ସୁଭଦ୍ରା ଯୋଜନାକୁ ସହି ପାରୁନାହାନ୍ତି ବିରୋଧୀ ଦଳ ଦେଖନ୍ତୁ ମୁଁହ ଖୋଲି କହିଲେ ମନ କଥା

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ। ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିପାରିବେ । ଆପଣମାନେ ସମସ୍ତେ ତ ସୁଭଦ୍ରା ଯୋଜନା ବିଷୟରେ ଜାଣିଥିବେ । ସୁଭଦ୍ରା ଯୋଜନାକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ବିଜେପି ଦଳ ଶାସନ ଗଢ଼ିବା ପୂର୍ବରୁ ଅର୍ଥାତ୍ ନିର୍ବାଚନ ସମୟରେ ମହିଳାମାନଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା ଆଣିବ ବୋଲି କହିଥିଲା ।
ଆଉ ଏବେ ବିଜେପି ଦଳ ଶାସନକୁ ଆସିବା ପରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିଛି । ଏହି ଯୋଜନା ଅନୁସାରେ ୫୦ ହଜାର ଟଙ୍କା ଦେବ ବୋଲି ସରକାର କହିଥିଲା । ଆଉ ଏବେ ସେ ତାହା ଦେଉଛନ୍ତି । ସରକାର ୫୦ ହଜାର ଟଙ୍କା ଦେବା ପାଇଁ କହିଥିଲେ । କିନ୍ତୁ ଏହା ଏକାଥରକେ ସରକାର ଦେଉ ନାହାଁନ୍ତି । ସରକାର ଏହି ୫୦ ହଜାର ଟଙ୍କା ୫ ବର୍ଷରେ ଦେବେ ବୋଲି କହିଛନ୍ତି । ବର୍ଷକୁ ୧୦ ହଜାର ଟଙ୍କା ସରକାର ଦେବେ ବୋଲି କହିଛନ୍ତି । ଏବେ ଏନେଇ ଅନେକ କଥା ମଧ୍ୟ ଆସୁଛି ।
ଏବେ ଅନେକ କଥା ଏହି ଯୋଜନାକୁ ନେଇ ଆସୁଛି । ବିରୋଧୀ ଦଳମାନେ ଏହି ଯୋଜନାକୁ ଆଉ ବିଜେପି ଦଳ ଦେଇଥିବା ପ୍ରତିଶ୍ରୁତିକୁ ନେଇ ଅନେକ କଥା କହୁଛନ୍ତି । ଏହି ବିଷୟରେ ଯିଏ ବି ଜାଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ । ଏବେ ବିଧାୟକ ସଂଜଳୀ ମୁର୍ମୁ ଏହି ସୁଭଦ୍ରା ଯୋଜନାକୁ ନେଇ କିଛି କଥା କହିଛନ୍ତି । ସେ କହିଛନ୍ତି ସୁଭଦ୍ରା ଯୋଜନା ହେଉଛି ଏକ ଐତିହାସିକ ଯୋଜନା । ଆଉ ଏହି ଯୋଜନା ମାଧ୍ୟମରେ ଲୋକମାନେ ଉପକୃତ ହୋଇପାରିବେ । ଯେଉଁଥିରେ ମହିଳାମାନେ ତାଙ୍କର ଆର୍ଥିକ ସହାୟତା ପାଉଛନ୍ତି ।
ମହିଳାମାନଙ୍କୁ ଏବେ ସାହାଯ୍ୟ କରାଯାଉଛି । ସେମାନେ ଏବେ ସହାୟକ ରାଶି ପାଉଛନ୍ତି ଯାହା ଆଗରୁ ସେମାନେ ପାଉ ନଥିଲେ । ଆଉ ଏବେ ମହିଳା ମାନଙ୍କ ଉନ୍ନତି ପାଇଁ ସରକାର ସବୁବେଳେ କିଛି ନା କିଛି ପଦକ୍ଷେପ ନେଉଛନ୍ତି । ସରକାର ଏବେ ଏହି ବିଷୟରେ ଅନେକ କଥା କହିଥିବା ବେଳେ ବିରୋଧୀ ଦଳ ଏହି ଶୁଭଦ୍ରା ଯୋଜନାକୁ ସହିପାରୁ ନାହାନ୍ତି । ଆଉ ଏବେ ଏନେଇ ଅନେକ କଥା କହୁଛନ୍ତି । ଯାହା ପୂର୍ବ ୨୪ ବର୍ଷ ହେଲା ହୋଇନଥିଲା ତାହା ଆଜି ହୋଇଛି । ଆଉ ଏବେ ଏହାକୁ ନେଇ ଆସିଛି ଖବର ।