ହୁ ହୁ ହେଇ ମାଡ଼ି ଆସୁଛି ପାଣି ଦେଖନ୍ତୁ ସାବଧାନ ରୁହନ୍ତୁ ଏହିସବୁ ଜିଲ୍ଲା

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ବନ୍ୟା ଜଳ ନିଷ୍କାସନକୁ ନେଇ କିଛି ଖବର ଆସିଛି । ଏହି ଖବର ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେ ହୀରାକୁଦ ଜଳଭଣ୍ଡାର ପୁଣି ତାର ଗେଟ୍ ଖୋଲିଛି । ଏବେ ଏହି ଭିଡିଓ ମାଧ୍ୟମରେ ଏନେଇ ସମ୍ପୂର୍ଣ୍ଣ ଖବର ଆପଣମାନେ ପାଇପାରିବେ । ଏବେ ଲୋକମାନଙ୍କୁ ସାବଧାନ କରାଯାଇଛି । ମାଡ଼ି ଆସୁଛି ମହାନଦୀ ପାଣି ।
ହୀରାକୁଦ ଜଳଭଣ୍ଡାରର ବନ୍ୟା ଜଳ ନିଷ୍କାସନ ପାଇଁ ୨୦ଟି ଗେଟ୍ ଖୋଲିବା ପରେ ଚିନ୍ତା ବଢ଼ି ଯାଇଥିଲା ଆଉ ଏବେ ପୁଣି ହୀରାକୁଦର ୧୪ ଟି ଗେଟ୍ ଖୋଲାଯାଇଛି । ଏହି ଗେଟ୍ ଖୋଲିଲେ ନଦୀ ଆଦିରେ ପାଣି ବଢିବ ।ଏବେ ଭୟରେ ଲୋକମାନେ ଅଛନ୍ତି । ପୁଣି ଭାସି ଆସିପାରନ୍ତି କୁମ୍ଭୀର ଆଉ ଅନେକ ଅଞ୍ଚକ୍ ମଧ୍ୟ ବୁଡିପାରେ ବୋଲି ଖବର ଆସିଛି । ହୀରାକୁଦର ୨୦ଟି ଗେଟ୍ ଖୋଲିବା ଆଗରୁ ଲୋକଙ୍କୁ ସାବଧାନ କରାଯାଇଥିଲା । ଆଉ ହୀରାକୁଦ କର୍ତ୍ତୁପକ୍ଷ ଅନେକ କଥା କହିଥିଲେ ।
ହୀରାକୁଦ ଜଳଭଣ୍ଡାରର କର୍ତ୍ତୃପକ୍ଷ କହିଥିଲେ ଯାହାର କିଛି କ୍ଷତି ହେଲେ ସେଥିପାଇଁ ପ୍ରଶାସନ ଦାୟୀ ନୁହେଁ । ସତରେ ମହାନଦୀ ପାଣିରେ କିଛି ଅଞ୍ଚଳକୁ ବଡ ବଡ କୁମ୍ଭୀର ଆସିଥିଲେ । ଆଉ ଏହାସହ କିଛି ଅଞ୍ଚଳ ବୁଡି ଯିବାକୁ ବସିଥିଲା । ଏହାପରେ ଧୀରେ ଧୀରେ ଗେଟ୍ ବନ୍ଦ କରାଯାଇଥିଲା । ଆଉ ଏବେ ପୁଣି ହୀରାକୁଦର ଗେଟ୍ ଖୋଲାଯାଇଛି । ଆଉ ଏବେ ୬ଟି ଗେଟ୍ ଖୋଲାଯାଇଛି । ହୀରାକୁଦର ସମୁଦାୟ ୧୪ ଟି ଗେଟ୍ ଖୋଲାଯାଇଛି । ଏବେ ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି ।
ଏବେ ହୁ ହୁ ହୋଇ ମାଡ଼ି ଆସୁଛି ମହାନଦୀର ପାଣି । ଏବେ ବାଙ୍କୀରେ ପ୍ରବେଶ କରିଛି ମହାନଦୀର ପାଣି । ଆଉ ଏହି ବନ୍ୟା ଜଳ ପ୍ରବେଶ କରି ଚାଷ ଜମି ବି ନଷ୍ଟ ହେଉଛି । ଚାଷଜମିରେ ଏତେ ପାଣି ଦେଖି ଲୋକମାନେ ମୁଣ୍ଡରେ ହାତ ଦେଇ ଦେଇଛନ୍ତି । ତଳିଆ ଅଞ୍ଚଳରେ ମଧ୍ୟ ପାଣି ପ୍ରବେଶ କରିଛି । ଏବେ ହୀରାକୁଦର ୧୪ଟି ଗେଟ୍ ଖୋଲାଯାଇଛି ଆଉ ଏହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ତଳିଆ ଲୋକମାନେ । ଏହାସହ ଅନେକ କୁମ୍ଭୀର ମଧ୍ୟ ଦେଖିବାକୁ ମିଳିଥିଲା । ଏବେ ଏହି ବନ୍ୟା ଜଳକୁ ନେଇ ଚିନ୍ତାରେ ଅଛନ୍ତି ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକମାନେ ।