ବଦଳିବ ଓଡ଼ିଶାର ପାଗ ଦେଖନ୍ତୁ ଏହିସବୁ ଜିଲ୍ଲାପାଇଁ ଏବେଠାରୁ ଆସିଲା ସତର୍କ ସୂଚନା
Jul 13, 2024, 17:39 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇବା ସହ ଅନେକ କିଛି ବିଷୟରେ ଜାଣିପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଣିପାଗ ବିଷୟରେ ଆସିଥିବା ଖବର ଜାଣିପାରିବେ । ପାଣିପାଗ ବିଭାଗ ପକ୍ଷରୁ ଏହି ଖବର ଆସିଛି । ଆଗକୁ ଅଛି ବଡ ବର୍ଷା । ପାଗ ମେଘୁଆ ରହିବ ଆଉ ଏହି ବିଷୟରେ ଅନେକ ଖବର ଆପଣମାନେ ପାଇପାରିବେ ।
ବର୍ଷା ହେବା ସହ ପ୍ରବଳ ବିଜୁଳି ଆଉ ଘଡଘଡି ହେବ । ଏବେ ଘଡଘଡି, ବିଜୁଳି ସହିତ ବର୍ଷା କରିବ କଲବଲ । ୧୯ ତାରିଖ ଭିତରେ ରାଜ୍ୟର ସବୁ ସ୍ଥାନରେ ବର୍ଷା ହେବ ବୋଲି ଖବର ଆସିଛି । କେବଳ ବର୍ଷା ହେବ ନାହିଁ । ବିଜୁଳି ଘଡଘଡି ସହିତ ପ୍ରବଳ ବର୍ଷା ହେବ ବୋଲି ଏବେ ଆସିଛି ଖବର । ବର୍ଷା ପ୍ରବଳ ମାତ୍ରାରେ ହେବା ଦ୍ଵାରା ଲୋକମାନେ ଘରୁ ବାହାରି ପାରିବେ ନାହିଁ ଆଉ ଏହି ବର୍ଷା ଏବେ ଲୋକମାନଙ୍କୁ ହଇରାଣ କରାଇବେ । ଏହି କାରଣ ପାଇଁ ଏବେ ସତର୍କ ସୂଚନା ଜାରି କରାଯାଇଛି ।
ବର୍ଷା ହେବା କାରଣରୁ ଆସନ୍ତା କାଲି ପାଇଁ ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଏହି ସବୁ ଜିଲ୍ଲାରେ ବର୍ଷା ସାଂଗକୁ ପ୍ରବଳ ଘଡଘଡି ସହ ବିଜୁଳି ହେବାର ସମ୍ଭାବନା ରହିଛି । ଦେଖିବାକୁ ଗଲେ ମନସୁନ ବର୍ଷା ପାଇଁ ଅନେକ କିଛି ଘଟିଯାଉଛି । ପ୍ରବଳ ମାତ୍ରାରେ ବର୍ଷା ହେବା କାରଣରୁ ଲୋକମାନେ ହଇରାଣ ହେବେ ବୋଲି ଜଣାପଡିଛି ।
,
ପ୍ରବଳ ବର୍ଷା ହେବ ବୋଲି ଆଶଙ୍କା ରହିଛି । ଏହି ବର୍ଷା ପାଇଁ ଅନେକ ଧନଜୀବନ ନଷ୍ଟ ହୋଇଯିବ ବୋଲି ସୂଚନା ମିଳିଛି । କିଛି ସ୍ଥାନରେ ପାଣି ଜମି ରହିଛି । ଆଉ ଏହି ବର୍ଷା କାରଣରୁ କିଛି ଜିଲ୍ଲାରେ ବର୍ଷା ହେବାରୁ ଘରେ ପାଣି ଜମିଛି । ବର୍ଷାଦିନ ଆରମ୍ଭ ହୋଇ ସାରିଥିଲେ ମଧ୍ୟ ଗରମ ଗୁଳୁଗୁଳି କମିବାର ନାଁ ନେଉନାହିଁ । ଆଉ ଅଦିନିଆ ଘୂର୍ଣ୍ଣିବଳୟ ଏବେ ଦାଉ ସାଜିଛି ବୋଲି ଜଣାପଡିଛି । ଏବେ ଏହି ସବୁ ଖବର ସାମ୍ନାକୁ ଆସିଛି ଯାହା ଏବେ ଲୋକମାନେ ଶୁଣି ଅନେକ କିଛି କଥା ଜାଣିପାରିଲେ ।