ଭାରତରେ ଜନ ସମୁଦ୍ର ଦେଖି ପାକିସ୍ତାନ ହେଲା ଟେରା ଦେଖନ୍ତୁ ଏହି ଦୃଶ୍ୟ ଭାରତକୁ ମିଳିଲା ୧୨୫ କୋଟି ସହ ଏହିସବୁ ଜିନିଷ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ କ୍ରିକେଟ ଜଗତର ସବୁ ଖବର ତ ପାଇ ପାରୁଛନ୍ତି । ଏବେ ପୁଣି କ୍ରିକେଟ ଜଗତକୁ ନେଇ କିଛି ଖବର ଆସିଛି । ଭାରତୀୟ ଟିମ୍ ବିଶ୍ୱକପ୍ ଟ୍ରଫି ହାତେଇବା ପରେ ଏବେ ଭାରତୀୟମାନେ ବହୁତ ଖୁସି ହୋଇଯାଇଛନ୍ତି । ଆଉ ଏବେ ଭାରତୀୟ ଟିମର ଖେଳାଳୀମାନଙ୍କୁ ସ୍ବାଗତ କରିବାକୁ ଆସିଥିଲେ ।
ଏମିତି ସ୍ବାଗତ କେବେ ହେଲେ ଭାରତରେ ହୋଇ ନଥିଲା । ଭାରତୀୟ ଲୋକମାନଙ୍କର ଜନ ସମୁଦ୍ର ଦେଖି ପାକିସ୍ତାନ ପୁରା ବୋକା ହୋଇଗଲା । ଭାରତୀୟ ଖେଳାଳି ଖେଳ ଜିତିବା ପରେ ଭାରତୀୟ ଖେଳାଳି ଏବଂ ଭାରତବାସୀ ବହୁତ ଖୁସି ହୋଇଥିଲେ । ଆଉ ଲକ୍ଷ ଲକ୍ଷ ଲୋକଙ୍କ ଗହଳି ଭିତରେ ଭାରତୀୟ ଖେଳାଳିମାନେ ନାଚ କରିଲେ । ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ମିଳିଲା । ପାକିସ୍ତାନ ତାର ଜୀବନରେ ଏଭଳି ଦୃଶ୍ୟ କେବେ ଦେଖିପାରିବ ନାହିଁ । ଆଉ ଏହି ଦୃଶ୍ୟ ଦେଖି ପାକିସ୍ତାନ ଟେରା ହୋଇ ଯାଇଥିବ ।
ଭାରତୀୟ ଖେଳାଳିଙ୍କ ଭବିଷ୍ୟ ସ୍ବାଗତ ଦେଖି ପାକିସ୍ତାନ ଖେଳାଳି ଟେରା ହୋଇଗଲେ । ଆଉ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଶୁଣି ତାଙ୍କର ଚେତା ହଜିଗଲା । ବିନା ଟିକେଟରେ ପହଂଚିଗଲେ ଲୋକେ । ଷ୍ଟାଡିୟମ୍ ଠାରୁ ରାସ୍ତା ସବୁଠି ଜନ ଗହଳି ହୋଇଗଲା । ବିଶ୍ଵ ବିଜେତାମାନଙ୍କୁ ସ୍ବାଗତ କରିବା ପାଇଁ ପହଞ୍ଚି ଯାଇଥିଲେ ଲୋକମାନେ । ଏହି ସବୁ ଦେଖି ଯେ କେହିବି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଆଉ ଲକ୍ଷ ଲକ୍ଷ ଲୋକଙ୍କୁ ଦେଖି କ୍ରିକେଟରମାନେ ଲୋକଙ୍କ ଗହଳିରେ ବରଯାତ୍ରୀରେ ଯିବା ଭଳି ନାଚ କରିଲେ ।
ସମସ୍ତେ ଭାଙ୍ଗଡା କରିଥିଲେ । ଏହା ପୂର୍ବରୁ କେବେବି ଏଭଳି ସ୍ବାଗତ ହୋଇନଥିଲା ଆଉ ଏବେ ଏଭଳି ସ୍ବାଗତ ହୋଇଥିଲା । ଭାରତ ଟି ୨୦ ବିଶ୍ୱକପ୍ ଜିତିବା ପରେ ଏଭଳି ଦେଖିବାକୁ ମିଳିଛି । ଲକ୍ଷ ଲକ୍ଷ ଲୋକ ସେଠାରେ ପହଞ୍ଚିଥିଲେ । ଏଭଳି ଦୃଶ୍ୟ ଦେଖି ପାକିସ୍ତାନ ଖେଳାଳି ସହି ପାରି ନାହାଁନ୍ତି । ଆଉ ପାକିସ୍ତାନ ଖେଳାଳି ପୁରସ୍କାର ରାଶି ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଭାରତ ଟିମ୍ ଜିତିବା ପରେ ଖୁସିର ଆଉ ସୀମା ରହିଲା ନାହିଁ । ଖୁସିରେ ନାଚି ଉଠିଛନ୍ତି ସମସ୍ତେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।