ଆସିଲା ବଡ଼ ଖବର ଦେଖନ୍ତୁ ପାଣିରେ ଭାସିଯିବ ଏହିସବୁ ଜିଲ୍ଲା ମିଳିଲା ସତର୍କ ସୂଚନା
Updated: Jul 29, 2024, 20:43 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ପାଣିପାଗ ବିଷୟରେ ଆସିଥିବା ଖବର ଜାଣିପାରିବେ । ଏବେ ଆପଣମାନେ ସାବଧାନ ହୋଇଯାଆନ୍ତୁ ମାଡ଼ି ଆସୁଛି ଲଘୁଚାପ । ମାଡ଼ି ଆସୁଛି ବଡ ଲଘୁଚାପ । ଏହି ଲଘୁଚାପ ହେଲେ ଅନେକ କ୍ଷୟକ୍ଷତିର ସାମନା କରିବାକୁ ପଡ଼ିବ । ଏବେ ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଜାଣନ୍ତୁ ।
ପୁଣି ଓଡ଼ିଶାକୁ ମାଡି ଆସୁଛି ବଡ ବିପଦ । ସାବଧାନ ହୋଇଯାଆନ୍ତୁ ମାଡ଼ି ଆସୁଛି ବଡ ଲଘୁଚାପ । ଏବେ ସାବଧାନ ହୋଇଯାଆନ୍ତୁ ଓଡ଼ିଶାବାସୀ । ଅଗଷ୍ଟ ୩ ତାରିଖ ଯାଏଁ ଘରୁ ବାହାରନ୍ତ୍ତ ନାହିଁ । ଏହି ଲଘୁଚାପ ପ୍ରଭାବରେ ୮ଟି ଜିଲ୍ଲା ବୁଡ଼ିଯିବ । ଏବେ ମୌସୁମୀ ସକ୍ରିୟ ରହିଥିବା ବେଳେ ସବୁ ରାଜ୍ୟରେ ବର୍ଷା ହେଉଛି । ରାଜ୍ୟରେ ତୁହା କୁ ତୁହା ବର୍ଷା ହେଉଛି । ଆଉ ଏବେ ୩୧ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଜଣାପଡିଛି । ଏହାର ପ୍ରଭାବରେ ଅନେକ ଜିଲ୍ଲାରେ ବର୍ଷା ହେବ ।
ଏବେ ପୁଣି ସୃଷ୍ଟି ହେବ ବଡ ଲଘୁଚାପ । ଆଉ ଏହି ଲଘୁଚାପ ପ୍ରଭାବରେ ଅନେକ ଜିଲ୍ଲାରେ ବର୍ଷା ହେବା ସହ ଅନେକ କିଛି କ୍ଷୟକ୍ଷତି ହେବ ବୋଲି ସୂଚନା ମିଳିଛି । ଆସିବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏହି ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ଆଗାମୀ ୩ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ସୂଚନା ମିଳିଛି । ୮ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଲା ଆଞ୍ଚଳିକ ପାଣିପାଗ ବିଭାଗ । ଆଜି କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, କୋରାପୁଟ, ନବରଙ୍ଗପୁର, ବରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।
ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଏହାସହ ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ହେବ ବୋଲି ସୂଚନା ମିଳିଛି । ବୌଦ୍ଧ, ନୂଆପଡ଼ା, ସୋନପୁର ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସମ୍ଭାବନା ରହିଛି । ସ୍ୱଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଜଣାପଡିଛି । ଯାଜପୁର, ଝାରସୁଗୁଡ଼ା, ସମ୍ବଲପୁର ଆଦି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହେଉଛି । ଏପର୍ଯ୍ୟନ୍ତ ବର୍ଷା ଯେତିକି ପରିମାଣରେ ହେବା କଥା ତାହା ହୋଇନାହିଁ । ସ୍ୱଭାବିକ ଠାରୁ ଏହା ୮ ପ୍ରତିଶତ କମ୍ ରହିଛି । ଏବେ ଏହି ଖବର ସାମ୍ନାକୁ ଆସିଛି ।