ଆସିଲା ବଡ଼ ଖବର ଦେଖନ୍ତୁ OYO ରେ ପଶିଥିଲେ ପୋଲିସ ବାବୁ ସିଧା ହୋଇଗଲେ ଏହି କାରଣ ପାଇଁ କନେଷ୍ଟବଳ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଖବର ଆସିଛି କି ଜଣେ ବ୍ୟକ୍ତି ଯିଏ କି ଡିଏସପି ଥିଲେ ଏବେ ସେ ଏଭଳି କାମ କରିଲେ ଯେ ଏବେ ସେ କନେଷ୍ଟବଳ ହୋଇ ଯାଇଛନ୍ତି । ଏହି ଡିଏସପି ଜଣକ ଓୟୋ ହୋଟେଲରେ ଝିଅ ଧରି ପଶିଥିଲେ । ସେ ଡିଏସପିରୁ ସିଧା ହୋଇଗଲେଣି କନେଷ୍ଟବଳ । ଡିଏସପି ମିଛ କହି ଛୁଟି ନେଇଥିଲେ ।
ଆଉ ସେ ଘରର ସମସ୍ୟା ଅଛି ବୋଲି କହିଥିଲେ । ଆଉ ଏହାପରେ ସେ ଛୁଟି ନେଇ ଓୟୋ ହୋଟେଲ ଯାଇଥିଲେ । ସେ ହୋଟେଲ ରୁମରେ ତାଙ୍କ ପ୍ରେମିକା ସହିତ ଥିଲେ । ଜୀବନରେ ଥରେ ଡିଏସପି ପୋଲିସ ଅଫିସର ଭାବରେ ଚାକିରୀ କରିବା ପାଇଁ ବଡ ବଡ ପାଠୁଆ ଲୋକଙ୍କର ହାତ ଥାଏ । କିନ୍ତୁ କାହାର ଇଚ୍ଛା ପୂରଣ ହୁଏ ତ ଆଉ କାହାର ହୁଏ ନାହିଁ । ଡିଏସପି ଜଣକ ବିବାହ କରି ମଧ୍ୟ ଏଭଳି କାମ କରିଥିଲେ । ଏହି ଡିଏସପି ଜଣକ ଘରେ ସ୍ତ୍ରୀ ଥାଇ ମଧ୍ୟ ସେ ମହିଳା କନେଷ୍ଟବଳଙ୍କୁ ସାଙ୍ଗରେ ନେଇ କରିଥିଲେ ଏଭଳି କାମ ।
ଏହି ଡିଏସପି ବାବୁ ଜଣକ ମହିଳା କନେଷ୍ଟବଳ ଜଣଙ୍କୁ ଭଲ ପାଉଥିଲେ । ସେ ଘରେ ସ୍ତ୍ରୀ ଥାଉ ଥାଉ କରିଲେ ଏଭଳି କାମ । ଏବେ ଏହି ଡିଏସପି ବାବୁ ଜଣକ ହୋଇ ଯାଇଛନ୍ତି କନେଷ୍ଟବଳ । ଅନେକ କିଛି ଘଟଣା ପରେ ମଧ୍ୟ ତାଙ୍କୁ ଛୁଟି ମିଳି ନଥିଲା । ଡିଏସପି ଜଣକ ପରକୀୟା ପ୍ରୀତି କରି ଆଜି ଏଭଳି ଭୋଗ କରିଛନ୍ତି । ଏହି ଡିଏସପି ଜଣକ ପ୍ରୋମୋସନ୍ ବଦଳରେ ଡିମୋସନ୍ ପାଇଛନ୍ତି । ଏହି ଡିଏସପି ଜଣକ ଘରେ ସ୍ତ୍ରୀ ଥାଇ ମଧ୍ୟ ଏଭଳି କାମ କରିବା ସତରେ ବହୁତ ବଡ ଖରାପ କାମ ଅଟେ । 
ଅଫିସର ଜଣକର କଳା କାରନାମା ଜଣାପଡିବା ପରେ ଏବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କୁ ଡିଏସପି ରୁ କନେଷ୍ଟବଳ କରାଯାଇଛି । ଏହି ଅଫିସର ଜଣଙ୍କୁ ଛୁଟି ମିଳିବା ପରେ ସେ ଘରକୁ ନଯାଇ ଓୟୋ ହୋଟେଲ ଯାଇଥିଲେ । ଆଉ ଏହି କଥା ସାମ୍ନାକୁ ଆସିବା ପରେ ଏବେ ତାଙ୍କୁ ଏଭଳି ଦଣ୍ଡ ମିଳିଛି । ସେ ହୋଟେଲରେ ପହଞ୍ଚିବା ପରେ ତାଙ୍କର ପର୍ଶୋନାଲ ନମ୍ବର ଏବଂ ସରକାରୀ ନମ୍ୱର୍ ଅଫ କରି ଦେଇଥିଲେ । ତାଙ୍କ ସ୍ତ୍ରୀ ଚିନ୍ତିତ ହୋଇ କଲ୍ କରିବା ପରେ ସେ ଛୁଟି ନେଇଥିବା ଖବର ଜଣାପଡ଼ିଲା । ଏବେ ଏହି ଅଫିସର ଜଣକ କନେଷ୍ଟବଳ ହୋଇଛନ୍ତି । ଏହି ଘଟଣା କାନପୁର ଅଞ୍ଚଳର ବୋଲି ଜଣାପଡିଛି ।