ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୁନି ଦଇତାପତି ଦେଖନ୍ତୁ ଏହି ସୁନ୍ଦର୍ ଦୃଶ୍ୟ ଦେଖିଲେ ପେଟ ପୁରିଯିବ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏବେ ପ୍ରଭୁ ଜଗନ୍ନାଥଙ୍କ ବିଷୟରେ ଆସିଥିବା ଖବର ଜାଣିପାରିବେ । ମହାପ୍ରଭୁଙ୍କ କୁନି କୁନି ଦଇତାପତି ହୋଇଛନ୍ତି । ଆଉ ଏହି କୁନି କୁନି ଦଇତାପତିଙ୍କୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏବେ ଏହି ଖବର ସୋସିଆଲ ମିଡ଼ିଆ ଦ୍ଵାରା ଚର୍ଚ୍ଚା ହେଉଛି । 
ଆପଣମାନେ ପୁରୀ ପ୍ରଭୁ ଜଗନ୍ନାଥଙ୍କୁ ନେଇ ଆସୁଥିବା ଖବର ସବୁ ପାଇପାରିବେ । ପ୍ରଭୁ ଜଗନ୍ନାଥଙ୍କ କୁନି କୁନି ଦଇତାପତି ଆଉ ଏହି ଦଇତାପତି ଦଇତା କୂଳରେ ଜନ୍ମ ହୋଇଛନ୍ତି । ଶ୍ରୀମନ୍ଦିରକୁ ସେମାନେ ଆସିଛନ୍ତି ଆଉ ଜଗନ୍ନାଥଙ୍କ ସେବା ପାଇଁ ସେମାନେ ଆସିଛନ୍ତି । ଏବେ ପ୍ରଭୁ ଜଗନ୍ନାଥ ଅଣସର ଘରେ ଅଛନ୍ତି । ଆଉ ପ୍ରଭୁଙ୍କୁ ଜ୍ଵର ହୋଇଛି । ମହାପ୍ରଭୁଙ୍କ ସେବାରେ ଏବେ କୁନି କୁନି ଦଇତାପତି ଯୋଗ ଦେଇଛନ୍ତି । କୁନି କୁନି ଦଇତାପତି ଯିଏ ଦଇତାପତି ଘରେ ଜନ୍ମ ହୋଇଥାଏ ସେମାନେ ୨୧ ଦିନ ଯିବା ପରେ ମହାପ୍ରଭୁଙ୍କ ପାଖକୁ ଯାଇଥାନ୍ତି । 
ମହାପ୍ରଭୁ ଅଣସର ଘରେ ଚିକିତ୍ସିତ ହେଉଥିବା ବେଳେ ସେମାନେ ସେଠାକୁ ଯାଇଥାନ୍ତି । ସେମାନେ ତା ପରଦିନ ଠାରୁ ଗୁପ୍ତ ସେବାରେ ଯୋଗ ଦେଇଥାନ୍ତି । ଦଇତାପତି କହିଛନ୍ତି ଏହି କୁନି କୁନି ପିଲାମାନେ ମହାପ୍ରଭୁଙ୍କ ସେବା ଦେଖିଥାନ୍ତି ଆଉ ସେମାନେ ଏହି ଛୋଟ ବେଳୁ ହିଁ ପ୍ରଭୁଙ୍କ ସେବା କିପରି କରାଯିବ ତାହା ଦେଖି ଦେଖି ଶିଖି ଥାଆନ୍ତି । ଆଉ ଯେତେବେଳେ ୧୦ ବର୍ଷ ହୋଇଯାଇଥାଏ ସେମାନେ ପ୍ରଭୁଙ୍କ ସେବା କରିବା ଆରମ୍ଭ କରିଥାନ୍ତି । ଯେତେବେଳେ ଫୁଲରେ ତେଲ ନାଗି ହୋଇଥାଏ ସେମାନେ ଏହି କାମ କରିଥାନ୍ତି । 
ଏହି କୁନି କୁନି ଦଇତାପତି ଦଇତା କୂଳରେ ଜନ୍ମ ହେବା ପରେ ପରେ ତାଙ୍କ କାର୍ଯ୍ୟ ନିର୍ଦ୍ଧାରଣ ହୋଇ ଯାଇଥାଏ । ପ୍ରଥମେ ଯିଏ ଆସିବ ସେ ସୁନା ବା ରୂପା ମହାପ୍ରଭୁଙ୍କୁ ଭେଟି ଦେଇ ସେବାରେ ଲାଗି ଥାଆନ୍ତି । ସେମାନେ ଭବିଷ୍ୟତରେ ସମର୍ପଣ ଭାବରେ ମହାପ୍ରଭୁଙ୍କ ସେବା କରିଥାନ୍ତି । ମହାପ୍ରଭୁଙ୍କ ସେବା କରିବାକୁ ସବୁବେଳେ ତାଙ୍କୁ ଶିଖାଇ ଦିଆଯାଇଥାଏ । ଆଉ ସେମାନେ ଏହି କାମ ଭଲରେ କରନ୍ତି । ଧୀରେ ଧୀରେ ସେ ଏହି କାମ ଶିଖିବା ପରେ ଏଭଳି ପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଥାନ୍ତି । ଏବେ ଏହିଭଳି ଭାବରେ ସେମାନଙ୍କର କାମ ହୋଇଥାଏ ।