ସୁନାପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର ଦେଖନ୍ତୁ ହଠାତ୍ ଏତିକି କମିଲା ସୁନା ଦର

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ପାଇପାରିବେ । ରଜ ପ୍ରେମୀ ଲୋକଙ୍କ ପାଇଁ ଆସିଲା ଖୁସି ଖବର । ରଜ ବଜାରରେ ସୁନା ପ୍ରେମୀଙ୍କ ପାଇଁ ଆସିଲା ବଡ ଖୁସି ଖବର । ସୁନା ଦୋକାନରେ ଆଜି ପ୍ରବଳ ଭିଡ଼ । ଭୁବନେଶ୍ବରରେ ସୁନା ଦରରେ ବଡ ପରିବର୍ତ୍ତନ ହୋଇଛି ।
ଆଉ ବିଳମ୍ବ ନକରି ଜଲଦି କିଣି ନିଅନ୍ତୁ ସୁନା । ସ୍ଥିର ରହୁନି ସୁନା ଦର । ସୁନା ଯେତିକି ଚମକୁଛି ତାର ଦରରେ ସେତିକି ପରିବର୍ତ୍ତନ ହେଉଛି । ସୁନା ଦର ଏବେ ହଠାତ୍ କମି ଯାଇଛି । ସୁନା ଦର ଆକାଶ ଛୁଆଁ ହୋଇଥିବା ବେଳେ ଏବେ ସୁନା ଦର କମିଯାଇଛି ଆଉ ଏହି ସୁନା ଦର କମିଛି ଏବେ ଆପଣମାନେ ସୁନା କିଣି ଆଣନ୍ତୁ । ଏବେ ରଜ ପାଇଁ ସବୁଠି ଚାଲିଛି ମଉଜ । ଚଳ ଚଞ୍ଚଳ ହୋଇ ଉଠିଛି ସବୁ ଗାଁ ଆଉ ସହର । ଏବେ ସୁନା ଦରରେ ବ୍ରେକ ଲାଗିଛି । 
ଆପଣମାନେ ସୁନା କିଣିବାକୁ ଚାହୁଁଛନ୍ତି କି ତାହେଲେ ଏବେ ସୁନା କିଣି ଆଣନ୍ତୁ । ସୂଚନା ଅନୁସାରେ ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୧ ହଜାର ୮୮୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୬୫ ହଜାର ୯୦୦ ଟଙ୍କା ରହିଛି । ଭୁବନେଶ୍ଵରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୫ ହଜାର ୮୯୦ ଟଙ୍କା ରହିଛି । ଆଉ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୧ ହଜାର ୮୯୦ ଟଙ୍କା ରହିଛି । ଆଉ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୫ ହଜାର ୯୦୦ ଟଙ୍କା ରହିଛି । 
୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୧ ହଜାର ୮୯୦ ଟଙ୍କା ରହିଛି । ନୂଆ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୬ ହଜାର ୫୦୦ ଟଙ୍କା ରହିଛି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨ ହଜାର ୫୫୦ ଟଙ୍କା ରହିଛି ବୋଲି ରେକର୍ଡ ହୋଇଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୨ ହଜାର ୮୯୦ ଟଙ୍କା ରହିଛି । ଆଉ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୧ ହଜାର ୮୯୦ ଟଙ୍କା ରହିଛି । ରଜ ପାଇଁ ଅଫର ପଡ଼ିଛି ସେଥିପାଇଁ ଦୋକାନରେ ଭିଡ ଜମିଛି ।