ଭକ୍ତଙ୍କ ଦୁଃଖକୁ ଦେଖି କାନ୍ଦିଲା କାଳିଆ ଦେଖନ୍ତୁ ଏହି ସୁନ୍ଦର୍ ଦୃଶ୍ୟ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଭକ୍ତଙ୍କ ଭଲପାଇବା ବିଷୟରେ ଆପଣମାନେ କିଛି କଥା ଜାଣିପାରିବେ । ପ୍ରଭୁ ଜଗନ୍ନାଥ ହେଉଛନ୍ତି ଆମର ଆରାଧ୍ୟ ଦେବତା । ପ୍ରଭୁ ଜଗନ୍ନାଥଙ୍କୁ ଭକ୍ତମାନେ ଭକ୍ତିର ସହିତ ଡାକିଲେ ପ୍ରଭୁ ଆସିଥାନ୍ତି । ଏବେ ଭକ୍ତମାନେ ପ୍ରଭୁଙ୍କୁ ଦେଖି କାନ୍ଦୁଛନ୍ତି ।
ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମାରେ ପ୍ରଭୁ ଜଗନ୍ନାଥଙ୍କ ଆଖିରେ ଲୁହ ଦେଖିବାକୁ ମିଳୁଛି । ଭକ୍ତର ଲୁହ ଦେଖି ସହି ପାରିଲେ ନାହିଁ ପ୍ରଭୁ । ଆଉ ତାଙ୍କ ଆଖିରୁ ଝରିଗଲା ଲୁହର ଧାର । ପ୍ରଭୁ ଜଗନ୍ନାଥ ହେଉଛନ୍ତି ପ୍ରତ୍ୟେକ ଓଡ଼ିଆଙ୍କ ମଉଡମଣୀ । ପ୍ରଭୁଙ୍କ ଆଖିରେ ଲୁହ ଶୋଭା ପାଏ ନାହିଁ । ପ୍ରଭୁ ଜଗନ୍ନାଥ କାନ୍ଦିଲେ ସାରା ଜଗତ କାନ୍ଦିବ । ଆଉ ପ୍ରଭୁ ଜଗନ୍ନାଥଙ୍କ ଆଖିରେ ଲୁହ ଦେଖି ଭାବ ବିହ୍ବଳ ହୋଇ ପଡିଛନ୍ତି ଶ୍ରଦ୍ଧାଳୁ । କାଳିଆ ଆଖିରୁ ଧାର ଧାର ଲୁହ ବୋହି ଯାଉଛି ।
ଆଖିର କଜ୍ଜଳ ବୋହି ଆସି ମୁହଁରେ ଲେଶି ହୋଇ ଯାଇଛି । ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମାରେ ପ୍ରଭୁଙ୍କୁ ଦେଖିବା ପାଇଁ ଭକ୍ତଙ୍କ ଭିଡ ରହିଛି । ସାନ୍ନ ପୂର୍ଣ୍ଣିମାରେ ଭକ୍ତଙ୍କ ପାଇଁ ବାହରକୁ ଛୁଟି ଆସୁଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ସାନ୍ନ ମଣ୍ଡପରେ ବସି କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ମାତା ସୁଭଦ୍ରାଙ୍କ ଭିତରୁ କେବଳ କାଳିଆ ଆଖିରୁ ଲୁହ ବାହାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଭିଡିଓଟିରେ ।
ଭାବର ଠାକୁର ହେଉଛନ୍ତି ପ୍ରଭୁ ଜଗନ୍ନାଥ । ପ୍ରଭୁ ଜଗନ୍ନାଥ ଭକ୍ତର ଦୁଃଖ ସହିପାରେ ନାହିଁ । ଭକ୍ତର ଦୁଃଖରେ ଦୁଃଖୀ ହୋଇ ଯାଇଥାନ୍ତି ପ୍ରଭୁ । ପ୍ରଭୁ ଜଗନ୍ନାଥ ଭକ୍ତର ଦୁଃଖ କଥା ଶୁଣି ଥାଆନ୍ତି । ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମାରେ ପ୍ରଭୁ ବାହାରକୁ ଆସି ତାଙ୍କ କୋଟି କୋଟି ଭକ୍ତଙ୍କୁ ଦେଖିଛନ୍ତି । ଆଉ ପ୍ରଭୁଙ୍କୁ ଦେଖି ଭକ୍ତମାନେ ତାଙ୍କ ଦୁଃଖ କହି କାନ୍ଦି ପକାଇଛନ୍ତି ।
ଭକ୍ତ ଆଖିରେ ଲୁହ ଦେଖି ଭାବ ବୁଝି ପାରୁଥିବା କାଳିଆ ଠାକୁର ଆଖିରୁ ଲୁହ ଝରି ପଡ଼ିଛି । କାଳିଆ ଠାକୁର ଭକ୍ତର ମନ କଥା ଜାଣି ପାରିଥାଏ । କାଳିଆ ଠାକୁର ଭକ୍ତର ସବୁ ଇଚ୍ଛା ପୂରଣ କରିଥାଏ ଆଉ ଏବେ କେମିତି ବା ସେ ଭକ୍ତର ଦୁଃଖ ସହିବେ । ଏବେ ଭକ୍ତର ଲୁହ ଦେଖି ସ୍ନାନ ପୂର୍ଣ୍ଣିମାରେ କାଳିଆ ଠାକୁର ଆଖିରେ ଲୁହ ଦେଖିବାକୁ ମିଳିଛି ।