଆର୍ଲଟ । ଏହି ବାତ୍ୟା ଉପକୂଳିଆ ଅଞ୍ଚଳରେ ଅନେକ କ୍ଷତି କରାଇବ । ଉପକୂଳିଆ ଅଞ୍ଚଳରେ ୪୦ ହଜାର ପୋଲିସ ନିୟୋଜିତ ହେବେ ବୋଲି ସୂଚନା ମିଳିଛି । ଏବେ ଆରମ୍ଭ ହୋଇଛି ଅକ୍ଟୋବର ମାସ । ଆଉ ଏହି ଅକ୍ଟୋବର ମାସକୁ ବାତ୍ୟାର ସମୟ ବୋଲି ଆପଣମାନେ ଜାଣିଥିବେ । ବାରମ୍ବାର ଲଘୁଚାପ ସୃଷ୍ଟି ହେବା ଫଳରେ ବାତ୍ୟା ସଙ୍କଟ ଦେଖାଯିବ ବୋଲି ସୂଚନା ମିଳିଛି । ଏବେ ଏହାକୁ ନେଇ ଆସିଛି ଖବର ।
ୟାଗୀ , ହେଲେନ ପରେ ଏବେ ଆଉ ଏକ ବାତ୍ୟା ଆସି ପହଞ୍ଚିଛି ଯାହାର ନାମ ହେଉଛି କ୍ରାଥନ । ଅନେକ କିଛି ସେ ଧ୍ଵଂସ କରିବାକୁ ଚାହୁଁଛି । ଆଉ ସେଥିପାଇଁ ସେ ଗର୍ଜନ କରି ମାଡ଼ି ଆସୁଛି । ଏବେ ଏହି ବାତ୍ୟା ଆସିବା ଖବର ଶୁଣି ଲୋକମାନେ ଭୟଭୀତ ହୋଇଗଲେଣି । ଆଉ ଅନେକ କିଛି କ୍ଷତି ହେବ ବୋଲି ସୂଚନା ମିଳିଛି । ଏବେ ପ୍ରଶାସନ ମଧ୍ଯ ଯଥା ସମ୍ଭବ ପ୍ରୟାସ କରୁଛି ଲୋକଙ୍କୁ ସୁରକ୍ଷା ଦେବା ପାଇଁ । ଏବେ ବାତ୍ୟା ଭୟରେ ସମସ୍ତେ ରହିଛନ୍ତି ।
ଏବେ ତାଇୱାନ ଆଡ଼କୁ ଅଗ୍ରସର ହେଉଛି ବାତ୍ୟା କ୍ରାଥନ୍ । ବୁଧବାର ବେଳକୁ କଙ୍ଗସନରେ ଏହା ତାଣ୍ଡବ ରଚିବ ବୋଲି ସୂଚନା ମିଳିଛି । ଏଥିପାଇଁ ସହରରେ ରେଡ ଆଲର୍ଟ ଜାରି କରାଯାଇଛି । ଆଉ ଏଥିପାଇଁ ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି । ସେଠାକାର ଲୋକମାନଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସତର୍କ କରାଯାଇଛି । ଆଉ ଏହାସହ ସେଠାରେ ୪୦ ହଜାର ପୋଲିସ ଆଉ ଯବାନ ନିୟୋଜିତ ହୋଇଛନ୍ତି । ଯଦି ପ୍ରବଳ ବର୍ଷା ହୁଏ ତାହେଲେ ଉପକୂଳ ଅଞ୍ଚଳରେ ବନ୍ୟା ଆସିପାରେ ବୋଲି ସୂଚନା ମିଳିଛି ।