ରାଜ୍ୟରେ ପୁରଣ ହେବ ଏତିକି ଶିକ୍ଷକ ପଦବୀ ଦେଖନ୍ତୁ ସରକାରଙ୍କ ତରଫରୁ ଆସିଲା ବଡ଼ ଖବର

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଅନେକ କିଛି ଖବର ପାଇବା ସହ ବାହାରିଥିବା କିଛି ପଦବୀ ବିଷୟରେ ଜାଣିପାରିବେ । ସରକାରଙ୍କ ଦ୍ଵାରା ଅନେକ କିଛି ପଦବୀ ବାହାରିଛି । ଏବେ ସରକାର କିଛି ଯୋଜନା କରିଛନ୍ତି । ଆଉ ଏହି ଯୋଜନା ଅନୁସାରେ ଲୋକମାନେ ଚାକିରୀ ପାଇପାରିବେ । ଏବେ ଅନେକ ପଦବୀ ଖାଲି ରହିଛି ଯାହାକୁ ରାଜ୍ୟ ସରକାର ପୂରଣ କରିବାକୁ ଚାହୁଁଛନ୍ତି ।
ଖୁବଶୀଘ୍ର ଏହି ସବୁ ପଦବୀ ପୂରଣ ହେବ ବୋଲି ରାଜ୍ୟ ସରକାର କହିଛନ୍ତି । ୧ ଲକ୍ଷ ୩୪ ହଜାର ସରକାରୀ ପଦବୀ ଖାଲି ପଡ଼ିଛି । ସରଳ ହେବ ନିଯୁକ୍ତି ପ୍ରକ୍ରିୟା । ରାଜ୍ୟର ବିଭିନ୍ନ ବିଭାଗରେ ୧ ଲକ୍ଷ ୩୪ ହଜାର ପୋଷ୍ଟ ଖାଲି ପଡ଼ିଛି । ଗୋଟିଏ ମାତ୍ର ପରୀକ୍ଷା ହେବ ଆଉ ଏହି ପରୀକ୍ଷା ହେବା ପରେ ନିଯୁକ୍ତି ହୋଇପାରିବ । ଏହି ପଦବୀ ମଧ୍ୟରୁ ୯୩ ହଜାର ୫୨୪ ପଦବୀ ପୂରଣ କରାଯିବ । ୮୦ ହଜାର ୧୭୩ ପୋଷ୍ଟ ପୂରଣ କରିବାକୁ ଅନେକ ଏଯେନ୍ସିଙ୍କୁ ଖବର ଦିଆଯାଇଛି । 
ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ସର୍ବାଧିକ ୫୭ ହଜାର ୪୩୩ ପଦବୀ ଖାଲି ପଡ଼ିଛି । ସ୍ବାସ୍ଥ୍ୟ ବିଭାଗରେ ୨୮ ହଜାର ୭୪୯ ପଦବୀ ଖାଲି ପଡ଼ିଛି , ଗୃହ ବିଭାଗରେ ୯୬୪୯ ପଦବୀ, ଉଚ୍ଚଶିକ୍ଷା ବିଭାଗରେ ୪୪୫୯ ପଦବୀ ଖାଲି ପଡ଼ିଛି । ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ଅନେକ ପଦବୀ ଖାଲି ପଡ଼ିଛି ଆଉ ଏହି ଭିତରେ ପ୍ରାଇମେରୀ ସ୍କୁଲ ଏବଂ ସବୁ ପ୍ରକାରର ପଦବୀ ଖାଲି ପଡ଼ିଛି ବୋଲି ସୂଚନା ମିଳିଛି । ଯେଉଁଭଳି ଭାବରେ ପିଓ ଏବଂ ଆରଆଇ ପରୀକ୍ଷା ହୋଇଥିଲା ସେହିଭଳି ହେବ । 
ଏହି ସବୁ ପଦବୀ ପଦବୀ ପାଇଁ ଦୁଇଟି ପରୀକ୍ଷା ହେବ । ଆଉ ଏହି ଦୁଇଟି ପରୀକ୍ଷା ଦ୍ଵାରା ନିଯୁକ୍ତି କରାଯିବ । ନଭେମ୍ବର ମାସରେ ପରୀକ୍ଷା ହୋଇପାରେ ଆଉ ମାର୍ଚ୍ଚ ମାସ ଭିତରେ ଆପଣଙ୍କ ରେଜଲ୍ଟ ଆସିପାରେ । ୨୦୨୬ ମସିହାରେ ଆପଣଙ୍କ ପଦବୀରେ ନିଯୁକ୍ତି ହେବ । ଆପଣମାନେ ଫେଜ୍ ଅନୁସାରେ ଚାକିରୀ ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଖବର ପାଇ ପାରିଲେ । ଆପଣମାନେ ଏହି ସବୁ ପଦବୀ ପାଇଁ ପାଠ ପଢିପାରିବେ । ଆଉ ଏହି ପାଇଁ କୋର୍ସ ମଧ୍ୟ ହେଉଛି । ଏଭଳି ଅନେକ କଥା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିଲେ ।